ସ୍ତ୍ରୀକୁ ପଥରରେ ଛେଚି ହତ୍ୟା କଲା ସ୍ଵାମୀ

STATE

ତାଳଚେରରେ ଘଟିଛି ଏକ ବିଭତ୍ସ ଘଟଣା । ମଦ ନିଶାରେ ଚୂର ହୋଇ ମଦ୍ୟପ ସ୍ଵାମୀ ତାର ସ୍ତ୍ରୀକୁ ପଥରରେ ଛେଚି ହତ୍ୟା କରିଛି । ଏହି ଘଟଣା ଘଟିଛି ତାଳଚେର ବଲଣ୍ଡା ଗୁରୁଦ୍ଵାର ଗାଁରେ ।

loading...

ଖବର ପାଇ ବିକ୍ରମପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି । ମୃତଦେହକୁ ଉଦ୍ଧାର କରିବା ସହିତ ହତ୍ୟାକାରୀ ମଦ୍ୟପ ସ୍ଵାମୀ ମୂନା ବେହେରାକୁ ଗିରଫ କରି ଥାନାରେ ଅଟକ ରଖିଛି ।

Please follow and like us:
error
loading...