ଜଲେଶପଟା ଆଶ୍ରମରେ ଜନ୍ମାଷ୍ଟମୀ ପାଳନ

STATE

ଆଜି ବାଲିଗୁଡା ଜଲେଶପଟା ଆଶ୍ରମରେ ପାଳିତ ହେଉଛି ଜନ୍ମାଷ୍ଟମୀ । ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଆଶ୍ରମରେ ୨ ଜଣ ଡ଼ିଏସପି ରାଙ୍କର ଅଧିକାରୀଙ୍କ ସ୍ଦାହ ୨ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ସମସ୍ତ ତୁମୁଡିବନ୍ଧ ଅଞ୍ଚଳରେ ସିଆରପିଏଫ ପକ୍ଷରୁ କମ୍ବିଙ୍ଗ ଜୋରଦାର କରାଯାଉଛି ।   

loading...

ଆଜି ମଧ୍ୟ ଲକ୍ଷ୍ମଣାନନ୍ଦ ସରସ୍ଵତୀଙ୍କ ଏକାଦଶ ଶ୍ରାଦ୍ଧବାର୍ଷିକୀ । ବିଶ୍ଵ ହିନ୍ଦୁ ପରିଷଦ ଓ ଶ୍ରଦ୍ଧାଞ୍ଜଳି କମିଟି ଏହାକୁ ବଳିଦାନ ଦିବସ ଭାବେ ପାଳନ କରୁଛି । ଏଥିପାଇଁ ପୁରା କନ୍ଧମାଳ ଜିଲ୍ଲାରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ୧୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ବହୁ ସ୍ଵତନ୍ତ୍ର ଅଧିକାରୀ ନିୟୋଜିତ ହୋଇଛନ୍ତି । ସମସ୍ତ ସ୍ଥାନରେ ଚାଲିଛି ଗାଡି ଯାଞ୍ଚ । ବିଭିନ୍ନ ସ୍ଥାନରେ ପୋଲିସ ପକ୍ଷରୁ ବ୍ଲକିଙ୍ଗ କରାଯାଉଛି ।

Please follow and like us:
error
loading...