Robbery

ଏଟିଏମ ଭାଙ୍ଗି ଦୁର୍ବୃତ୍ତଙ୍କ ଲୁଟ ଉଦ୍ୟମ

STATE

ଜଗତସିଂହପୁରର ମୁଖ୍ୟ ବଜାର ସ୍ଥିତ ଏକ ଏଟିଏମରୁ ଦୁର୍ବୃତ୍ତମାନେ ଲୁଟ ଉଦ୍ୟମ କରିଛନ୍ତି । ସୂଚନାନୁସାରେ ରଶ୍ମି ସିନେମା ହଲ ନିକଟ ୟୁନାଇଟେଡ଼ ବ୍ୟାଙ୍କର ଏଟିଏମ ଭାଙ୍ଗି ଲୁଟ ଉଦ୍ୟମ କରଯାଇଥିଲା । ଗତକାଲି ବିଳମ୍ବିତ ରାତ୍ରିରେ ଦୁର୍ବୃତ୍ତମାନେ ଏଟିଏମ କାଉଣ୍ଟରରେ ପ୍ରବେଶ କରି ସିସିଟିଭି ନେଇଯିବା ସହିତ ଏଟିଏମ ମେସିନକୁ ଭାଙ୍ଗି ଦେଇଛନ୍ତି ।

ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତନାଘନା ଚଳାଇଛି । ତେବେ ଏ ପର୍ଯ୍ୟନ୍ତ ଲୁଟ ନେଇ ସ୍ପଷ୍ଟ ସୂଚନା ମିଳିପାରିନାହିଁ ।

Please follow and like us:
error