ହୋଣ୍ଡା ସୋ’ରୁମରୁ ୧୦ ଲକ୍ଷ ଟଙ୍କା ଲୁଟ

STATE

ଝାରସୁଗୁଡାର ବାଇପାସ ନିକଟରେ ଥିବା ଏକ ହୋଣ୍ଡା ସୋ’ରୁମରୁ ୧୦ ଲକ୍ଷ ଟଙ୍କା ଲୁଟ ହୋଇଛି । ଗତକାଲି ବିଳମ୍ବିତ ରାତ୍ରିରେ ଏହି ଘଟଣା ଘଟିଛି ।

loading...

ଦୁର୍ବୃତ୍ତମାନେ ଝରକା ତାଡି ଟ୍ରେଜେରୀ ବାକ୍ସ ସହ କିଛି ଗାଡି ପାର୍ଟ୍ସ ମଧ୍ୟ ଲୁଟ କରିଛନ୍ତି । ଏନେଇ ବିଟିଏମ ଥାନାରେ ଅଭିଯୋଗ କରାଯାଇଛି । ଏତଲା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତନାଘନା କରୁଛି ।

 

Please follow and like us:
error
loading...