loot

ସୋନପୁର ସୁରେଶ୍ଵରୀ ମନ୍ଦିରରୁ ଚୋରି

STATE

ଗତକାଲି ସୋନପୁର ମା ସୁରେଶ୍ଵରୀ ମନ୍ଦିରରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି । କେହି ଦୁର୍ବୃତ୍ତ ମନ୍ଦିର ହୁଣ୍ଡିରୁ ତାଲା ଭାଙ୍ଗି ଟଙ୍କା ଓ ସୁନା ଲୁଟି ନେଇଛି ।

loading...

ଖବର ପାଇ ସୋନପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି । ବାରମ୍ବାର ଏପରି ଚୋରି ଘଟୁଥିବା ଅଭିଯୋଗ ହେଉଛି । ଚୋରି ଯୋଗୁ ଭକ୍ତ ଓ ଶ୍ରଦ୍ଧାଳୁ ଘୋର ଅସନ୍ତୋଷ ପ୍ରକଟ କରିଛନ୍ତି । ଏନେଇ ପହଞ୍ଚିବା ପରେ ଖୋଳତାଡ କରୁଛି ପୋଲିସ ।

Please follow and like us:
error
loading...