Odisha Infocus

ଧ୍ଵଂସ ପାଇଲା ମାଓ ଶିବିର

NATIONAL

ବହୁ ଦିନ ପରେ ପୋଲିସକୁ ମିଳିଛି ମାଓବାଦୀଙ୍କ ବିପକ୍ଷରେ ସଫଳତା । ମାଲକାନଗିରିର ତୁଳସୀ ପାହାଡରେ ଥିବା ଏକ ମାଓ ଶିବିରକୁ ଧ୍ଵଂସ କରିଦେଇଛନ୍ତି  ଯବାନମାନେ । ଘଟଣାସ୍ଥଳରୁ ଟିଫିନ ବୋମା, ମାଓ ପୋଷାକ ଓ ବିପୁଳ ବିସ୍ଫୋରକ ଜବତ କରାଯାଇଛି ।

loading...

ଏହା ଛତିଶଗଡ ଡ଼ିଆରଜି ଯବାନଙ୍କ ବଡ କାର୍ଯ୍ୟାନୁଷ୍ଠାନ ବୋଲି ସୂଚନା ମିଳିଛି । ବହୁ ଦିନ ପରେ ଡ଼ିଆରଜି ଯବାନମାନେ ମାଓବାଦୀଙ୍କ ଶିବିର ଧ୍ଵଂସ କରି ସେମାନଙ୍କର ବଡ କ୍ଷତି ପହଞ୍ଚାଇପାରିଛି । ଏହି ଅପରେସନ ‘ମନସୁନ’ ଅପରେସନ ଭାବେ କାମ କରୁଛି । ଏବେବି ଜାରିରହିଛି ଅପରେସନ ।

Please follow and like us:
error
loading...