odisha infocus

ବିଷମ କଟକରେ ମାଓ ପୋଷ୍ଟର, ଛତିଶଗଡରେ ଗୁଳି ବିନିମୟ

NATIONAL

ବହୁ ଦିନ ପରେ ପୁଣି ମାଓ ପୋଷ୍ଟର ମରାଯାଇଥିବା ଦେଖିବାକୁ ମିଳିଛି । ବିଷମ କଟକରେ ଯାତ୍ରା ବିଶ୍ରାମଗାରରେ ମରାଯାଇଛି ମାଓ ପୋଷ୍ଟର । ଏହି ଯାତ୍ରା ବିଶ୍ରାମଗାର ଗରିକୋଣା ରାସ୍ତାରେ ଅବସ୍ଥିତ । ମାଓ ପୋଷ୍ଟରରୁ ଏହା ସିପିଆଇ ମାଓବାଦୀଙ୍କର ବୋଲି ଜଣାପଡିଛି ।

loading...

ଛତିଶଗଡରେ ଯବାନ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି । ଯବାନଙ୍କ ଗୁଳିରେ ଏକାଥରକେ ୫ ଜଣ ନକ୍ସଲ ମୃତ୍ୟୁ ବରଣ କରିଛନ୍ତି ।

Please follow and like us:
error
loading...