Vidhan Parishad

ସଚିବାଳୟ ରେ ଆଜି ବସୁଛି ମନ୍ତ୍ରୀ ପରିଷଦ ବୈଠକ

STATE

ଆଜି ରାଜ୍ୟ ସଚିବାଳୟ ଠାରେ ମନ୍ତ୍ରୀ ପରିଷଦର ବୈଠକ ବସୁଛି । ଆଜି ପୂର୍ବାହ୍ନ ୧୧ଟା ୪୫ରେ ବସିବାକୁ ସମୟ ସ୍ଥିର କରାଯାଇଥିଲା । ନିର୍ଦ୍ଧାରିତ ସମୟରେ ଏହା ଅନୁଷ୍ଠିତ ହେବାକୁ ଯାଉଛି । ଏଥିରେ ଅଧ୍ୟକ୍ଷତା କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

loading...

ଆଜିର ବୈଠକରେ ବହୁ ଗୁରୁତ୍ଵପୂର୍ଣ ପ୍ରସଙ୍ଗରେ ଆଲୋଚନା ହେବ ବୋଲି ସୂଚନା ମିଳିଛି ।

Please follow and like us:
error
loading...