ବିଶ୍ଵକୁ ଆତଙ୍କମୁକ୍ତ କରିବା ଉପରେ ଜୋର ଦେଲେ ମୋଦି

INTERNATIONAL

ଗତକାଲି ଦୁଇଦିନିଆ କିର୍ଜିଗସ୍ତାନ ଗସ୍ତରେ ପହଞ୍ଚିଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ ଯୋଗ ଦେଇଛନ୍ତି ବିସକେକ ଏସସିଓ ସମ୍ମିଳନୀରେ । ସେ ତାଙ୍କ ଭାଷଣରେ ଏସସିଓ ଦେଶମାନଙ୍କ ମଧ୍ୟରେ ସମନ୍ଵୟ ଉପରେ ଗୁରୁତ୍ଵ ଆରୋପ କରିଛନ୍ତି । ସେହିପରି ବିଶ୍ଵକୁ ଆତଙ୍କମୁକ୍ତ କରିବା ଉପରେ ଜୋର ଦେଇଛନ୍ତି ।

ଆତଙ୍କବାଦ ବିରୋଧରେ ସମସ୍ତେ ଏକାଠି ହେବାକୁ ସେ ଆହ୍ଵାନ ଦେଇଛନ୍ତି । ସେ କହିଛନ୍ତି, “ସମାଜକୁ ଆତଙ୍କମୁକ୍ତ କରିବା ନିହାତି ଜରୁରୀ ।”ପୁନଶ୍ଚ ସେ ତାଙ୍କ ଭାଷଣରେ କହିଛନ୍ତି, ଶ୍ରୀଲଙ୍କାରେ ବିସ୍ଫୋରଣ ମାନବ ସମାଜ ପ୍ରତି ଏକ ଉପହାସ ।

Please follow and like us:
error