ଟ୍ରମ୍ଫଙ୍କ ଆଗରେ ପାକିସ୍ତାନର ମୁଖା ଖୋଲିଲେ ମୋଦି

INTERNATIONAL

ଟ୍ରମ୍ଫଙ୍କ ଆଗରେ ପାକିସ୍ତାନର ମୁଖା ଖୋଲିଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଟେଲିଫୋନରେ ଦୁହିଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ଏହି ଅବସରରେ ପାକିସ୍ତାନର କାର୍ଯ୍ୟକଳାପ ବିଷୟରେ ମୋଦି ଟ୍ରମ୍ଫଙ୍କୁ ଅବଗତ କରାଇଥିଲେ ।

loading...

ଟେଲିଫୋନରେ ମୋଦି ପାକର ଭାରତ ବିରୋଧୀ ଆଭିମୁଖ୍ୟ ନେଇ ଅବଗତ କରାଇଥିଲେ । ପାକିସ୍ତାନ ଦ୍ଵାରା ପ୍ରାୟୋଜିତ ଆତଙ୍କବାଦ ପ୍ରସଙ୍ଗ ମଧ୍ୟ ମୋଦି ଉଠାଇଥିଲେ ।

Please follow and like us:
error
loading...