ଏ ବର୍ଷ ମୌସୁମୀ ହେବ ସ୍ଵାଭାବିକ

Weather

ଚଳିତ ବର୍ଷ ମୌସୁମୀ ସ୍ଵାଭାବିକ ହେବ ବୋଲି ସୂଚନା ମିଳିଛି । ଏହା ଚାଷୀଙ୍କ ବଡ ଖୁସିର ବିଷୟ । ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି ଯେ ଜୁନରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ଦେଶସାରା ବର୍ଷା ପାଖାପାଖି ସ୍ଵାଭାବିକ ରହିବ । ଜୁନରୁ ସେପ୍ଟେମ୍ବର ମଧ୍ୟରେ ବର୍ଷାର ପରିମାଣ ୯୬% ରହିବ ।

ଏ ବର୍ଷର ବର୍ଷା ଖରିଫ ଚାଷ ପାଇଁ ଅନୁକୂଳ ପାଗ ରହିବ । ତେବେ ବର୍ଷା ଋତୁର ଶେଷ ଭାଗ ଆଡକୁ ଏଲନିନୋର ପ୍ରଭାବ ପଡିପାରେ । ହେଲେ ଏହାର ପ୍ରଭାବ କମ ରହିବ ।

Please follow and like us: