ସାମାନ୍ୟ ବଚସାରୁ ଯୁବକଙ୍କୁ ପିଟି ପିଟି ହତ୍ୟା

STATE

ସାମାନ୍ୟ ଗୋଟିଏ ଘଟଣାରେ ଦୁଇଜଣଙ୍କ ମଧ୍ୟରେ ବଚସା ଲଇଥିଲା । ହେଲେ ଏଥିରେ ଉତ୍ତ୍ୟକ୍ତ ହୋଇ ଜଣେ ଅନ୍ୟ ଜଣଙ୍କ ଉପରେ ହାମେଲା ଆରମ୍ଭ କରିଦେଲା । ପିଟି ପିଟି ତାଙ୍କୁ ହତ୍ୟା କରିଦେଇଥିବା ଅଭିଯୋଗ ହୋଇଛି । ଘଟଣାଟି ଘଟିଛି ନୀଳଗିରିର ବାଘମରା ଅଞ୍ଚଳରେ । 

loading...

ଭାଇକୁ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ମୃତକଙ୍କ ଭାଇ । ଏନେଇ ସେ ଥାନାରେ ଏତଲା ଦେଇଛନ୍ତି। ସେ ଅଭିଯୋଗରେ ଦର୍ଶାଇଛନ୍ତି ଯେ ମାତ୍ର ୫୦୦୦ ଟଙ୍କାକୁ ନେଇ ବଚସା ହେବାରୁ ଅଭିଯୁକ୍ତ ଏହି ହତ୍ୟାକାଣ୍ଡ ଘଟାଇଛି ।

Please follow and like us:
error
loading...