ନାଇପଲ ନାହାନ୍ତି | Naipaul is no more

INTERNATIONAL

            ବିଟ୍ରିଶ ଔପନ୍ୟାସିକ ଓ ସାହିତ୍ୟରେ ନୋବେଲ ବିଜେତା ଭି ଏସ ନାଇପଲ ଆଉ ନାହାନ୍ତି (Naipaul is no more) । ୨୦୦୧ରେ ସେ ସାହିତ୍ୟରେ ନୋବେଲ ପୁରସ୍କାର ବିଜେତା ହୋଇଥିଲେ । ୮୫ବର୍ଷ ବୟସରେ ଗତକାଲି ସେ ତାଙ୍କରଲଣ୍ଡନସ୍ଥିତ ବାସଭବନରେ ପ୍ରାଣତ୍ୟାଗ କରିଛନ୍ତି । ସେ ହେଉଛନ୍ତି ଜଣେ ଭାରତୀୟ ବଂଶୋଦ୍ଭବ ଲେଖକ । ତ୍ରିନିଦାଦରେ ସେ ୧୭ ଅଗଷ୍ଟ ୧୯୩୨ ମସିହାରେ ଜନ୍ମଗ୍ରହଣ କରିଥିଲେ । ସେ ଜଣେ ଭାରତୀୟ ସିଭିଲ ସର୍ଭାଣ୍ଟଙ୍କ ପୁତ୍ର । ତାଙ୍କର ପ୍ରଥମ ଉପନ୍ୟାସ ଥିଲା ‘ଦି ମିଷ୍ଟିକ ମାସର’ ଯାହାକି ୧୯୫୭ରେ ପ୍ରକାଶ ପାଇଥିଲା । ୧୯୭୧ରେ ସେ ତାଙ୍କର ପୁସ୍ତକ ‘ଇନ ଏ ଫ୍ରି ଷ୍ଟେଟ’ ପାଇଁ ବୁକର ପୁରସ୍କାର ମଧ୍ୟ ପାଇଥିଲେ ।

loading...

 

@OdishaInfocus News Desk: Odisha Infocus is an Odisha based Online news portal, that keeps you updated on latest news and breaking news of all categories on all locations such as Puri, Bhubaneswar (BBSR), Cuttack and rest of Odisha, India and Globe. It also spreads best articles on Odisha literature like Poem, Short Story, Story for kids, Novels etc.

Please follow and like us:
error
loading...