odisha infocus

ଆଇକନିକ ଐତିହ୍ୟସ୍ଥଳ ତାଲିକାରେ ସ୍ଥାନ ପାଇବ ଓଡିଶା

STATE

ଓଡିଶା ଏକ ଗୌରବ ହାସଲ କରିଛି । ଆଇକନିକ ଐତିହ୍ୟସ୍ଥଳ ତାଲିକାରେ ଓଡିଶା ଏବେ ସ୍ଥାନ ପାଇବାକୁ ଯାଉଛି । ଏହି ସୂଚନା ଦେଇଛନ୍ତି କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହଲ୍ଲାଦ ସିଂହ ପଟେଲ ।

loading...

ଦିଲ୍ଲୀରେ ବସିଥିଲା ପର୍ଯ୍ୟଟନ ମନ୍ତ୍ରୀ ସମ୍ମିଳନୀ । ଏହି ସମ୍ମିଳନୀରେ ଓଡିଶା ଆଇକନିକ ଐତିହ୍ୟସ୍ଥଳ ତାଲିକାରେ ସ୍ଥାନ ପାଇବା ନେଇ ପ୍ରକାଶ କରିଛନ୍ତି କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ । ସେ କହିଥିଲେ, ‘ଖୁବ ଶୀଘ୍ର ଓଡିଶାକୁ ଆଇକନିକ ହେରିଟେଜର ମାନ୍ୟତା ମିଳିବ । ପୂର୍ବରୁ ଓଡିଶା ଡକ୍ୟୁମେଣ୍ଟରେ ଅଭାବ ଥିବାରୁ ମାନ୍ୟତା ମିଳିନଥିଲା । ପୁରୀ ଏବଂ କୋଣାର୍କ ଏମିତି ଜାଗା, ଯାହା ସ୍ଥାନ ପାଇବା ଜରୁଜୀ । ଏହା ଏମିତି ଜାଗା, ଯାହାକୁ କେହି ଅଣଦେଖା କରିପାରିବେ ନାହିଁ ।‘

Please follow and like us:
error
loading...