Nandankanan

ଭାଲୁ ଆକ୍ରମଣରେ ବୃଦ୍ଧ ଆହତ

STATE

ଜଙ୍ଗଲ ଛାଡି ଭାଲୁ ହେଲେଣି ଜନବସତି ମୁହାଁ । ହେଲେ ଭାଲୁକୁ ଦେଖି ଭୟରେ ଅସ୍ଥିର ଗ୍ରାମବାସୀ । କଳାହାଣ୍ଡି କୋକସରା ବ୍ଲକ ଆଇଲି ଗାଁରେ ଦେଖାଦେଇଛନ୍ତି ଦୁଇଟି ଭାଲୁ ।

ତେବେ ଗାଁ ମୁଣ୍ଡରେ ଭାଲୁ ଆକ୍ରମଣରେ ଜଣେ ବୃଦ୍ଧ ଗୁରୁତର ହୋଇଛନ୍ତି । ସେ ହେଲେ ପରୀକ୍ଷିତ ରାଉତ । ତାଙ୍କୁ ଭବାନୀପାଟଣା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ବନବିଭାଗ ଭାଲୁ ନେଇ କୌଣସି ପଦକ୍ଷେପ ନେଉ ନଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ଦେଖାଦେଇଛି ।

Please follow and like us:
error