Terrorism

ସୁରକ୍ଷାକର୍ମୀଙ୍କ ହାତରେ ଜଣେ ଆତଙ୍କବାଦୀ ମୃତ

NATIONAL

ଆଜି ଜମ୍ମୁ-କାଶ୍ମୀର ଅନନ୍ତନାଗ ବେସରେ ଏନକାଉଣ୍ଟର ଘଟିଥିଲା । ସୁରକ୍ଷାକର୍ମୀଙ୍କ ଗୁଳିମାଡରେ ଜଣେ ଆତଙ୍କବାଦୀ ମୃତ୍ୟୁବରଣ କରିଛନ୍ତି । ମୃତ ଆତଙ୍କବାଦୀଙ୍କ ନିକଟରୁ ଗୋଟିଏ ଏକେ-୪୭ ରାଇଫଲ ଜବତ କରାଯାଇଛି ।

ସୂଚନାଯୋଗ୍ୟ ଯେ କିଛି ଆତଙ୍କବାଦୀ ଲୁଚି ରହିଥିବା ଖବର ପାଇ ସୁରକ୍ଷାକର୍ମୀ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ଆତଙ୍କବାଦୀ ଏହା ଦେଖି ଗୁଳିଚାଳନା କରିବାରୁ ପୋଲିସ ଓ ସୁରକ୍ଷାକର୍ମୀଙ୍କ ସହିତ ଆତଙ୍କବାଦୀଙ୍କ ଗୁଳି ବିନିମୟ ଘଟିଥିଲା । ଫଳରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ଆତଙ୍କବାଦୀ ପ୍ରାଣ ହରାଇଥିଲେ ।

Please follow and like us: