ପି॰ଭି॰ସିନ୍ଧୁ ହେଲେ ବିଶ୍ଵ ବିଜେତା

SPORTS

ପି॰ଭି॰ସିନ୍ଧୁ ହୋଇଛନ୍ତି ବିଶ୍ଵ ବିଜେତା । ତାଙ୍କୁ ଏହି ସମ୍ମାନ ମିଳିଛି ବିଶ୍ଵ ବ୍ୟାଡମିଣ୍ଟନରେ । ସେ ବିଶ୍ଵ ବ୍ୟାଡମିଣ୍ଟନ ଚାମ୍ପିୟନସିପରେ ସ୍ଵର୍ଣ ପଦକ ହାସଲ କରିବାର ଗୌରବ ଅର୍ଜ୍ଜନ କରିଛନ୍ତି । ଜାପାନର ନୋକମି ଓକୁହାରାଙ୍କୁ ହରାଇ ଏହି ସ୍ଵର୍ଣ ପଦକ ହାସଲ କରିଛନ୍ତି ।

loading...

ସେ ଓକୁହାରାଙ୍କୁ ୨୧-୭, ୨୧-୭ରେ ହରାଇ ଟାଇଟଲ ଜିତିଛନ୍ତି । ବିଶ୍ଵ ବ୍ୟାଡମିଣ୍ଟନରେ ସ୍ଵର୍ଣ ପଦକ ଜିତିବାରେ ସିନ୍ଧୁ ହେଉଛନ୍ତି ପ୍ରଥମ ଭାରତୀୟ । ବିଶ୍ଵ ବ୍ୟାଡମିଣ୍ଟନରେ ସେ ପୂର୍ବରୁ ୨ଟି ବ୍ରୋଞ୍ଜ ଓ ୨ଟି ରୌପ୍ୟ ଜିତିଥିଲେ ।  

 

Please follow and like us:
error
loading...