ଶେଷରେ ପାକିସ୍ତାନ ମାନିଲା, କାଶ୍ମୀର ଭାରତର ଅଙ୍ଗ

INTERNATIONAL

loading...

ଜମ୍ମୁ-କାଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ ହେଲେ ଏହାକୁ ମାନୁ ନଥିଲା ପାକିସ୍ତାନ ବରଂ ବିଶ୍ଵ ସମୁଦାୟ ନିକଟରେ ଜମ୍ମୁ-କାଶ୍ମୀର ଉପରେ ତାର ଅଧିକାର ବୋଲି ପ୍ରକାଶ କରୁଥିଲା ହେଲେ ଏଥିରେ ଏବେ ପୂର୍ଣଚ୍ଛେଦ ପଡିବାକୁ ଯାଉଛି କଥାରେ କହିଛି, “ସତ କେବେ ଲୁଚି ରହେନା” ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହା ମେହମ୍ମୁଦ କ୍ୟୁରେସି ଜେନେଭା ଜାତିସଂଘ ସମ୍ମିଳନୀରେ କହୁ କହୁ କହିଦେଲେ କାଶ୍ମୀର ହେଉଛି ଭାରତର

ତେବେ ସମ୍ମିଳନୀ ପରେ ବାହାରେ ଗଣମାଧ୍ୟମ ଆଗରେ କ୍ୟୁରେସି ବୟାନ ଦେଇଛନ୍ତି ଯେ ସବୁକିଛି ସ୍ଵାଭାବିକ ଥିବା ଭାରତ ବିଶ୍ଵବାସୀଙ୍କୁ ଜଣାଇବାକୁ ଚାହୁଁଛି । ଯଦି ସବୁକିଛି ସ୍ଵାଭାବିକ ଅଛି, ମିଡିଆକୁ କାହିଁକି ଅନୁମତି ଦିଆଯାଉନି । ଅନ୍ତର୍ଜାତୀୟ ମିଡିଆ, ସଂଗଠନକୁ କାହିଁକି ଅନୁମତି ଦେଉନାହାନ୍ତି ଭାରତୀୟ ରାଜ୍ୟ ଜାମ୍ମୁ କାଶ୍ମୀରକୁ କାହିଁକି ଯିବାକୁ ଅନୁମତି ମିଳୁନି ରିଅଲିଟି ଦେଖିବାକୁ କାହିଁକି ଛଡାଯାଉନି

Please follow and like us:
error
loading...