ସୁଧୁରୁନି ପାକିସ୍ତାନ, ଦେଖାଉଛି ମନମାନି

INTERNATIONAL

ପାକିସ୍ତାନ ମନମାନି ଦେଖାଇଛି । କଥାରେ କହିଛି ‘ପ୍ରକୃତି ନୈବ ମୁଚ୍ୟତେ’ । ଧାରା ୩୭୦ର ଉଚ୍ଛେଦ ଓ ଜମ୍ମୁ-କାଶ୍ମୀରକୁ ଦୁଇଟି ଅଲଗା ରାଜ୍ୟରେ ପରିଣତ କରିବା ଦେଖି ପ୍ରବଳ ଗାତ୍ରଦାହ ହେଉଛି ପାକିସ୍ତାନର । ବିଶ୍ଵସମୁଦାୟଠାରୁ ନିରଶ ହେବା ପରେ ପାକିସ୍ତାନର ତଥାପି ସମ୍ଭାଳା ପଡୁଣାହିଁ । ଭାରତ ବିରୋଧୀ ମନୋଭାବ ନେଇ ସେ ପୁଣି ଆଗେଇଛି।

loading...

ପାକିସ୍ତାନ ଗଣମାଧ୍ୟମ ରିପୋର୍ଟ ଆଧାରରେ ସୂଚନା ମିଳିଛି ଯେ ପାକିସ୍ତାନ ଆଇସିଜେର ଦ୍ଵାରସ୍ଥ ହେବ । ଭାରତର ୩୭୦ ଧାରା ଉଚ୍ଛେଦ ଓ ଜମ୍ମୁ-କାଶ୍ମୀରକୁ ୨ଟି କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ କରିବା ନେଇ ଅଭିଯୋଗ କରିବ ।

Please follow and like us:
error
loading...