Maoist

ମାଓ ବିରୋଧୀ ପୋଷ୍ଟର

STATE

Bhubaneswar:            ଲୋକେ ଅତିଷ୍ଠ ହେଲେଣି ମାଓବାଦୀଙ୍କ ଦ୍ଵାରା । ଆଗେ ସିନା ମାଓ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳୁଥିଲା (posters against Maoist)। ହେଲେ ଏବେ ଲୋକେ ସଚେତନ ହେଲେଣି । ସେମାନେ ଚାହିଁଲେଣି ମାଓ ଦମନ । ତାର ଉଦାହରଣ ସ୍ୱରୂପ କେଛି ଲୋକ ମରିଛନ୍ତି ମାଓ ବିରୋଧୀ ପୋଷ୍ଟର ।  ଏହା ପୁଣି ନାରାୟଣପାଟଣା ତହସିଲ ଅଫିସରେ । ଏହି ପୋଷ୍ଟରରେ ନାରାୟଣପାଟଣା ଓ ବନ୍ଧୁଗାଁ ଛାଡି ଚାଲିଯିବାକୁ ମାଓବାଦୀମାନଙ୍କୁ ଆହ୍ଵାନ ଦିଆଯାଇଛି ।

            ପୋଷ୍ଟରରେ ହିଂସାମୁକ୍ତ ଓଡିଶା ଅଭିଯାନ ତରଫରୁ ମରାଯାଇଛି ବୋଲି ଦେଖିବାକୁ ମିଳିଛି ।

            ତେଣୁ ଧରିନବକୁ ହେବ, ଏବେ ମାଓବାଦୀଙ୍କୁ ଆଉ ଜନସମର୍ଥନ ନାହିଁ । ଏକଥା ମାଓବାଦୀମାନେ ବୁଝିବା ଦରକାର । କାରଣ ହିଂସା କେବେହେଲେ ସବୁଦିନ ଗ୍ରହଣୀୟ ନୁହଁ ।

#OdishaInfocus News Desk

Please follow and like us: