ପ୍ଲାଷ୍ଟିକ ବ୍ୟବହାର ଉପରେ କଟକଣା ଲଗାଇଲା ରେଳ ମନ୍ତ୍ରାଳୟ

NATIONAL

ପ୍ଲାଷ୍ଟିକ ବ୍ୟବହାର ନେଇ ଗୁରୁତ୍ଵପୂର୍ଣ ପଦକ୍ଷେପ ନେଇଛି ରେଳ ମନ୍ତ୍ରାଳୟ । ଏଣିକି ପ୍ଲାଷ୍ଟିକ ବ୍ୟବହାର ଉପରେ ଲାଗୁହେଲା କଟକଣା । ପରିବେଶ ପ୍ରଦୂଷଣ ରୋକିବା ପାଇଁ ମନ୍ତ୍ରାଳୟ ସିଙ୍ଗଲ ୟୁଜ ପ୍ଲାଷ୍ଟିକ ବ୍ୟବହାର ଉପରେ କଟକଣା ଜାରି କରିଛି ।

loading...

୫୦ ମାଇକ୍ରନ ମୋଟେଇରୁ କମ ତଥା ଠାରେ ବ୍ୟବହାରକ୍ଷମ ପ୍ଲାଷ୍ଟିକ ଉପରେ ଲାଗିଛି କଟକଣା । ଅକ୍ଟୋବର ୨ ତାରିଖରୁ ଏଭଳି ପ୍ଲାଷ୍ଟିକ ବ୍ୟବହାର ବନ୍ଦ କରିବାକୁ ମନ୍ତ୍ରାଳୟ କଡା ନିର୍ଦ୍ଦେଶ ଦେଇଛି । କଡାକଡି ପାଳନ କରିବାକୁ ନିଜର ସବୁ ୟୁନିଟକୁ ନିର୍ଦ୍ଦେଶ ଦିଆଯାଇଛି ।

Please follow and like us:
error
loading...