ହେଲପରର କାମନା ନିଆଁରେ ଜଳିଗଲା ଏକ ନାବାଳିକା

STATE

ପୁରୀରେ ଘଟିଛି ଏକ ଦୁଷ୍କର୍ମ । ଏକ ଆଦିବାସୀ ନାବାଳିକାକୁ ହୋଇଛି ଦୁଷ୍କର୍ମ ଅଭିଯୋଗ । ଏକ ବସର ହେଲପର ତାକୁ ଦୁଷ୍କର୍ମ କରିଛି । ତାକୁ ପୁଣି ସେହି ବସରେ ଯେଉଁ ବସର ସେ ହେଲପର ଆଉ ସେହି ବସରେ ଝିଅଟି ଆସୁଥିଲା । କୁମ୍ଭାରପଡା ପୋଲିସ ଝିଅଟିକୁ ଉଦ୍ଧାର କରିଛି ।

ଥାନାରେ ଏନେଇ ଝିଅଟି ଅଭିଯୋଗ କରିଛି । ଝିଅଟିର ଅଭିଯୋଗ ପରେ ପୋଲିସ ଅଭିଯୁକ୍ତକୁ ଧରି ଥାନାରେ ଅଟକ ରଖିବା ସହିତ ପଚରାଉଚୁରା କରୁଛି । ପୁରୀରେ ଏହି ଘଟଣା ବେଶ ଆଲୋଡନ ସୃଷ୍ଟି କରିଛି ।

Please follow and like us:
error