ଦାଖଲ ହେଲା ଚିଟଫଣ୍ଡ କମିଶନଙ୍କ ରିପୋର୍ଟ

STATE

ଆଜି ପ୍ରକାଶ ପାଇଛି ଚିଟଫଣ୍ଡ ତଦନ୍ତ କମିଶନଙ୍କ ସପ୍ତମ ଅନ୍ତରୀଣ ରିପୋର୍ଟ । ଏହି ରିପୋର୍ଟ ସେ ଦାଖଲ କରିଛନ୍ତି ଜଷ୍ଟିସ ଏମଏମ ଦାଶ କମିଶନଙ୍କ ପକ୍ଷରୁ । ରାଜ୍ୟ ଗୃହ ବିଭାଗରେ ତାଙ୍କ ପକ୍ଷରୁ ତାଙ୍କ ସଚିବ ଏହି ରିପୋର୍ଟ ଦାଖଲ କରିଥିବା ଖବର ମିଳିଛି ।

ରିପୋର୍ଟରେ ୧ଲକ୍ଷ ୩୬ ହଜାର ୨୭ ଜଣ କ୍ଷୁଦ୍ର ଜମାକାରୀଙ୍କୁ ଚିହ୍ନଟ କରାଯାଇଥିବା କୁହାଯାଇଛି । ଏ ଯାବତ ମୋଟ ୪ ଲକ୍ଷ ୯୭ ହଜାର ୮୪୪ ଜମାକାରୀ ଚିହ୍ନଟ ହୋଇଛନ୍ତି । ୧୯୩୧ କ୍ଷୁଦ୍ର ଜମାକାରୀଙ୍କୁ ଟଙ୍କା ଫେରସ୍ତ କରାଯାଇଥିବା ଦର୍ଶାଯାଇଛି । ୪୨୧ଟି ଚିଟଫଣ୍ଡ କମ୍ପାନୀଙ୍କୁ ଚିହ୍ନଟ କରାଯାଇଥିବା ଉଲ୍ଲେଖ ରହିଛି ।

Please follow and like us:
error