ଶ୍ରୀମନ୍ଦିର ସୁରକ୍ଷା ପାଇଁ ସ୍ଥାନାନ୍ତର ହେବ ମଠ

Stay Focused

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିଲା ଏକ ଗୁରୁତ୍ଵପୂର୍ଣ ବୈଠକରେ । ଉକ୍ତ ବୈଠକରେ ଶ୍ରୀମନ୍ଦିର ସୁରକ୍ଷା ନେଇ ଚିନ୍ତା ପ୍ରକଟ କରିଥିଲେ ମୁଖ୍ୟମନ୍ତ୍ରୀ । କାରଣ ଆତଙ୍କବାଦୀଙ୍କ ଟାର୍ଗେଟରେ ଶ୍ରୀମନ୍ଦିର ରହିଥିବା କଥା ସରକାର ଖବର ପାଇଛନ୍ତି । ତେଣୁ ରାଜ୍ୟ ସରକାର ଶ୍ରୀମନ୍ଦିର ସୁରକ୍ଷା ପ୍ରତି ବିଶେଷ ଧ୍ୟାନ ଦେଉଛନ୍ତି । ଏହି କାରଣରୁ ଶ୍ରୀମନ୍ଦିର ସୁରକ୍ଷାଜୋନରେ ଆସୁଥିବା ସମସ୍ତ ମଠ ସ୍ଥାନାନ୍ତର ହେବ ।

loading...

ସରକାର ଅବଢା ଯୋଜନାରେ ସହଯୋଗ ଯୋଗାଇଦେବେ । ନିରାପତ୍ତା ଜୋନରେ ଆସୁଥିବା ଦୋକାନ ଓ ଘରଗୁଡିକ ସ୍ଥାନାନ୍ତରିତ କରାଯିବ । ଏଥିପାଇଁ ସରକାର ଦୋକାନ ଓ ଘର ସହ ଥଇଥାନ ପ୍ୟାକେଜ ମଧ୍ୟ କାର୍ଯ୍ୟକାରୀ କରିବେ ।

Please follow and like us:
error
loading...