ନିଆଁ ରେ ଜଳିଗଲା ଦୋକାନ ଘର

STATE

ନିଆଁ ଲାଗିଗଲା । ହେଲେ ତାକୁ ଆୟତ୍ତ କରିବା ପୂର୍ବରୁ ଜାଳିଦେଲା ଏକ ଦୋକାନ ଘରକୁ । ବୌଦ୍ଧ ଜିଲ୍ଲାର ସୁବଳୟା ଗାଁରେ ଘଟିଛି ଏହି ଅଘଟଣ । ବିଳମ୍ବିତ ରାତ୍ରିରେ ଘଟିଛି ଏହି ଅଗ୍ନିକାଣ୍ଡ । କେହି ନଥିବାବେଳେ ରାତ୍ରିର ନିର୍ଜନତା ଭିତରେ ଲାଗିଯାଇଛି ନିଆଁ । ଦୋକାନ ଗୃହର ଜିନିଷପତ୍ର ଉଦ୍ଧାର କରିବାକୁ ଉପାୟ ନଥିଲା ।

loading...

ତେବେ ଏହି ଅଗ୍ନିକାଣ୍ଡ ମନକୁ ଘଟିନାହିଁ । ସନ୍ଦେହ କରାଯାଉଛି ଯେ କେହି ଦୁର୍ବୃତ୍ତ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଛି। ହୁଏତ ଦୋକାନୀ ସହିତ କାହାର ଶତ୍ରୁତା ଥିଲା । ରାଗ ସୁଝାଇବାକୁ ଏହି କାଣ୍ଡ ସେ ଘଟାଇଛି । ତେବେ ନିଆଁ ଲାଗିଯାଇଥିବାରୁ ଅନେକ କ୍ଷୟକ୍ଷତି ଘଟିଛି ଦୋକାନ ଗୃହର । 

Please follow and like us:
error
loading...