ଶ୍ରୀମନ୍ଦିର ଓ ରାଧାଷ୍ଟମୀ ନୀତି

MYTHOLOGY STATE

ଶ୍ରୀମନ୍ଦିର : ସୋମବାର ଦିନ ଥିଲା କୃଷ୍ଣପ୍ରିୟା ରାଧାରଣୀଙ୍କ ଜନ୍ମଦିବସ । ମହାସମାରୋହରେ ଏହି ଉତ୍ସବ ଶ୍ରୀମନ୍ଦିରରେ ପାଳିତ ହୋଇଯାଇଛି । ସକାଳ ଧୂପ ପରେ ଜଗନ୍ନାଥଙ୍କ ଆଜ୍ଞାମାଳ ପାଇ ଶ୍ରୀଦେବୀ ସାଟପାହାଚ ତଳେ ଥିବା ପାଲିଙ୍କିରେ ମହାଲକ୍ଷ୍ମୀଙ୍କ ମନ୍ଦିରକୁ ଯାଇ ଜଗମୋହନରେ ଥିବା ଖଟଶେଯ ଉପରେ ବିଜେ ହୋଇଥିଲେ । ମାଜଣା, ଶୀତଳଭୋଗ ଓ ବନ୍ଦାପନା ସେଠାରେ ତାଙ୍କୁ କରାଯିବା ପରେ ମଧ୍ୟାହ୍ନଧୂପ ପରେ ରତ୍ନ ସିଂହାସନକୁ ବିଜେ କରିଥିଲେ । ପୁଷ୍ପାଳକ ସେବକମାନେ ସେଠାରେ ଶ୍ରୀଦେବୀ ଓ ଭୂଦେବୀଙ୍କୁ ଖଟଶେଯ ଉପରେ ବିଜେ କରାଇଥିଲେ ।

@OdishaInfocus News Desk

Please follow and like us: