River

ନଦୀ ଜଳବିବାଦ ସମାଧାନ ପାଇଁ ଏକକ ଟ୍ରିବ୍ୟୁନାଲ

NATIONAL

ନଦୀ ଜଳ ବିବାଦର ସମାଧାନ ପାଇଁ ଏକକ ଟ୍ରିବ୍ୟୁନାଲକୁ ମଞ୍ଜୁରୀ ପ୍ରଦାନ କରାଯାଇଛି । ଆଜି କେନ୍ଦ୍ର କ୍ୟାବିନେଟ ଏକକ ଟ୍ରିବ୍ୟୁନାଲ ଗଠନ ପ୍ରସ୍ତାବ ଉପରେ ମୋହର ମରୀଚି ।

loading...

ଏଣିକି ନଦୀ ଜଳ ବିବାଦ ପାଇଁ ଅଲଗା ଅଲଗା ଟ୍ରିବ୍ୟୁନାଲ ହେବନାହିଁ । ଗୋଟିଏ ସ୍ଥାୟୀ ଟ୍ରିବ୍ୟୁନାଲ ହେବ, ସବୁ ମାମଲା ସେଇଠି ବିଚାର କରାଯିବ ବୋଲି ସ୍ଥିର କରାଯାଇଛି ।

Please follow and like us:
error
loading...