ସାକ୍ଷୀଗୋପାଳରୁ ସାପ ଉଦ୍ଧାର | Snake from Sakhigopal rescued

STATE

            ସାକ୍ଷୀଗୋପାଳର ପୋଡମ ସାହିରୁ ଏକ ସାପ ଉଦ୍ଧାର କରାଯାଇଛି (Snake from Sakhigopal rescued) । ମାଛ ଜାଲରେ ଏକ ବିରାଟକାୟ ଅଜଗର ସାପ ପଡିଥିଲା । ତାର ଲ୍ଯାମ୍ବ ଥିଲା ପ୍ରାୟ ୯ ଫୁଟ । ସାପଟି ବର୍ମିଜ ପାଇଥନ ପ୍ରଜାତିର ବୋଲି ଜଣାପଡିଛି । ତାର ବେକ ପାଖରେ ଗଭୀର କ୍ଷତ ସୃଷ୍ଟି ହୋଇଥିବାରୁ ଚିକିତ୍ସା ପାଇଁ ତାକୁ OUAT ପଠାଯାଇଛି । ତେବେ ଉଦ୍ଧାର ପରେ ସାପଟିକୁ ଦେଖି ସ୍ଥାନୀୟ ଲୋକେ ଆତଙ୍କିତ ହୋଇପଡିଛନ୍ତି ।

 

@OdishaInfocus News Desk: Odisha Infocus is an Odisha based Online news portal, that keeps you updated on latest news and breaking news of all categories on all locations such as Puri, Bhubaneswar (BBSR), Cuttack and rest of Odisha, India and Globe. It also spreads best articles on Odisha literature like Poem, Short Story, Story for kids, Novels etc.

Please follow and like us:
error