ପାଣ୍ଠି ତଥ୍ୟ ସମସ୍ତ ରାଜନୈତିକ ଦଳ ଦେବାକୁ ସୁପ୍ରିମକୋର୍ଟ ଙ୍କ ନିର୍ଦ୍ଦେଶ

NATIONAL

ନିର୍ବାଚନୀ ପାଣ୍ଠି ସମ୍ପର୍କରେ ସୁପ୍ରିମକୋର୍ଟ ଦେଇଛନ୍ତି ଗୁରୁତ୍ଵପୂର୍ଣ ନିର୍ଦ୍ଦେଶ । ଇଲେକ୍ଟୋରାଲ ଦଣ୍ଡ ଉପରେ ଅନ୍ତରୀଣ ସ୍ଥଗିତାଦେଶ ଉପରେ ହୋଇଥିବା ଆବେଦନକୁ ସୁପ୍ରିମକୋର୍ଟ ଅଗ୍ରାହ୍ୟ କରିଦେଇଛି ।

ସେ କହିଛନ୍ତି ଯେ ଇଲେକ୍ଟୋରାଲ ଦଣ୍ଡ ସମ୍ପର୍କରେ ସମସ୍ତ ତଥ୍ୟ ରାଜନୈତିକ ଦଳ ଗୁଡିକ ଦେବାକୁ ହେବ । ଉକ୍ତ ତଥ୍ୟ ଜଉମୁଦ ଲଫାଫାରେ ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ କରିବେ । ମେ’ ୧୫ ତାରିଖ ସୁଦ୍ଧା ମିଳିଥିବା ପାଣ୍ଠି ସମ୍ପର୍କରେ ସମସ୍ତ ତଥ୍ୟ ଦେବେ । ଏହି ତଥ୍ୟ ନିର୍ବାଚନ କମିଶନଙ୍କ ନିକଟରେ ମେ’ ୩୦ ସୁଦ୍ଧା ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

Please follow and like us: