କରୋନା ଭୂତାଣୁ ଜନିତ ମୃତ୍ୟୁ ସଂଖ୍ୟା ୧୪୦୦ ପାର, ଉହାନ ସହର ବେଶୀ ପ୍ରଭାବିତ

ବେଜିଂ : ଚୀନରେ କରୋନା ଭୂତାଣୁ ଜନିତ ମୃତ୍ୟୁ ସଂଖ୍ୟା ୧୪୮୩ରେ ପହଞ୍ଚିଛି। ଗତ ଗୁରୁବାର ଏହି ଭୂତାଣୁ ଯୋଗୁ ୧୧୬ ଜଣଙ୍କ ମୃତ୍ୟୁ ଘଟିଛି। ବୁଧବାର ସର୍ବାଧିକ ୨୪୨ ଜଣଙ୍କ ମୃତ୍ୟୁ ହୋଇଥିଲା। ଅନ୍ୟପଟେ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ଦ୍ରୁତଗତିରେ ବଢ଼ିବାରେ ଲାଗି। ଗୁରୁବାର ସୁଦ୍ଧା ଏହି ଭୂତାଣୁ ଦ୍ବାରା ଦେଶରେ ୬୫ ହଜାରରୁ ଅଧିକ ଆକ୍ରାନ୍ତ ହୋଇଥିବା ଚୀନ ଜାତୀୟ ସ୍ବାସ୍ଥ୍ୟ କମିଶନଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଚୀନର ହୁୱେଇ ପ୍ରଦେଶର ରାଜଧାନୀ ଉହାନ […]

Continue Reading