ରାଜ୍ୟରେ ଆଜି ପୁଣି ୭୧୮ କରୋନା ପଜିଟିଭ ଚିହ୍ନଟ, ସଙ୍ଗରୋଧ କେନ୍ଦ୍ରରୁ ୪୭୯ ସ୍ଥାନୀୟ ସଂକ୍ରମଣରୁ ୨୩୯

ଭୁବନେଶ୍ୱର: ରାଜ୍ୟରେ ଶୁକ୍ରବାର ଆଉ ୭୧୮ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧ କେନ୍ଦ୍ରରୁ ୪୭୯ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୨୩୯ ଚିହ୍ନଟ ହୋଇଥିବା ଜଣାପଡିଛି । ଏଥିସହିତ ରାଜ୍ୟରେ ମୋଟ ପଜିଟିଭଙ୍କ ସଂଖ୍ୟା ୧୬ହଜାର ୧୧୦କୁ ବୃଦ୍ଧି ପାଇଛି । ଆଜି ଚିହ୍ନଟ ହୋଇଥିବା ୭୧୮ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମରୁ ସର୍ବାଧିକ ୨୩୧ ଜଣ ଚିହ୍ନଟ ହୋଇଛନ୍ତି। ସେହିଭଳି ଅନୁଗୁଳ ଜିଲାରୁ ୯ ଜଣ, ବାଲେଶ୍ବରରୁ ୯ ଜଣ, ବରଗଡ଼ ୪, ଭଦ୍ରକ […]

Continue Reading

୨୧୦ କରୋନା ପଜିଟିଭ ଆଜି ଚିହ୍ନଟ, ୧୭୪ କ୍ଵାରେଣ୍ଟିନ ସେଣ୍ଟରର ଓ ୩୬ ସ୍ଥାନୀୟ

ରାଜ୍ୟରେ ଆଜି ୧୮ଟି ଜିଲ୍ଲାରୁ ୨୧୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନକ ମଧ୍ୟରୁ ୧୭୪ ଜଣ କ୍ଵାରେଣ୍ଟିନ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ ବାକି ୩୬ ଜଣ ସ୍ଥ୍ନିୟ ଅଞ୍ଚଳର ବୋଲି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ୨୧୦ ନୂତନ କରୋନା ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତ ସଂଖ୍ୟା ୫ ହଜାର ୯୬୨କୁ ବୃଦ୍ଧି ପାଇଛି । ସକ୍ରିୟ ଆକ୍ରାନ୍ତ ସଂଖ୍ୟା ୧୮୧୫ ଥିବାବେଳେ […]

Continue Reading

ଆଉ ୨ କରୋନା ପଜିଟିଭ ଅପରାହ୍ନରେ ଚିହ୍ନଟ ହେଲେ ରାଜ୍ୟରେ

ଆଜି ଅପରାହ୍ନରେ ପୁଣି ୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଆଜି ସକାଳେ ମଧ୍ୟ ୫ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଉକ୍ତ ୫ ଜଣ ଯାଜପୁରର ବୋଲି ଜଣାପଡିଥିଲା । ଅପରାହ୍ନରେ ମଧ୍ୟ ଜଣାପଡିଥିବା ୨ ନୂଆ ଆକ୍ରାନ୍ତ ଯାଜପୁରର ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବସାଇଟରୁ ସୂଚନା ମିଳିଛି । ଏହି ୨ ନୂଆ କରୋନା ଆକ୍ରାନ୍ତ ଯାଜପୁର ଜିଲ୍ଲା ବରୀ ବ୍ଲକର । […]

Continue Reading

ଯାଜପୁରରୁ ଆଜି ସକାଳେ ଆଉ ୩ କରୋନା ପଜିଟିଭ ଚିହ୍ନଟ, ଜାଣନ୍ତୁ ସେମାନଙ୍କ ବିଷୟରେ ତଥ୍ୟ

ଭୁବନେଶ୍ୱର : ରାଜ୍ୟରେ ଆଜି ସକାଳେ ଆଉ ୩ ଟି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି ୩ ନୂଆ ପଜିଟିଭଙ୍କୁ ମିଶାଇ ଓଡ଼ିଶାରେ ୧୨୮ ରେ ପହଞ୍ଚିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବ୍ ସାଇଟ୍ ରେ ସୂଚନା ଦିଆଯାଇଛି । ୩ ଜଣଯାକ ଯାଜପୁରର ବୋଲି ଜଣାପଡିଛି । ସେମାନଙ୍କ ବିଷୟରେ ସମ୍ପୂର୍ଣ ତଥ୍ୟ ପ୍ରଦାନ କରିଛନ୍ତି ସରକାର । ଓଡ଼ିଶାରେ ଏବେ […]

Continue Reading

ଶତକ ଡେଇଁଲା ଓଡିଶା, ଗତ ସନ୍ଧ୍ୟାରେ ପୁଣି ୬ ଓ ଆଜି ସକାଳେ ଆଉ ୩ କରୋନା ପଜିଟିଭ ଚିହ୍ନଟ

ଗତକାଲି ସନ୍ଧ୍ୟାରେ ଓଡିଶାରେ ପୁଣି ୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।  ଆଜି ସକାଳେ ମଧ୍ୟ ଆଉ ୩ ଚିହ୍ନଟ ହୋଇଛନ୍ତି । ଏହି ୯ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦୩ରେ ପହଞ୍ଚିଛି । ତେବେ ସନ୍ଧ୍ୟା ପୂର୍ବରୁ ଜଣେ ଆକ୍ରାନ୍ତ ସୁସ୍ଥ ହୋଇଥିବା ଖବର ଆସିଥିଲା । ସେ ହେଉଛନ୍ତି ସୁନ୍ଦରଗଡ ଅଞ୍ଚଳର । ସେ ସୁସ୍ଥ ହେବାରୁ ସୁନ୍ଦରଗଡ ଜିଲ୍ଲା କରୋନାମୁକ୍ତ ହୋଇଥିଲା । ସୂଚନାଯୋଗ୍ୟ […]

Continue Reading

ରାଜ୍ୟରେ ଆଉ ଜଣେ କରୋନା ପଜିଟିଭ ଚିହ୍ନଟ, ଆକ୍ରାନ୍ତ ସଂଖ୍ୟା ୯୦କୁ ବୃଦ୍ଧି

ଭୁବନେଶ୍ୱର : ରାଜ୍ୟରେ ପୁଣି ଜଣେ କରୋନା ଭାଇରସ ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି । ଏଥର ବି ଭଦ୍ରକ ଜିଲ୍ଲାର ବାସୁଦେବପୁର ଅଞ୍ଚଳରୁ । ବାସୁଦେବପୁର ବ୍ଲକରେ ଏପର୍ୟ୍ୟନ୍ତ ୭ ଜଣ କରୋନା ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହୋଇଥିବା ବେଳେ ଭଦ୍ରକ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ରେ ପହଞ୍ଚିଛି । ୪୦ ବର୍ଷିୟ ଯୁବକ ପଶ୍ଚିମବଙ୍ଗରୁ ଫେରିଥିଲେ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟୁଇଟ କରିଛି । ଏଥି ସହ […]

Continue Reading

ଯାଜପୁର ବଢାଇଲା ଓଡିଶାରେ ଚିନ୍ତା, ଚିହ୍ନଟ ହେଲା ପୁଣି ଏକ କରୋନା ପଜିଟିଭ

ଆଜି ସକାଳେ ୩ଜଣଙ୍କର ଓଡିଶାରେ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ପୁଣି ଅପରାହ୍ନରେ ଚିହ୍ନଟ ହୋଇଛି ଆଉ ଏକ କରୋନା ପଜିଟିଭ । ଏହା ଦ୍ଵାରା ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୩କୁ ବୃଦ୍ଧି ପାଇଛି । ଏହା ସହ ଯାଜପୁରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮କୁ ବୃଦ୍ଧି ପାଇଛି । ଉଲ୍ଲେଖଯୋଗ୍ୟ ଯେ ପୂର୍ବରୁ ଯାଜପୁରର ୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଯେଉଁ ବ୍ୟକ୍ତିଙ୍କର କରୋନା ପଜିଟିଭ ଚିହ୍ନଟ ହୋଇଛି, ସେ […]

Continue Reading

ପୁଣି ଓଡିଶା ଛାତିରେ ଛନକା, ଆଉ ଜଣେ କରୋନା ପଜିଟିଭ ଚିହ୍ନଟ

ଓଡିଶାରେ କିଛିଦିନର ଶିଥିଳତା ପରେ ଆଜି ପୁଣି ଏକ କରୋନା ପଜିଟିଭ ଚିହ୍ନଟ ହୋଇଛି । ଆଉ ଜଣେ ପଜିଟିଭ ପରେ ରାଜ୍ୟରେ ଆକ୍ରାନ୍ତ ସଂଖ୍ୟା ୬୧କୁ ବୃଦ୍ଧି ପାଇଛି ଆକ୍ରାନ୍ତଙ୍କ ଚିହ୍ନଟ ନେଇ ସ୍ପଷ୍ଟ କରିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ହେଲେ ଏହି ସମୟରେ ରଜରର ଆଉ ୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେବ ଖବର ବି ଆସିଛି । ୩ ସୁସ୍ଥ ହେଉଛନ୍ତି ଭୁବନେଶ୍ଵରର । ଏହି ୩ ଜଣଙ୍କୁ ମିଶାଇ […]

Continue Reading

ଭାରତୀୟ ନୌସେନାରେ କରୋନା ଆତଙ୍କ , ୨୧ଜଣ କରୋନା ପଜିଟିଭ

ନୂଆଦିଲ୍ଲୀ : ଭାରତୀୟ ନୌସେନାର ୨୧ଜଣ କର୍ମଚାରୀ କରୋନା ଭାଇରସ୍ ଦ୍ବାରା ସଂକ୍ରମିତ ହୋଇଛନ୍ତି । ଏନେଇ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି। ଶୁକ୍ରବାର ଦିନ ହୋଇଥିବା କରୋନା ପାଇଁ ନମୂନା ପରୀକ୍ଷାରୁ ଭାରତୀୟ ନୌସେନାର ୨୧ଜଣ କର୍ମଚାରୀ କରୋନା ଆକ୍ରାନ୍ତ ଥିବା ଜଣାପଡ଼ିଛି। ‘ଆଇଏନ୍ଏସ୍ ଆଙ୍ଗ୍ରେ’ର ଏହି କର୍ମଚାରୀମାନଙ୍କୁ ମୁମ୍ବାଇର କୋଲାବ ଠାରେ ଥିବା ନୌସେନା ଡାକ୍ତରଖାନା ଆଇଏନ୍ଏଚ୍ଏସ୍ ଅଶ୍ବିନୀରେ ଭର୍ତ୍ତି କରାଯାଇଛି। ସମ୍ପୃକ୍ତ ନୌସେନା କର୍ମଚାରୀମାନେ ‘ଆଇଏନ୍ଏସ୍ ଆଙ୍ଗ୍ରେ’ର ଆବାସିକ ସ୍ଥଳରେ ବସବାସ […]

Continue Reading

ଓଡିଶାରେ ପୁଣି ଏବେ ୪ କରୋନା ପଜିଟିଭ ଚିହ୍ନଟ, ଆଜି ଦିନକ ଭିତରେ ପଜିଟିଭ ସଂଖ୍ୟା ୫କୁ ବୃଦ୍ଧି

ରାଜ୍ୟରେ ପୁଣି ଏବେ ଆଉ ୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସକାଳେ ଯାଜପୁରର ଜଣଙ୍କର ପଜିଟିଭ ଚିହ୍ନଟ ହୋଇଥିଲା । ଯାଜପୁରର ଚିହ୍ନଟ ବ୍ୟକ୍ତିଙ୍କୁ ମିଶାଇ ମୋଟ ଆଜିର ଗୋଟିଏ ଦିନରେ କରୋନା ଚିହ୍ନଟ ସଂଖ୍ୟା ବୃଦ୍ଧି ପାଇଛି ୫କୁ । ଫଳରେ ଓଡିଶାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୦କୁ ବୃଦ୍ଧି ପାଇଛି । ପ୍ରେସମିଟରେ ଏହି ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର। ସୂଚନା ଅନୁଯାୟୀ ଗତକାଲି ମୋଟ […]

Continue Reading