କରୋନା ଭାଇରସ; କଟକରୁ ଚିହ୍ନଟ ହେଲେ ଆଉ ୩୯

କଟକ : ଚୀନର ଉହାନ ସହରରୁ ବ୍ୟାପିଥିବା କରୋନା ଭାଇରସ ଓଡ଼ିଶାରେ ବଢ଼ିଚାଳିଛି । କଟକ ଜିଲ୍ଲାରେ ପୁଣି ୩୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ସୂଚନା ଦିଆଯାଇଛି । ପ୍ରଶାସନର ସୂଚନା ଅନୁସାରେ ବଡ଼ମ୍ବା ବ୍ଲକରୁ ୧୭ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ନିଆଳି ବ୍ଳକରୁ ୨ ଜଣ, କଣ୍ଟାପଡ଼ା ବ୍ଲକରୁ ୨ ଜଣ, ନିଶ୍ଚିନ୍ତକୋଇଲି ବ୍ଲକରୁ ୯ ଜଣ, କଟକ […]

Continue Reading

ବିଶ୍ୱରେ କରୋନା ଭାଇରସରେ ୮୫ ଲକ୍ଷରୁ ଅଧିକ ଲୋକ ସଂକ୍ରମିତ, ୪ ଲକ୍ଷ ୫୫ ହଜାର ୫୭୮ ଜଣଙ୍କର ମୃତ୍ୟୁ

ନୂଆଦିଲ୍ଲୀ : ମହାମାରୀ କରୋନା ଭାଇରସରେ ଶୁକ୍ରବାର ସକାଳ ୭ଟା ପର୍ୟ୍ୟନ୍ତ ୪ ଲକ୍ଷ ୫୫ ହଜାର ୫୭୮ ଜଣଙ୍କର ମୃତ୍ୟୁ ହୋଇସାରିଛି । ଏହି ଭାଇରସ ଯୋଗୁଁ ୮୫ ଲକ୍ଷ ୭୦ ହଜାର ୩୮୪ ଜଣ ସଂକ୍ରମିତ ହୋଇଥିବା ବେଳେ ଏଥିରୁ ୪୫ ଲକ୍ଷ ୯ ହଜାର ୨୬୨ ଜଣ ସୁସ୍ଥ ହୋଇଛନ୍ତି । ଅପରପକ୍ଷେ ୩୬ ଲକ୍ଷ ୫ ହଜାର ୫୪୪ ଜଣ ସକ୍ରିୟ ଆକ୍ରାନ୍ତ ଥିବା ବେଳେ ଏଥିରୁ ଗୁରୁତର ଅଛନ୍ତି ୫୪ […]

Continue Reading

ପୁଣିଥରେ ୱୁହାନକୁ ଫେରିଲା କରୋନା ଭାଇରସ !

ୱୁହାନ : ଚୀନ୍‌ର ଜାତୀୟ ସ୍ୱାସ୍ଥ୍ୟ ଆୟୋଗଠାରୁ ମିଳିଥିବା ସୂଚନା ଅନୁଯାୟୀ, ୱୁହାନରେ ପୁଣି ୧୪ ଜଣ ବ୍ୟକ୍ତି କରୋନା ସଂକ୍ରମିତ ହୋଇଥିବା ନିଶ୍ଚିତ ହୋଇଛନ୍ତି। ତେବେ ଏଠାରେ ସୂଚନାଯୋଗ୍ୟ ଯେ, ଏହି ମାରାତ୍ମକ ମହାମାରୀ ଏହି ୱୁହାନ ସହରରୁ ହିଁ ସର୍ବପ୍ରଥମେ ଆରମ୍ଭ ହୋଇଥିଲା। ୨୦୧୯ ମସିହାରେ ୱୁହାନରୁ ଏହି ଭାଇରସ୍ ଆରମ୍ଭ ହେବା ପରେ, ଚଳିତ ବର୍ଷ ଏପ୍ରିଲ୍ ୩ ତାରିଖପରଠାରୁ ସେଠାରେ କୌଣସି ସଂକ୍ରମଣର ଘଟଣା ଦେଖିବାକୁ ମିଳି ନଥିଲା। କିନ୍ତୁ ବର୍ତ୍ତମାନ […]

Continue Reading

ମଣିଷ ପରେ ପଶୁ, ବାଘୁଣୀ ହେଲା କରୋନା ଭାଇରସ ସଂକ୍ରମଣର ଶିକାର

ନ୍ୟୂୟର୍କ : ମଣିଷ ପରେ ପଶୁ ଶରୀରରେ ମଧ୍ୟ କରୋନା ଭାଇରସ ଚିହ୍ନଟ ହୋଇଥିବା ଜାତୀୟ ଗଣମାଧ୍ୟମର ରିପୋର୍ଟରୁ ଜଣାପଡ଼ିଛି । ଆମେରିକାର ନ୍ୟୁୟର୍କସ୍ଥିତ ବ୍ରୋନକ୍ସ ଚିଡିଆଖାନରେ ଏକ ବାଘୁଣୀ କରୋନା ଭାଇରସ ସଂକ୍ରମଣର ଶିକାର ହୋଇଛି । ଆମେରିକାର କୃଷି ବିଭାଗର ଜାତୀୟ ପଶୁସେବା ପରୀକ୍ଷାଗାର ତରଫରୁ ଏହା ସ୍ପଷ୍ଟ କରାଯାଇଛି । ଚାରି ବର୍ଷର ବାଘୁଣୀ ‘ମାଲାୟନ ଟାଇଗର’ ଚିଡିଆଖାନାର ଜଣେ କର୍ମଚାରୀଙ୍କ ଦ୍ୱାରା ସଂକ୍ରମିତ ହୋଇଥିବା କଥା କୁହାଯାଉଛି । କାରଣ ସଂପୃକ୍ତ […]

Continue Reading

କରୋନା ଭାଇରସ; ରାଜ୍ୟରେ ଚତୁର୍ଥ କରୋନା ଆକ୍ରାନ୍ତ ଚିହ୍ନଟ !

ଭୁବନେଶ୍ୱର : ଓଡ଼ିଶାରେ କରୋନା ଭାଇରସରେ ଆକ୍ରାନ୍ତ ଚତୁର୍ଥ ବ୍ୟକ୍ତି ମଙ୍ଗଳବାର ଚିହ୍ନଟ ହୋଇଛନ୍ତି । ଏହି ଯୁବକଙ୍କ ଘର ଭଦ୍ରକ ବୋଲି ଜଣାପଡ଼ିଛି । ସେ ନିକଟରେ ଦୁବାଇରୁ ଫେରିଥିଲେ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟୁଇଟ ମାଧ୍ୟମରେ ସ୍ପଷ୍ଟ କରାଯାଇଛି । ବିଦେଶରୁ ଫେରିବା ପରେ ନିଜ ଉପରେ ସନ୍ଦେହ ହେବାରୁ ସେ ହସ୍ପିଟାଲ ଯାଇଥିଲେ । ଏମ୍ସ ହସ୍ପିଟାଲରେ ତାଙ୍କର ସ୍ୱାବ ନମୁନା ପରୀକ୍ଷା ପାଇଁ ଯାଇଥିଲା […]

Continue Reading

କରୋନା ଭାଇରସ ଯୋଗୁଁ ମୃତ୍ୟୁ ସଂଖ୍ୟା ଡେଇଁଲା ୩୭,୮୦୦

ନୂଆଦିଲ୍ଲୀ : ଚୀନରୁ ବ୍ୟାପିଥିବା ମାରାତ୍ମକ କରୋନା ଭାଇରସ ଯୋଗୁଁ ମଙ୍ଗଳବାର ପୂର୍ବାହ୍ନ ୭ଟା ପର୍ୟ୍ୟନ୍ତ ମୃତ୍ୟୁ ସଂଖ୍ୟା ୩୭ ହଜାର ୮୮୨ରେ ପହଞ୍ଚିଛି । ସଂକ୍ରମଣ ଯୋଗୁଁ ୭ ଲକ୍ଷ ୮୪ ହଜାର ୪୪୦ ଜଣଙ୍କୁ ବିଶ୍ୱର ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆମେରିକା ଓ ଇଟାଲୀରେ ସ୍ଥିତି ସଙ୍କଟାପନ୍ନ ରହିଥିବା ଜଣାଯାଇଛି । ଇତିମଧ୍ୟରେ ୧ ଲକ୍ଷ ୬୫ ହଜାର ୩୮୭ ଜଣ ଭଲ ହୋଇଛନ୍ତି । ମୃତ୍ୟୁ ହାର ୧୯% ଥିବାବେଳେ […]

Continue Reading

ଘନେଇଲା ବିପଦ, କରୋନା ଭାଇରସ ଯୋଗୁଁ ଭାରତରେ ସଂକ୍ରମିତଙ୍କ ସଂଖ୍ୟା ୧୦୨୫କୁ ବୃଦ୍ଧି

ନୂଆଦିଲ୍ଲୀ : ଭାରତରେ କରୋନା ଭାଇରସ ଯୋଗୁଁ ସଂକ୍ରମିତ ସଂଖ୍ୟା ୧୦୨୫ରେ ପହଞ୍ଚିଛି । ଏପର୍ୟ୍ୟନ୍ତ ୨୭ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ୯୬ ଜଣ ରୋଗୀଙ୍କ ସଫଳ ଚିକିତ୍ସା ହୋଇଛି । କେରଳ ଓ ମହାରାଷ୍ଟ୍ରରେ ସର୍ବାଧିକ ରୋଗୀ ଥିବା ଜାତୀୟ ଗଣମାଧ୍ୟମର ରିପୋର୍ଟରୁ ଜଣାଯାଇଛି । ଏପର୍ୟ୍ୟନ୍ତ ଦେଶରେ ୩୫ ହଜାର ଲୋକଙ୍କ ନମୁନା ପରୀକ୍ଷା ହୋଇଛି । ଦିଲ୍ଲୀରେ ରବିବାର କରୋନା ଭାଇରସ ସଂକ୍ରମଣ ୨୩ ଜଣଙ୍କ ଠାରେ ଦେଖିବାକୁ ମିଳିଛି […]

Continue Reading

ସାରା ବିଶ୍ୱକୁ ମାଡିଲାଣି କରୋନା ଭାଇରସ, ଆକ୍ରାନ୍ତଙ୍କ ସଂଖ୍ୟା ୪,୨୨୮୦୦ ପାର

ନୂଆଦିଲ୍ଲୀ : ଚୀନର ଉହାନ ସହରରୁ ସମଗ୍ର ବିଶ୍ୱକୁ ବ୍ୟାପିଥିବା କୋଭିଡ-୧୯ କରୋନା ଭାଇରସ ଯୋଗୁଁ ୧୮ ହଜାର ୮୯୨ ଜଣ ଲୋକଙ୍କ ମୃତ୍ୟୁ ହୋଇଛି । କରୋନା ଭାଇରସ ସଂକ୍ରମଣରେ ୪,୨୨୮୨୨ ସଂକ୍ରମିତ ଥିବା ବେଳେ ୧ ଲକ୍ଷ ୮ ହଜାର ୮୭୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ବିଶ୍ୱର ବିଭିନ୍ନ ହସ୍ପିଟାଲରେ ୨ ଲକ୍ଷ ୮୧ ହଜାର ୭୪୮ ଜଣଙ୍କ ଚିକିତ୍ସା ଜାରି ଥିବା ବେଳେ ସେମାନଙ୍କ ମଧ୍ୟରୁ ୧୩ […]

Continue Reading
Odisha Infocus

ଶୁଣନ୍ତୁ ଆଜି ରାତି ୮ରେ କରୋନା ଭାଇରସ ଉପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବାର୍ତ୍ତା

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ବୃଦ୍ଧି ପାଉଥିବା କରୋନା ଭାଇରସ ସମ୍ପର୍କରେ ସୂଚନା ଦେବା ପାଇଁ ଆଜି ରାତି ୮ଟା ବେଳେ ପ୍ରଧାନମନ୍ତ୍ରୀ ମୋଦୀ କରୋନାଭାଇରସ୍ ସଂକ୍ରାନ୍ତ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସହ ଦେଶବାସୀଙ୍କୁ ସମ୍ବୋଧିତ କରିବେ । ଏ ସଂକ୍ରାନ୍ତରେ ଟୁଇଟ୍ କରି ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ – ବିଶ୍ୱ ମହାମାରୀ କରୋନାଭାଇରସର ବଢ଼ିଚାଲିଥିବା ପ୍ରକୋପ ସମ୍ବନ୍ଧରେ କିଛି ଗୁରୁତ୍ୱପୂର୍ଣ୍ଣ କଥା ଦେଶବାସୀଙ୍କୁ ଜଣାଇବି । କରୋନାର ଭୟାବହତା ଦୃଷ୍ଟିରୁ ପ୍ରତ୍ୟେକ ଏହାକୁ ଶୁଣିବା, […]

Continue Reading

କରୋନା ଭାଇରସ; ମୃତ୍ୟୁ ସଂଖ୍ୟା ୧୩୦୬୫

ନୂଆଦିଲ୍ଲୀ : କରୋନା ଭାଇରସ ଯୋଗୁଁ ସମଗ୍ର ବିଶ୍ୱରେ ୧୩୦୬୫ ଜଣ ଲୋକଙ୍କ ମୃତ୍ୟୁ ହୋଇସାରିଛି । ଇଟାଲୀରେ ମୃତ୍ୟୁ ସଂଖ୍ୟା ସର୍ବାଧିକ ବୋଲି ଜଣାପଡ଼ିଛି । ଇଟାଲୀରେ ୭୯୩ ଜଣ ନୂଆଁ ମୃତ୍ୟୁ ହୋଇଥିବା ବେଳେ ସମୁଦାୟ ମୃତକଙ୍କ ସଂଖ୍ୟା ହେଉଛି ୪ ହଜାର ୮୨୫ ଜଣ । ଇଟାଲୀରେ ୫୩ ହଜାର ୫୭୮ ଜଣ ସଂକ୍ରମଣର ଶିକାର ହୋଇଛନ୍ତି । ଚୀନରେ ୮୧ ହଜାର ୮ ଜଣ ସଂକ୍ରମିତ ହୋଇଥିବା ବେଳେ ୩ ହଜାର […]

Continue Reading