ସୀମାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଲଦାଖ : ଚୀନ୍ ସୀମାରେ ଚାଲିଥିବା ଉତ୍ତେଜନା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହଠାତ୍ ଆଜି ସକାଳୁ ଲେହରେ ପହଞ୍ଚିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ସକାଳେ ଏଠାକୁ ଆସି ଯବାନମାନଙ୍କୁ ଭେଟିଥିବା ନେଇ ସୂଚନା ମିଳିଛି । ଏହାପୂର୍ବରୁ କେବଳ ଚିଫ ଅଫ ଡିଫେନ୍ସ ଷ୍ଟାପ ବିପିନ ରାୱତ ହିଁ ଲେହ ଆସିବାର କାର୍ୟ୍ୟକ୍ରମ ଥିଲା ହେଲେ ତାଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଆସିଥିବା ଜଣାପଡିଛି । ମେ ମାସରୁ ଚୀନ୍ […]

Continue Reading

ଅପରାହ୍ଣ ୪ ଘଟିକା ସମୟରେ ରାଷ୍ଟ୍ରକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅପରାହ୍ଣ ୪ ଘଟିକା ସମୟରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ତାଙ୍କର ବାର୍ତ୍ତା ପ୍ରଦାନ କରିବେ । ଅନ୍ଲକ୍-୨ର ଗାଇଡଲାଇନ୍ ଗତକାଲି ବିଳମ୍ବିତ ସନ୍ଧ୍ୟାରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଯାଇଛି । ଠିକ୍ ଏହାର ପରେ ପରେ ପ୍ରଧାନମନ୍ତ୍ରୀଙ୍କ କାର୍ୟ୍ୟାଳୟ ପକ୍ଷରୁ ପ୍ରଧାନମନ୍ତ୍ରୀ ମୋଦି ରାଷ୍ଟ୍ର ଉଦ୍ଦେଶ୍ୟରେ ଦେବାକୁ ଥିବା ବାର୍ତ୍ତା ସମ୍ପର୍କରେ ଦେଶବାସୀଙ୍କୁ ଅବଗତ କରାଯାଇଛି । ପ୍ରଧାନମନ୍ତ୍ରୀ ତାଙ୍କ ଉଦ୍ବୋଧନରେ ଦେଶର ସାମ୍ପ୍ରତିକ କରୋନା ପରିସ୍ଥିତି […]

Continue Reading

ଜାଣନ୍ତୁ ମନ କି ବାତରେ କଣ ସବୁ କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ : ଲଦାଖର ଗାଲଭାନ ଉପତ୍ୟକାରେ ୨୦ ଜଣ ଭାରତୀୟ ଯବାନଙ୍କ ବଳିଦାନ, ଭାରତରେ କରୋନାଙ୍କ ଅବସ୍ଥା ଖରାପ ହେବା ଏବଂ ଦେଶରେ ମୌସୁମୀ ଆସିବା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମାସିକ ରେଡିଓ କାର୍ୟ୍ୟକ୍ରମ ମନ କି ବାତ ମାଧ୍ୟମରେ ଦେଶକୁ ସମ୍ବୋଧିତ କରିଛନ୍ତି । ସମସ୍ତ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନିଜର ମତ ରଖିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଲକଡାଉନ୍ ଅପେକ୍ଷା ଅନଲକ୍ ସମୟରେ ଆମକୁ ଅଧିକ ସଜାଗ ରହିବାକୁ ପଡିବ । […]

Continue Reading

ଆଜି ‘ମନ କି ବାତ୍’ କାର୍ୟ୍ୟକ୍ରମ ରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଭୁବନେଶ୍ୱର : ଆଜି ଦିନ ୧୧ଟାରେ ‘ମନ କି ବାତ୍’ କାର୍ୟ୍ୟକ୍ରମ । ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି କାର୍ୟ୍ୟକ୍ରମର ଏହା ହେଉଛି ୬୬ତମ ସଂସ୍କରଣ । ପ୍ରଧାନମନ୍ତ୍ରୀ ମୋଦୀ ମନକୀ ବାତ କାର୍ୟ୍ୟକ୍ରମ ଜରିଆରେ ଜୁନ ୩୦ ଅନଲକ ୦.୧ ଶେଷ ହେବା ପରେ କ’ଣ କରାଯିବ, ସେନେଇ ସୂଚନା ପ୍ରଦାନ କରିପାରନ୍ତି ବୋଲି ଅନୁମାନ କରାଯାଉଛି। କରୋନା ଭାଇରସ ମହାମାରୀ କାରଣରୁ ଏବେ ଦେଶରେ ଲକଡାଉନ ୫ଟି ପର୍ୟ୍ୟାୟରେ […]

Continue Reading

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଓଡିଶା ସରକାରଙ୍କ ସହ କରିବେ ଆଲୋଚନା

ନୂଆଦିଲ୍ଲୀ : ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢିବାକୁ ଲାଗିଛି । ଏନେଇ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କିଛି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ପଞ୍ଜାବ , କେରଳ , ଗୋଆ , ଉତ୍ତରାଖଣ୍ଡ , ଝାରଖଣ୍ଡ ଓ ପୁଡ଼ୁଚେରୀ ସହ ଆଲୋଚନା କରିଥିଲେ । ଆଜି ଓଡ଼ିଶା ସମେତ କରୋନାରେ କ୍ଷତିଗ୍ରସ୍ତ ହୋଇଥିବା ଅନ୍ୟ କିଛି ରାଜ୍ୟଗୁଡ଼ିକ ସହ ପ୍ରଧାନମନ୍ତ୍ରୀ ଭିଡ଼ିଓ କନଫରେନନ୍ସିଂ ଜରିଆରେ ଆଲୋଚନା କରିବେ । ଅନ୍ୟପଟେ […]

Continue Reading

ରଜ ଉପଲକ୍ଷେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଭୁବନେଶ୍ବର : ଓଡ଼ିଶାର ଗଣପର୍ବ ରଜ ଉପଲକ୍ଷେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀ,  ରଜ ପର୍ବ ଅବସରରେ ଓଡିଶାବାସୀଙ୍କୁ ଶୁଭେଚ୍ଛା ଜଣାଇ ଟ୍ବିଟ୍ କରି ଲେଖିଛନ୍ତି ଯେ ବିଶେଷ ଉତ୍ସବ ‘ରଜ ପର୍ବ’ ଅବସରରେ ଓଡ଼ିଶାବାସୀଙ୍କୁ ହାର୍ଦ୍ଦିକ ଶୁଭକାମନା । ଏହି ଅବସର ଆମ ସମାଜରେ ଆନନ୍ଦ ଓ ଭାତୃତ୍ୱକୁ ଆହୁରି ଦୃଢ଼ କରୁ । ରାଜ୍ୟବାସୀଙ୍କର ଉତ୍ତମ ସ୍ୱାସ୍ଥ୍ୟ ଓ ଉତ୍ତୋରତ୍ତର ଉନ୍ନତି କାମନା କରୁଛି । ସେହିପରି ଓଡିଶାର […]

Continue Reading

ଭାରତର ଅର୍ଥନୀତି ପୁଣି ଥରେ ପଟ୍ରିକୁ ଫେରିବା ନେଇ ଆଶାବାଦୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ : ମହାମାରୀ କରୋନା ସଙ୍କଟ ମଧ୍ୟରେ ଦେଶର ଆର୍ଥିକ ସ୍ଥିତି ବିଗିଡି ଯାଇଛି । କେନ୍ଦ୍ର ସରକାର ଦେଶର ଅର୍ଥ ବ୍ୟବସ୍ଥାକୁ ସଜାଡିବା ପାଇଁ ଆତ୍ମନିର୍ଭର ଭାରତ ଅଭିଯାନର ଶୁଭାରମ୍ଭ କରିଛନ୍ତି । ଭାରତୀୟମାନଙ୍କ କ୍ଷମତା, ଦକ୍ଷତା ଓ ପ୍ରଯୁକ୍ତିବିଦ୍ୟା ବିଶ୍ଵରେ ସବୋର୍ତ୍ତମ । ଏଣୁ କେନ୍ଦ୍ର ସରକାରଙ୍କ ଆତ୍ମନିର୍ଭର ଭାରତ ଅଭିଯାନ ମାଧ୍ୟମରେ ଭାରତର ଅର୍ଥନୀତି ପୁଣି ଥରେ ଅଭିବୃଦ୍ଧି ପଥକୁ ଫେରିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ଆଜି ଭାରତୀୟ […]

Continue Reading

ମନ କି ବାତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କଣସବୁ କହିଛନ୍ତି ଜାଣନ୍ତୁ ଏହି କାର୍ଯ୍ୟକ୍ରମରେ

ନୂଆଦିଲ୍ଲୀ : ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲକଡାଉନର ତୃତୀୟ ମନ କି ବାତ କାର୍ୟ୍ୟକ୍ରମରେ ସମ୍ବୋଧନ କରିଛନ୍ତି। ଏହି ସମୟରେ ସେ କହିଛନ୍ତି ଯେ, ଗତଥର ଯେତେବେଳେ ମନ କି ବାତ୍ କହିଥିଲି ସେତେବେଳେ ଯାତ୍ରୀ ଟ୍ରେନ୍ ବନ୍ଦ ଥିଲା, ବିମାନ ସେବା ବନ୍ଦ ଥିଲା । କିନ୍ତୁ ଏହି ଥର ବହୁତ କିଛି ଖୋଲି ଯାଇଛି । ଶ୍ରମିକ ସ୍ପେଶାଲ ଟ୍ରେନ୍ ଚଳାଚଳ କରୁଛି । ଅନ୍ୟ ସ୍ପେଶାଲ ଟ୍ରେନ୍ ର ମଧ୍ୟ ଚଳାଚଳ […]

Continue Reading

ବାତ୍ୟା ଅମ୍ଫାନର ପରିସ୍ଥିତି ଅନୁଧ୍ୟାନ କରିବା ନିମନ୍ତେ ଆଜି ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଭୁବନେଶ୍ୱର : ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆକାଶ ମାର୍ଗରୁ ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବେ । ବାତ୍ୟା ଦ୍ୱାରା ପ୍ରଭାବିତ ହୋଇଥିବା ଓଡ଼ିଶାର ୪ ଜିଲ୍ଲା ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା ଓ ଜଗତସିଂହପୁର ଜିଲ୍ଲାର ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହାସହ ପଶ୍ଚିମବଙ୍ଗର ଅମ୍ଫାନ ବାତ୍ୟାଞ୍ଚଳ ମଧ୍ୟ ପରିଦର୍ଶନ କରିବେ । ବାତ୍ୟାସ୍ଥଳୀ ବୁଲିବା ପରେ ରାଜ୍ୟ ସରକାରଙ୍କ ସହ ମଧ୍ୟ ରିଲିଫ ଓ […]

Continue Reading

ବାତ୍ୟା ଅମ୍ପାନ୍ ମୁକାବିଲା ନେଇ ରାଜ୍ୟସରକାରଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ : ବାତ୍ୟା ଅମ୍ପାନ୍ ମୁକାବିଲା ନେଇ ରାଜ୍ୟ ସରକାରଙ୍କୁ ଟ୍ୱିଟ୍ କରି ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦି ନିଜ ଟୁଇଟରେ ଉଲ୍ଲେଖ କରିଛନ୍ତି ଯେ, ଓଡିଶା ସରକାର ବାତ୍ୟା ଅମ୍ଫାନକୁ ସାହସର ସହ ମୁକାବିଲା କରିଛନ୍ତି । ଓଡିଶାର ଲୋକମାନେ ମଧ୍ୟ ଏହିଭଳି ପ୍ରତିବର୍ଷ ଆସୁଥିବା ବାତ୍ୟାକୁ ଦୃଢତାର ସହ ମୁକାବିଲା କରୁଛନ୍ତି । ତେଣୁ ସେମାନଙ୍କ ସହିତ ମୋର ସୁଚିନ୍ତାଧାରା ସର୍ବଦା ରହିଛି । ପ୍ରଧାନମନ୍ତ୍ରୀ ମୋଦି ଆହୁରି ମଧ୍ୟ […]

Continue Reading