ବୋଇଂ ୭୩୭ ମାକ୍ସ ଉଡାଣ ଉପରେ ପ୍ରତିବନ୍ଧକ ଲଗାଇଲା ଭାରତ

ନୂଆଦିଲ୍ଲୀ : ଇଥିଓପିଆ ଏୟାରଲାଇନ୍ସର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ପରେ ଭାରତ ମଙ୍ଗଳବାର ବୋଇଂ ୭୩୭ ମ୍ୟାକ୍ସ୮ ବିମାନ ଉଡାଣକୁ ପ୍ରତିବନ୍ଧିତ କରିଦେଇଛି । ବିଶ୍ୱର ଅନ୍ୟ କିଛି ଦେଶ ମଧ୍ୟ ଏଭଳି ପଦକ୍ଷେପ ନେଇଛନ୍ତି । ସୂଚନାଯୋଗ୍ୟ ଯେ, ରବିବାର ହୋଇଥିବା ଏହି ବିମାନ ଦୁର୍ଘଟଣାରେ ୧୫୭ ଜଣ ଲୋକଙ୍କର ମୃତ୍ୟୁ ଘଟିଥିଲା । ସ୍ପାଇସ ଜେଟ ପାଖରେ ପାଖାପାଖି ଏଭଳି ୧୨ଟି ବିମାନ ଅଛି । ଡିଜିସିଏ ବୋଇଙ୍ଗ ୭୩୭-ମ୍ୟାକ୍ସ ବିମାଡ଼ ଉଡାଣକୁ […]

Continue Reading