ମାଞ୍ଚେଷ୍ଟରରେ ୮୯ ରନରେ ଜିତିଲା ଭାରତ

ରବିବାର ଅନୁଷ୍ଠିତ ଆଇସିସି ବିଶ୍ଵକପର ୨୨ତମ ମ୍ୟାଚରେ ଭାରତ ଭେଟିଥିଲା ତାର ପାରମ୍ପରିକ ପ୍ରତିଦ୍ଵନ୍ଦୀ ପାକିସ୍ତାନକୁ । ମାଞ୍ଚେଷ୍ଟରର ଓଲ୍ଡ ଟ୍ରାଫୋର୍ଡ ଗ୍ରାଉଣ୍ଡରେ ପାକିସ୍ତାନ ଟସ ଜିଣିବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା ଭାରତକୁ । ଭାରତ ପ୍ରଥମରୁ ହିଁ ଦମଦାର ଖେଳ ପ୍ରଦର୍ଶନ କରିଥିଲା । ଓପନିଂରେ ରୋହିତ ଶର୍ମା ୧୧୩ ବଲ ଖେଳି ୧୪ଟି ଚୌକା ଓ ୩ଟି ଛକା ସହାୟତାରେ ୧୪୦ ରନ କରିଥିଲେ । ସେହିପରି କୋହଲି ୧୧୦୦୦ କ୍ଲବରେ ସାମିଲ ହୋଇଛନ୍ତି […]

Continue Reading

ଆସିଲା ‘ଭାରତ’ର ଟ୍ରେଲର

ମୁମ୍ବାଇ : ରିଲିଜ୍ ହେଲା ବହୁ ପ୍ରତିକ୍ଷୀତ ଓ ଚର୍ଚ୍ଚିତ ଫିଲ୍ମ ‘ଭାରତ’ର ଟ୍ରେଲର। ଟ୍ରେଲର ରିଲିଜ୍ ହେବା ପରେ ସୋଶାଲ୍ ମିଡିଆରେ ସଲମାନଙ୍କ ଫ୍ୟାନ୍ସମାନଙ୍କର ଜବରଦସ୍ତ ରେସ୍ପନ୍ସ ଦେଖିବାକୁ ମିଳିଛି। କିନ୍ତୁ ଟ୍ରେଲର ରିଲିଜ୍ ହେବା ମାତ୍ରେ ପ୍ରଥମେ ଯେଉଁ ଅଭିନେତା ଟ୍ୱିଟ୍ କରି ପ୍ରଶଂସା କରିଥିଲେ ସେ ହେଉଛନ୍ତି, ଶାହାରୁଖ୍ ଖାନ୍। କିଙ୍ଗ୍ ଖାନ୍ ସଲମାନଙ୍କୁ ଟ୍ରେଲରକୁ ଜବରଦସ୍ତ କହି ଟ୍ୱିଟ୍ କରିଥିଲେ। ସେ ଲେଖିଥିଲେ,‘ବହୁତ ବଢ଼ିଆ ଭାଇ’। ଆହୁରି ଅନେକ ସେଲିବ୍ରିଟି ‘ଭାରତ’ର […]

Continue Reading

ବିଶ୍ୱର ୪ର୍ଥ ମହାଶକ୍ତି ଭାରତ

ନୂଆଦିଲ୍ଲୀ/ବାଲେଶ୍ବର : ମହାକାଶରେ ଚୀନ୍ ଲଗାତାର ଶକ୍ତି ପ୍ରଦର୍ଶନ କରି ଭାରତକୁ ନାଲି ଆଖି ଦେଖାଉଥିବା ବେଳେ ଭାରତ ଏହାର ଜବାବ ଦେଇଛି। ମହାକାଶରେ ଶତ୍ରୁ ପକ୍ଷର ଉପଗ୍ରହକୁ କ୍ଷେପଣାସ୍ତ୍ର ଦ୍ବାରା ଧ୍ବଂସ କରିବାର କ୍ଷମତା ଭାରତର ରହିଛି। ଭାରତ ଗତକାଲି ଏଭଳି ଏକ ପରୀକ୍ଷା କରି ଦେଖାଇ ଦେଇଛି, ଆମେ ବି ଏକ୍ଷେତ୍ରରେ ଅନ୍ୟମାନଙ୍କ ଠାରୁ ପଛରେ ନାହୁଁ। ଭାରତର ବୈଜ୍ଞାନିକମାନେ ଗତକାଲି ମହାକାଶରେ ଅବସ୍ଥାପିତ ଏକ ଭାରତୀୟ ଉପଗ୍ରହକୁ ପରୀକ୍ଷାମୂଳକ ଭାବେ କ୍ଷେପଣାସ୍ତ୍ର ଦ୍ବାରା […]

Continue Reading

ଶୃଙ୍ଖଳା ବିଜୟ ଲକ୍ଷ୍ୟରେ ଭାରତ ; ଅଷ୍ଟ୍ରେଲିଆର କର ବା ମର ପରିସ୍ଥିତି

ରାଞ୍ଚି : ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଦିନିକିଆ ଶୃଙ୍ଖଳାର ତୃତୀୟ ମ୍ୟାଚ୍ ଶୁକ୍ରବାର ଖେଳାଯିବ। ମହେନ୍ଦ୍ର ସିଂହ ଧୋନିଙ୍କ ସହର ରାଞ୍ଚିର ଝାଡ଼ଖଣ୍ଡ କ୍ରିକେଟ୍ ସଂଘ ପଡିଆରେ ଏହି ମ୍ୟାଚ୍ ଖେଳାଯିବାକୁ ଥିବାବେଳେ ଭାରତ ୩-୦ରେ ଆଗୁଆ ଶୃଙ୍ଖଳା ବିଜୟ ନେଇ ଆଶାବାଦୀ ରହିଛି। ବିଶ୍ବକପ୍ ପୂର୍ବର ଏହି ଶେଷ ଦିନିକିଆ ପରୀକ୍ଷାରେ ସଫଳ ହୋଇ ଭାରତ ଆଉ କିଛି ପରୀକ୍ଷା ନିରୀକ୍ଷା କରିବା ଯୋଜନାରେ ମଧ୍ୟ ରହିବ। ବିଶେଷ କରି ରାଞ୍ଚିରେ ୩-୦ […]

Continue Reading

ପାକିସ୍ତାନକୁ ମଜ୍ଜା ଚଖାଇଲା ଭାରତ, ଏକାଥରେ ୨୦୦ରୁ ଉର୍ଦ୍ଧ୍ଵ ଆତଙ୍କବାଦୀ ସଫା

ପୁଲୱାମାରେ ଆତଙ୍କବାଦୀଙ୍କ ଆତ୍ମଘାତୀ ଆକ୍ରମଣ ପରେ ଭାରତ ଚାହୁଁଥିଲା ବଡ କାର୍ଯ୍ୟାନୁଷ୍ଠାନ ନେବାକୁ, ଯାହା ଆଜି ଭାରତ ନେଇଛି । ଭାରତ ଆଜି ପାକ ଅଧିକୃତ କାଶ୍ମୀର ଉପରେ ପ୍ରାୟ ରାତି ୩ଟା ୩୦ରେ ବାୟୁସେନା ଦ୍ଵାରା ବିମାନ ଆକ୍ରମଣ କରିଥିବାର ସୂଚନା ମିଳିଛି । ଆତଙ୍କବାଦୀ ଶିବିରଗୁଡିକକୁ ଟାର୍ଗେଟ କରି ନିର୍ଦ୍ଧୂମ ବୋମା ମାଡ କରାଯାଇଛି ସେନାବାହିନୀ ପକ୍ଷରୁ । ବିଶେଷତଃ ଜୈଶ-ଇ-ମହମ୍ମଦର ଶିବିରକୁ ଲକ୍ଷ୍ୟ କରି ବୋମା ମାଡ କରାଯାଇଛି । ବୋମା ମାଡରେ […]

Continue Reading

୪ ରନରେ ହାରିଲା ଭାରତ

ହାମିଲଟନ୍ : ଦିନିକିଆ ଶୃଙ୍ଖଳାରେ ପରାଜୟର ପ୍ରତିଶୋଧ ନ୍ୟୁଜିଲାଣ୍ଡ ଟ୍ବେଣ୍ଟି-୨୦ରେ ନେଇଛି। ହାମିଲଟନର ସେଡ୍ନ ପାର୍କରେ ରବିବାର ଖେଳା ଯାଇଥିବା ନିର୍ଣ୍ଣାୟକ ତୃତୀୟ ଟ୍ବେଣ୍ଟି-୨୦ରେ ଭାରତକୁ ୪ ରନରେ ପରାସ୍ତ କରି ନ୍ୟୁଜିଲାଣ୍ଡ ଟ୍ବେଣ୍ଟି-୨୦ ଶୃଙ୍ଖଳାକୁ ୨-୧ରେ ଜିତି ନେଇଛି। ତା’ ସହ ଭାରତ ହାତରୁ ଐତିହାସିକ ଶୃଙ୍ଖଳା ବିଜୟ ସୁଯୋଗ ମଧ୍ୟ ଛଡ଼ାଇ ନେଇଛି। ତିନି ଟିକିଆ ଶୃଙ୍ଖଳାରେ ଉଭୟ ଦଳ ଗୋଟିଏ ଲେଖାଏଁ ମ୍ୟାଚ୍ ଜିତି ସମାନ ସ୍ତରରେ ଥିଲା ବେଳେ ନ୍ୟୁଜିଲାଣ୍ଡ ଶେଷ […]

Continue Reading

ଦ୍ୱିତୀୟ ଟି-୨୦; ସହଜରେ ଜିତିଲା ଭାରତ

ଅକଲାଣ୍ଡ୍‌: କୃନାଲ ପାଣ୍ଡ୍ୟାଙ୍କ ସ୍ପିନ୍ ଯାଦୁ (୩/୨୯) ପରେ ରୋହିତ ଶର୍ମାଙ୍କ ବିସ୍ଫୋରକ ଅର୍ଧଶତକ (୨୮ ବଲ୍‌) ବଳରେ ଭାରତ ଶୁକ୍ରବାର ଦ୍ବିତୀୟ ଟ୍ବେଣ୍ଟି-୨୦କୁ ଅତି ସହଜରେ ୭ ୱିକେଟ୍‌ରେ ୭ ବଲ୍ ପୂର୍ବରୁ ଜିତି ନେଇଛି। ଏଥି ସହିତ ୩ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳା ୧-୧ ସ୍ତରକୁ ଆସିଯାଇଛି। ରବିବାର ତୃତୀୟ ତଥା ଶେଷ ଟ୍ବେଣ୍ଟି-୨୦ ଶୃଙ୍ଖଳା ନିର୍ଣ୍ଣାୟକ ହେବ। ଶୁକ୍ରବାର ନ୍ୟୁଜିଲାଣ୍ଡ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା। କିନ୍ତୁ ପ୍ରଥମ ମ୍ୟାଚ୍‌ରେ ବିସ୍ଫୋରକ […]

Continue Reading

ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହେଲା ଭାରତ

ୱେଲିଂଟନ : ଭରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଅନୁଷ୍ଠିତ ହୋଇଛି ଶେଷ ଦିନିକିଆ । ହେଲେ ଏହି ୫ମ ତଥା ଅନ୍ତିମ ମ୍ୟାଚରେ ଭାରତ ଅତି ସାଂଘାତିକ ଭାବେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି । ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ଘଟିବା କାରଣରୁ ଭାରତ ଚାପରେ ରହିଛି । ମାତ୍ର ୧୦ ଓଭରରେ ୫୦ ରନ ମାତ୍ର କରିଥିବାବେଳେ ଭାରତର ୪ ୱିକେଟର ପତନ ଘଟିଛି। ଆସନ୍ତା ବୁଧବାରଠାରୁ ଦୁଇ ଦଳ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ଟି-ଟ୍ୱେଣ୍ଟି ସିରିଜ […]

Continue Reading

ଆସନ୍ତାକାଲି ନ୍ୟୁଜିଲାଣ୍ଡ ବିପକ୍ଷରେ ୪ର୍ଥ ଦିନିକିଆ ଖେଳିବ ଭାରତ

ନୂଆଦିଲ୍ଲୀ : ନ୍ୟୁଜିଲାଣ୍ଡରେ ଐତିହାସିକ ବିଜୟ ହାସଲ କରିଥିବା ଭାରତୀୟ ଟିମ ଗୁରୁବାର (ଜାନୁଆରୀ ୩୧)ରେ ୪ର୍ଥ ମୁକାବିଲା ପାଇଁ ପଡ଼ିଆକୁ ଓହ୍ଲାଇବ । ପାଂଚ ଦିନିକିଆ ଶୃଙ୍ଖଳାର ୪ର୍ଥ ମ୍ୟାଚ ଟିମ ଇଣ୍ଡିଆର ସ୍ଥାୟୀ ଅଧିନାୟକ ବିରାଟ କୋହଲିଙ୍କ ଅନୁପସ୍ଥିତିରେ ଖେଳାଯିବ । ରୋହିତ ଶର୍ମାଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ପଡ଼ିଆକୁ ଓହ୍ଲାଇବ । ଶୃଙ୍ଖଳାରେ ୩-୦ରେ ଅଗ୍ରଣୀ ଥିବା ଭାରତ ନିଜର ବିଜୟ ରଥ ଆଗକୁ ଗଡ଼ାଇବା ପାଇଁ ଯୋଜନା କରୁଛି । ଅନ୍ୟପକ୍ଷରେ […]

Continue Reading
Odisha Infocus

ନ୍ୟୁଜିଲ୍ୟାଣ୍ଡକୁ ୭ ଉଇକେଟରେ ହରାଇ ସିରିଜ କବଜା କଲା ଭାରତ

ନ୍ୟୁଜିଲ୍ୟାଣ୍ଡ : ଭାରତ- ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଚାଲିଥିବା ତୃତୀୟ ଦିନିକିଆରେ ଭାରତ ୭ ଉଇକେଟରେ ନ୍ୟୁଜିଲ୍ୟାଣ୍ଡକୁ ପରାଜିତ କରି ୩-୦ରେ ସିରିଜ କବଜା କରିଛି । ଭାରତୀୟ ଦଳକୁ ୨୪୪ ରନର ବିଜୟ ଲକ୍ଷ୍ୟ ମିଳିଥିଲା । ମାତ୍ର ଭାରତ ୩ ଉଇକେଟ ହରାଇ ଲକ୍ଷ୍ୟ ହାସଲ କରିଥିଲା। ନ୍ୟୁଜିଲ୍ୟାଣ୍ଡ ଉପରେ ଏହି ବିଜୟ ଦ୍ୱାରା ଭାରତ ଦିନିକିଆ ସିରିଜ ହାତେଇ ନେଇଛି। ଟସ୍ ଜିତି ନ୍ୟୁଜିଲ୍ୟାଣ୍ଡ ବ୍ୟାଟିଂ ନିଷ୍ପତ୍ତି ନେଇ ୪୯ ଓଭରରେ ୨୪୩ ରନ୍ […]

Continue Reading