ପ୍ରେମୀଯୁଗଳ ପାଳନ କରୁଛନ୍ତି ଭାଲେଣ୍ଟାଇନ ଡେ

ଆଜି ଫେବୃଆରୀ ୧୪ । ଭାଲେଣ୍ଟାଇନ ଦିବସ । ପ୍ରେମୀ ଯୁଗଳଙ୍କ ପ୍ରେମ ନିବେଦନ ଓ ସମ୍ଭାଷଣର ଦିବସ । ଆଜି ପ୍ରେମୀ ଯୁଗଳ ମନ ଦେଇଛନ୍ତି ଏହି ଦିବସଟିକୁ ଉପଭୋଗ କରିବାକୁ । ପ୍ରୀତି ସମ୍ଭାଷଣ ସହିତ କିଛି ଅନ୍ତରଙ୍ଗ ମୂହୁର୍ତ୍ତ ନିମନ୍ତେ ରହିଛି ବ୍ୟାକୁଳତା ଓ ମୂହୁର୍ତ୍ତକୁ ଅପେକ୍ଷ । ପ୍ରେମୀଯୁଗଳ ଆଜିର ଭାଲେଣ୍ଟାଇନ ଡେ କିଭଳି ପାଳନ କଲେ ସ୍ମରଣୀୟ ରହିବ, ତା’ପାଇଁ ରହିଛନ୍ତି ପ୍ରସ୍ତୁତି ଚିନ୍ତାରେ ଉଜାଗର । ତେବେ ଏହା […]

Continue Reading