ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ : ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଦିଲ୍ଲୀସ୍ଥିତ ରାଜ ଘାଟରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ମୋଦିଙ୍କ ପରେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଓ ଭାରତୀୟ ଜନତା ପାର୍ଟିର କାର୍ୟ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ ରାଜଘାଟରେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଛନ୍ତି । ଆଜି ଗାନ୍ଧୀ ଜୟନ୍ତୀ ଅବସରରେ ଦେଶବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି । ଓଡିଶାର ରାଜଧାନୀ […]

Continue Reading

ଦିନିକିଆ ତାମିଲନାଡୁ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଦିନିକିଆ ତାମିଲନାଡୁ ଗସ୍ତ କରୁଛନ୍ତି । ଏହି ଗସ୍ତ ଅବସରରେ ମୋଦି ଚେନ୍ନାଇରେ ଆୟୋଜିତ ‘ଭାରତ-ଇଣ୍ଡିଆ ହ୍ୟାକଥନ’ ପୁରସ୍କାର ବିତରଣ କାର୍ୟ୍ୟକ୍ରମରେ ଯୋଗଦେବେ । ସେହିପରି ସେ ଆଇଆଇଟି ମାଡ୍ରାସ ଗବେଷଣା ପାର୍କ ବୁଲି ଦେଖିବେ । ପ୍ରଧାନମନ୍ତ୍ରୀ ମୋଦି ଚେନ୍ନାଇରେ ଆଇଆଇଟି ମାଡ୍ରାସର ୫୬ ତମ ସମାବର୍ତ୍ତନ ସମାରୋହରେ ମୁଖ୍ୟ ଅତିଥି ହେବେ । ସାତ ଦିନିଆ ଆମେରିକା ଗସ୍ତ ଶେଷ କରି ଭାରତ ଫେରିବାର ଗୋଟିଏ […]

Continue Reading

ଭବ୍ୟସ୍ୱାଗତ ସହ ଦେଶ ଫେରିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୁଆଦିଳୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ଏବଂ ଜାତିସଂଘର ସଫଳ ଗସ୍ତ କରି ସ୍ୱଦେଶ ଫେରିଛନ୍ତି । ପିଏମ ମୋଦିଙ୍କୁ ଦିଲ୍ଲୀ ବିମାନ ବନ୍ଦରରେ ଭବ୍ୟ ସ୍ୱାଗତ କରାଯାଇଛି । ବିଜେପିର କାର୍ୟ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡା ଏବଂ ଦିଲ୍ଲୀ ପ୍ରଦେଶ ଅଧ୍ୟକ୍ଷ ମନୋଜ ତିୱାରୀ ପିଏମ ମୋଦିଙ୍କୁ ସ୍ୱାଗତ କରିଛନ୍ତି । ଦିଲ୍ଲୀ ବିଜେପିର ସମସ୍ତ ସାତ ଜଣ ସାଂସଦ ପିଏମ ମୋଦିଙ୍କୁ ସ୍ୱାଗତ କରିଛନ୍ତି । ପିଏମ ମୋଦୀ ଏୟାର ଇଣ୍ଡିଆର ବିମାନରେ […]

Continue Reading

ନ୍ୟୁୟର୍କରେ ଇରାନ୍ ରାଷ୍ଟ୍ରପତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନ୍ୟୁୟର୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇରାନ୍ ଗୁରୁବାର ରାତିରେ ଇରାନ୍ ରାଷ୍ଟ୍ରପତି ହାସନ ରୋହାନିଙ୍କୁ ନ୍ୟୁୟର୍କରେ ସାକ୍ଷାତ କରିଛନ୍ତି। ଉଭୟ ସାକ୍ଷାତ ସମୟରେ ବିଭିନ୍ନ ଆଞ୍ଚଳିକ ଓ ଆନ୍ତର୍ଜାତିକ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି। ତେହେରାନ ପରମାଣୁ କାର୍ୟ୍ୟକ୍ରମ ପରେ ଆମେରିକା ଏବଂ ଇରାନ ମଧ୍ୟରେ ତିକ୍ତତା ବୃଦ୍ଧି ପାଉଥିବା ବେଳେ ମୋଦି – ହାସନ ସାକ୍ଷାତ ଆଲୋଚନାକୁ ଗୁରୁତ୍ୱପୂର୍ଣ୍ଣ ମାନେ କରାଯାଉଛି। ଇରାନ ଉପରେ ଆମେରିକା ଦ୍ୱାରା ପ୍ରତିବନ୍ଧକ ଜାରି ହେବା ପରେ ମୋଦୀଙ୍କ ସାକ୍ଷାତ […]

Continue Reading

ଚନ୍ଦ୍ରଯାନ-୨ ମିଶନ ନେଇ ଦେଶବାସୀଙ୍କୁ ମୋଦି ଙ୍କ ସମ୍ବୋଧନ

ଦେଶବାସୀଙ୍କୁ ଚନ୍ଦ୍ରଯାନ-୨ ମିଶନ ନେଇ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବେଙ୍ଗାଲୁରୁ ଇସ୍ରୋ ମୁଖ୍ୟାଳୟରୁ ସମ୍ବୋଧନ କରିବା ଅବସରରେ ପ୍ରଥମେ ସେ ବୈଜ୍ଞାନିକଙ୍କୁ ପ୍ରଶଂସା କରିଥିଲେ । ସୂଚନା ଯୋଗ୍ୟ ଯେ ଗତକାଲି ରାତି ୧ଟା ୪୩ ମିନିଟରେ ଭାରତର ଚନ୍ଦ୍ରଯାନ-୨ର ଲ୍ୟାଣ୍ଡର ‘ବିକ୍ରମ’ ଚନ୍ଦ୍ରପୃଷ୍ଠରେ ପାଦ ଥାପି ଚନ୍ଦ୍ରର ଦକ୍ଷିଣ ମେରୁକୁ ସ୍ପର୍ଶ କରିବାପରେ, ସେଠାରେ ବିକ୍ରମଠାରୁ ରୋଭର ‘ପ୍ରଜ୍ଞାନ’  ଅଲଗା ହୋଇ ଜଳର ସନ୍ଧାନ କରିବା ସହିତ ଅନ୍ୟାନ୍ୟ ବିଷୟ ଉପରେ […]

Continue Reading

ଋଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ମଙ୍ଗଳବାର ଦିନ ଋଷ ଗସ୍ତରେ ଯାଇଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭ୍ଲାଡିଭୋଷ୍ଟକରେ ଆଜି ଅନୁଷ୍ଠିତ ହେବାକୁ ଥିବା ପୂର୍ବାଞ୍ଚଳ ଅର୍ଥନୈତିକ ଫୋରମରେ ଯୋଗଦେବାକୁ ସେ ଯାଇଛନ୍ତି । ଋଷିଆର ପୂର୍ବ ସୀମାନ୍ତ ଅଞ୍ଚଳ ଗସ୍ତ କରିବାରେ ମୋଦି ହେଉଛନ୍ତି ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ । ଏହି ଗସ୍ତର ଉଦ୍ଦେଶ୍ୟ ଦ୍ଵିପକ୍ଷିକ ସମ୍ପର୍କକୁ ଅଧିକ ସୁଦୃଢ କରିବା ଓ ସେଥିରେ ବିଭିନ୍ନତା ଆଣିବା ଦୁଇ ଦେଶର ଲକ୍ଷ୍ୟ ବୋଲି ଗସ୍ତ ପୂର୍ବରୁ ମୋଦି ନୂଆଦିଲ୍ଲୀରେ ପ୍ରକାଶ […]

Continue Reading

ଆଜିଠୁ ଆରମ୍ଭ ହେଲା‘ଫିଟ ଇଣ୍ଡିଆ ମୁଭମେଣ୍ଟ’, ଉଦ୍ଘାଟନ କଲେ ନରେନ୍ଦ୍ର ମୋଦି

ଆଜି ହେଉଛି ଜାତୀୟ କ୍ରୀଡା ଦିବସ । ଏହି କ୍ରୀଡା ଦିବସ ଅବସରରେ ଆରମ୍ଭ ହେବାକୁ ଯାଉଛି ‘ଫିଟ ଇଣ୍ଡିଆ ମୁଭମେଣ୍ଟ’ ଅଭିଯାନ । ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଏହି ଅଭିଯାନର ଶୁଭାରମ୍ଭ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଅଭିଯାନର ଶୁଭାରମ୍ଭ କରିଛନ୍ତି । ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ଦେଇଛନ୍ତି ଫିଟନେସ ମନ୍ତ୍ର । ସେ କହିଛନ୍ତି, ‘ ଖେଳାଳି ନିଜ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ସୁସ୍ଥ ରହିବାକୁ ଫିଟନେସ ଜରୁରୀ […]

Continue Reading
India

ଟ୍ରମ୍ଫଙ୍କୁ ଆଜି ଭେଟିବେ ନରେନ୍ଦ୍ର ମୋଦି

ଫ୍ରାନ୍ସର ବିଆରିଜରେ ଚାଲିଛି ତିନିଦିନିଆ ଜି-୭ ଶିଖର ସମ୍ମିଳନୀ । ଯୋଗ ଦେଇଛନ୍ତି ୭ ସଦସ୍ୟ ରାଷ୍ଟ୍ର ଫ୍ରାନ୍ସ, ଇଟାଲୀ, କାନାଡା, ଆମେରିକା, ଜାପାନ, ଜର୍ମାନୀ ଓ ବ୍ରିଟେନ । ତେବେ ଉକ୍ତ ସମ୍ମିଳନୀକୁ ନିମନ୍ତ୍ରିତ ଅତିଥି ଭାବେ ଯୋଗ ଦେଇଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିଶ୍ଵନେତାଙ୍କୁ ଭାରତର ଆଭିମୁଖ୍ୟ ଜଣାଇବେ ମୋଦି । ଆଜି ନରେନ୍ଦ୍ର ମୋଦି ସେଠାରେ  ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫଙ୍କୁ ଭେଟିବେ । ଜି-୭ ସମ୍ମିଳନୀ ଅବସରରେ ଏକ […]

Continue Reading

ଟ୍ରମ୍ଫଙ୍କ ଆଗରେ ପାକିସ୍ତାନର ମୁଖା ଖୋଲିଲେ ମୋଦି

ଟ୍ରମ୍ଫଙ୍କ ଆଗରେ ପାକିସ୍ତାନର ମୁଖା ଖୋଲିଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଟେଲିଫୋନରେ ଦୁହିଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ଏହି ଅବସରରେ ପାକିସ୍ତାନର କାର୍ଯ୍ୟକଳାପ ବିଷୟରେ ମୋଦି ଟ୍ରମ୍ଫଙ୍କୁ ଅବଗତ କରାଇଥିଲେ । ଟେଲିଫୋନରେ ମୋଦି ପାକର ଭାରତ ବିରୋଧୀ ଆଭିମୁଖ୍ୟ ନେଇ ଅବଗତ କରାଇଥିଲେ । ପାକିସ୍ତାନ ଦ୍ଵାରା ପ୍ରାୟୋଜିତ ଆତଙ୍କବାଦ ପ୍ରସଙ୍ଗ ମଧ୍ୟ ମୋଦି ଉଠାଇଥିଲେ । Please follow and like us:

Continue Reading

ପ୍ରଧାନମନ୍ତ୍ରୀ ମୋଦି ଙ୍କ ଆଜି ଦ୍ଵିତୀୟ ଦିନ ଭୁଟାନରେ

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭୁଟାନ ଗସ୍ତର ଦ୍ଵିତୀୟ ଦିନ । ରୟାଲ ବିଶ୍ଵବିଦ୍ୟାଳୟରେ ମୋଦି ଦେଇଛନ୍ତି ସମ୍ବୋଧନ । ଶହ ଶହ ଛାତ୍ରଛାତ୍ରୀଙ୍କୁ ସେ ସମ୍ବୋଧନ କରିଛନ୍ତି । ମୋଦି ସମ୍ବୋଧନରେ କହିଥିଲେ, ‘ଆଜି ମୁ ଭୁଟାନର ଭବିଷ୍ୟତ ସାଥିରେ ଅଛି । ସବୁ ଚ୍ୟାଲେଞ୍ଜର ସାମନା କରିପାରିବେ ଛାତ୍ରଛାତ୍ରୀ । ଭୁଟାନ ଓ ଭାରତୀୟ ଲୋକଙ୍କ ମଧ୍ୟରେ ସମ୍ପର୍କ ରହିଛି । ୨ ଦେଶକୁ ଗୌତମ ବୁଦ୍ଧଙ୍କ ଆଶୀର୍ବାଦ ରହିଛି । ଭାରତ ଦୃତଗତିରେ […]

Continue Reading