ଦୁଇଦିନିଆ କର୍ଣ୍ଣାଟକ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  ୨ ଦିନିଆ କର୍ଣ୍ଣାଟକ ଗସ୍ତ କରୁଛନ୍ତି । ଏହି ଗସ୍ତକାଳରେ ପ୍ରଧାନମନ୍ତ୍ରୀ ମୋଦୀ ଅନେକଗୁଡ଼ିକ କାର୍ୟ୍ୟକ୍ରମରେ ଯୋଗଦେବେ । ପ୍ରଧାନମନ୍ତ୍ରୀ ଆଜି ତୁମକୁରସ୍ଥିତ ଶ୍ରୀ ସିଦ୍ଧଗଙ୍ଗା ମଠକୁ ଯିବେ । ସେଠାରେ ସେ ଏକ ଜନସଭାକୁ ସମ୍ବୋଧିତ କରିବେ । ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ଯୋଜନାରେ ତୃତୀୟ କିସ୍ତି ମଧ୍ୟ ଚାଷୀଙ୍କୁ ଦେବେ । ଜାନୁଆରୀ ୩ ତାରିଖରେ ଭାରତୀୟ ରାଷ୍ଟ୍ରୀୟ କଂଗ୍ରେସରେ ଯୋଗଦେବେ । ଗସ୍ତର […]

Continue Reading

ବ୍ରାଜିଲ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୧ଶ ବ୍ରିକ୍ସ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବା ଲାଗି ମଙ୍ଗଳବାର ବ୍ରାଜିଲ ଗସ୍ତ କରିବେ। ଆସନ୍ତା ୧୩ ଏବଂ ୧୪ ତାରିଖ ଦୁଇଦିନ ଧରି ବ୍ରାଜିଲରେ ବ୍ରିକ୍ସ ଶିଖର ସମ୍ମିଳନୀ ଅନୁଷ୍ଠିତ ହେବ। ଏଥିପାଇଁ ମଙ୍ଗଳବାର ଅପରାହ୍ନରେ ମୋଦୀ ବ୍ରାଜିଲ ରାଜଧାନୀ ବ୍ରାସିଲିଆ ଅଭିମୁଖେ ବାହାରିବେ। ଚଳିତ ଥର ସମ୍ମିଳନୀର ବିଷୟବସ୍ତୁ ‘ଅଭିନବ ଭବିଷ୍ୟତ ପାଇଁ ଆର୍ଥିକ ବୃଦ୍ଧି’ ରଖାଯାଇଛି। ପ୍ରଧାନମନ୍ତ୍ରୀଙ୍କ କାର୍ୟ୍ୟାଳୟରୁ ଜାରି ହୋଇଥିବା ବିବୃତିରେ କୁହାଯାଇଛି ଯେ, […]

Continue Reading

କରତାରପୁରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

କରତାରପୁର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସୁଲତାନପୁର ଲୋଧୀରେ ପହଁଚିଛନ୍ତି। ଏଠାରେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ମୋଦୀଙ୍କୁ ସ୍ଵାଗତ କରିଛନ୍ତି। ମୋଦୀ ଆଜି ସକାଳେ ସୁଲତାନପୁର ଲୋଧୀର ବେର ସାହେବର ଗୁରୁଦ୍ଵାରରେ ମଥା ଟେକିଛନ୍ତି। ଏଠାରୁ ପ୍ରଧାନମନ୍ତ୍ରୀ କରତାରପୁର କରିଡରର ଇଣ୍ଟିଗ୍ରେଟେଡ୍ ଚେକ୍ ପୋଷ୍ଟର ଉଦଘାଟନ ପାଇଁ ଗୁରୁଦାସପୁରର ଡେରା ବାବା ନାନକ ଯିବେ। ଗୁରୁ ନାନକ ଦେବଙ୍କ ୫୫୦ତମ ପ୍ରକାଶ ପର୍ବରେ ପାକିସ୍ତାନ ସ୍ଥିତ କରତାରପୁରର ସାହିବ ଦର୍ଶନ କରିବାକୁ ଶ୍ରଦ୍ଧାଳୁଙ୍କ ପାଇଁ […]

Continue Reading

ତିନି ଦିନିଆ ଥାଇଲାଣ୍ଡ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଠାରୁ ତିନି ଦିନିଆ ଥାଇଲାଣ୍ଡ ଗସ୍ତରେ ଯାଉଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଥାଇଲାଣ୍ଡରେ ଏସିଆନ, ଇଷ୍ଟ ଏସିଆ ଓ ଆରସିଇପି ସମ୍ମିଳନୀରେ ଯୋଗଦେବେ । ପ୍ରଧାନମନ୍ତ୍ରୀ ମୋଦୀ ଗସ୍ତର ପ୍ରଥମ ଦିନରେ ଥାଇଲାଣ୍ଡରେ ବସବାସ କରୁଥିବା ଭାରତୀୟ ସଂପ୍ରଦାୟଙ୍କୁ ଉଦବୋଧନ ଦେବେ । ଏହି ଅବସରରେ ସେ ଗୁରୁ ନାନକ ଦେବଙ୍କ ୫୫୦ତମ ଜୟନ୍ତୀ ଅବସରରେ ଏକ ମୁଦ୍ରା ଜାରି କରିବେ । ପ୍ରଧାନମନ୍ତ୍ରୀ ମୋଦୀ ନଭେମ୍ବର ୩ […]

Continue Reading
Narendra Modi

ଦୁଇଦିନିଆ ସାଉଦୀ ଆରବ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଠାରୁ ଦୁଇଦିନିଆ ସାଉଦୀ ଆରବ ଗସ୍ତ କରୁଛନ୍ତି । ଏହି ଗସ୍ତ କାଳରେ ସେ ସାଉଦୀ ଆରବ ସହିତ ଭାରତ ପାଇଁ ଦ୍ୱୀପାକ୍ଷିକ ବୁଝାମଣା ନେଇ ଆଲୋଚନା କରିବେ । ସାଉଦୀ ରାଜା ସଲମାନ ବିନ ଅବଦୁଲାଜିଜ ଅଲ ସାଉଦଙ୍କ ନିମନ୍ତ୍ରଣ ରକ୍ଷା କରି ଏହି ଗସ୍ତ କରୁଛନ୍ତି । ପ୍ରଧାନମନ୍ତ୍ରୀ ଏହି ଗସ୍ତରେ ସାଉଦୀ ରାଜାଙ୍କ ସହିତ ଆଲୋଚନା କରିବେ ଏବଂ ‘ରୂପେ’ କାର୍ଡର ଶୁଭାରମ୍ଭ କରିବେ […]

Continue Reading

ଆଜି ମହାରାଷ୍ଟ୍ରରେ ବିଜେପି ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରିବେ ପ୍ରଚାର

ମୁମ୍ବଇ: ମହାରାଷ୍ଟ୍ର ଏବଂ ହରିୟାଣାରେ ବିଧାନସଭା ନିର୍ବାଚନକୁ ନେଇ ରାଜନୈତିକ ଦଳଗୁଡ଼ିକ ପ୍ରଚାର ଅଭିଯାନକୁ ଜୋରଦାର କରିଛନ୍ତି। ରବିବାର ମହାରାଷ୍ଟ୍ରରେ ବିଜେପି ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଚାର ମଇଦାନକୁ ଓହ୍ଲାଇବେ। ଗୋଟିଏ ଦିନରେ ଦୁଇ ହେଭିୱେଟ୍ ନେତାଙ୍କ ପ୍ରଚାର କାର୍ୟ୍ୟକ୍ରମ ରହିଥିବାରୁ ରାଜ୍ୟ ରାଜନୀତି ଆହୁରି ସରଗରମ ହୋଇଯାଇଛି। ଉଭୟ ଦଳର ନେତା ଏବଂ କର୍ମୀମାନେ ବେଶ୍ ଉତ୍ସାହିତ ଅଛନ୍ତି। ସେହିପରି ହରିୟାଣାରେ ରବିବାର ବିଜେପି ନିର୍ବାଚନୀ ଇସ୍ତାହାର […]

Continue Reading

ଆଜି ନରେନ୍ଦ୍ର ମୋଦୀ ଏବଂ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା

ମାମଲାପୁରମ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମଧ୍ୟରେ ଶନିବାର ପୂର୍ବାହ୍ନରେ ଦ୍ବିପାକ୍ଷିକ ଆଲୋଚନା ହେବ। ଜିନପିଙ୍ଗଙ୍କ ୨ଦିନିଆ ଗସ୍ତ କାଳରେ ମୋଦୀଙ୍କ ସହିତ ଏହା ୨ୟ ଅନୌପଚାରିକ ବୈଠକ ହେବ। ବୈଠକରେ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ, ଆତଙ୍କବାଦ ଏବଂ ସୀମା ପ୍ରସଙ୍ଗ ସ୍ଥାନ ପାଇବ ବୋଲି ଆଶା କରାଯାଉଛି। ଆଲୋଚନା ପାଇଁ ଉଭୟ ନେତା ମାମଲାପୁରମରେ ପହଞ୍ଚିଛନ୍ତି। ମାମଲାପୁରମର ତାଜ କୋବ୍ ରିସର୍ଟରେ ଦୁଇନେତାଙ୍କ ମଧ୍ୟରେ ବୈଠକ ବସିବ। […]

Continue Reading

ମାମଲାପୁରମର ସମୁଦ୍ର କୂଳ ସଫେଇ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ମହାବଲୀପୁରମ: ଚୀନ ରାଷ୍ଟ୍ରପତି ଶି ଜିନପିଙ୍ଗ ୨ ଦିନିଆ ଭାରତ ଗସ୍ତରେ ଆସି ଚେନ୍ନାଇର ମହାବଲୀପୁରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଥିବାରୁ ସେଠାକୁ ଗସ୍ତ କରିଛନ୍ତି। ଶୁକ୍ରବାରଠାରୁ ମୋଦୀ ମହାବଲୀପୁରମରେ ଅଛନ୍ତି। ଶନିବାର ସକାଳେ ମୋଦୀ ମହାବଲୀପୁରମର ମାମଲାପୁରମ ସମୁଦ୍ରକୂଳକୁ ବୁଲିବାକୁ ଯାଇଥିଲେ। ଏହି ଅବସରରେ ସେ ସମୁଦ୍ରକୂଳରେ ସଫେଇ କାର୍ୟ୍ୟ କରିଥିଲେ। ପ୍ରାୟ ଅଧଘଣ୍ଟା ଧରି ମୋଦୀ ସ୍ବଚ୍ଛତା ଅଭିଯାନ ଜାରି ରଖିବା ସହିତ ସମୁଦ୍ରକୂଳରେ ପଡ଼ିଥିବା ଅଳିଆ ଆବର୍ଜନା ଗୋଟାଇଥିଲେ। ଏହା ସହିତ ଲୋକଙ୍କୁ […]

Continue Reading

ନ୍ୟୁୟର୍କ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦୀ

ନ୍ୟୁୟର୍କ : ଆମେରିକାର ଟେକ୍ସାସରେ ଆୟୋଜିତ ହାଓଡ଼ି ମୋଦୀ କାର୍ୟ୍ୟକ୍ରମରେ ରବିବାର ୫୦ ହଜାର ଭାରତୀୟ ବଂଶୋଦ୍ଭବଙ୍କୁ ସମ୍ବୋଧିତ କରିବା ପରେ ପ୍ରଧାନମନ୍ତ୍ରୀ ନ୍ୟୁୟର୍କ ଗସ୍ତ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ସୋମବାର ୟୁଏନଏସଜି ସମ୍ମିଳନୀକୁ ସମ୍ବୋଧନ କରିବେ । ଏଠାରେ ମୋଦୀ ଜଳବାୟୁ ପରିବର୍ତ୍ତନ ଓ ଆତଙ୍କବାଦୀ ଉପରେ ନିଜର ମତ ରଖିବେ । ନ୍ୟୁୟର୍କ ଗସ୍ତର ଦ୍ୱିତୀୟ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୫୦ ହଜାର କିଲୋ ୱାଟର ‘ଗାନ୍ଧୀ ସୋଲାର ପାର୍କ’ ଉଦଘାଟନ […]

Continue Reading

ହ୍ୟୁଷ୍ଟନରେ କମ୍ପାନୀର ମୁଖ୍ୟ ନିର୍ବାହୀ ସିଇଓ ମାନଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦୀ

ହ୍ୟୁଷ୍ଟନ : ମୋଦୀ ରବିବାର ଆମେରିକାର ହ୍ୟୁଷ୍ଟନ ସହରରେ ଶକ୍ତି କ୍ଷେତ୍ରରେ କାମ କରୁଥିବା ବଡ଼ ବଡ଼ କମ୍ପାନୀର ମୁଖ୍ୟ ନିର୍ବାହୀ (ସିଇଓ)ମାନଙ୍କୁ ଭେଟି ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଛନ୍ତି । ସିଇଓଙ୍କ ସହିତ ମୋଦୀଙ୍କ ଏହି ବୈଠକ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି । ଶକ୍ତି କ୍ଷେତ୍ରରେ ଭାରତ ଓ ଆମେରିକା ମଧ୍ୟରେ ସହଯୋଗକୁ ସଂପ୍ରସାରଣ କରିବା ଦିଗରେ ଏହି ବୈଠକରେ ଆୟୋଜନ କରାଯାଇଛି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ସପ୍ତାହବ୍ୟାପୀ ଗସ୍ତ କାଳରେ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ୟ୍ୟକ୍ରମର ଆୟୋଜନ […]

Continue Reading