୨୦୦୦ ଆଦିବାସୀ ଧରିଲେ ଅସ୍ତ୍ର, ଜାରି ହେଲା ୧୪୪ ଧାରା

ଚିତ୍ରକୋଣ୍ଡାର ସ୍ଵାଭିମାନ ଅଞ୍ଚଳ ଯନ୍ତାପାଇ ହାଟରେ ମେଳି କରିଛନ୍ତି ସ୍ଥାନୀୟ ଆଦିବାସୀ । ସଂଖ୍ୟାରେ ସେମାନେ ପ୍ରାୟ ୨୦୦୦ରୁ ଉର୍ଦ୍ଧ୍ଵ ହେବେ ବୋଲି ଅନୁମାନ କରାଯାଉଛି । ସେମାନେ ତାଙ୍କର ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ମେଳି କରିଥିବା ଖବର ମିଳିଛି । ରାଜୁ ହନ୍ତାଳ ନିଖୋଜ ହେବା ପରେ ଅଙ୍ଗନବାଡିରେ ତାର ମୃତଦେହ ମିଳିବାକୁ ନେଇ ଉତ୍ତେଜନା ଦେଖାଦେଇଛି । ଯବାନ ଅପହରଣ କରି ମାଓବାଦୀ ସନ୍ଦେହରେ ହତ୍ୟା କରିଥିବା ଅଭିଯୋଗ କରୁଛନ୍ତି ଆଦିବାସୀ । ଏହାକୁ […]

Continue Reading

ଜାମ୍ମୁରୁ ୧୪୪ ହଟିବା ପରେ ଆଜି ଖୋଲିଲା ସ୍କୁଲ

ଜମ୍ମୁରେ ସ୍ଥିତି ସମ୍ପୂର୍ଣ ନିୟନ୍ତ୍ରଧୀନ । ଅବସ୍ଥା ସ୍ଵାଭାବିକ ହେବାରେ ଲାଗିଛି । ଏହାକୁ ଲକ୍ଷ୍ୟ ରଖି ଗତକାଲି ଜମ୍ମୁ ପୌରାଞ୍ଚଳରୁ ପୂର୍ବରୁ ଜାରି କରାଯାଇଥିବା ୧୪୪କୁ ହଟାଇ ଦିଆଯାଇଥିଲା । ସେପରି ଗତକାଲି ଶୁକ୍ରବାର ଥିବାରୁ ନମାଜ ପାଠ ନିମନ୍ତେ ମସଜିଦଗୁଡିକରେ କଟକଣା କୋହଳ କରଯାଇଥିଲା ।  ପରିସ୍ଥିତି ସ୍ଵାଭାବିକ ଥିବାରୁ ଆଜିଠାରୁ ସ୍କୁଲ କଲେଜ ଖୋଲାଯିବାକୁ ଜିଲ୍ଲାପାଳ ସୁଷମା ଚୌହାନ ନିର୍ଦ୍ଦେଶ ଦେଇଥିଲେ । ନିଷ୍ପତ୍ତି ଅନୁଯାୟୀ ସ୍ଥିତି ସ୍ଵାଭାବିକ ଥିବାରୁ ଆଜି ସ୍କୁଲ,କଲେଜ […]

Continue Reading

ତାମିଲନାଡୁରେ ଜାତିଗତ ସଂଘର୍ଷ ; ୧୪୪ ଧାରା ଲାଗୁ

ଚେନ୍ନାଇ : ତାମିଲନାଡୁ ପୁଡୁକୋଟ୍ଟାଇ ଜିଲ୍ଲାର ପୁନାମରାବଥି ବ୍ଲକରେ ଦୁଇ ନିର୍ଦ୍ଦିଷ୍ଟ ଜାତିର ଲୋକଙ୍କ ମଧ୍ୟରେ ସଂଘର୍ଷ ଘଟିବା ଫଳରେ ସେଠାରେ ଥିବା ୩୦ଟି ଗ୍ରାମରେ ୧୪୪ ଧାରା ଜାରି କରାଯାଇଛି। ସୂଚନା ମୁତାବକ, ଏହି ଗୋଷ୍ଠୀ ସଂଘର୍ଷ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ ଅଡିଓକୁ ନେଇ ହୋଇଛି। ଉକ୍ତ ଅଡିଓରେ ମୁକ୍କୁଳଥର ଜାତିର ଦୁଇ ଜଣ ବ୍ୟକ୍ତି ମୂଥାରାଇଆୟାର୍ସ ଜାତିର ମହିଳାଙ୍କ ପ୍ରତି ଅପମାନଜନକ ମନ୍ତବ୍ୟ ଦେଇଥିଲେ। ଏହାକୁ ନେଇ ମୂଥାରାଇଆୟାର୍ସ ଜାତିର ଲୋକଙ୍କ […]

Continue Reading