odisha infocus

ଦେବଗଡରେ ବାଇକ ଟ୍ରକକୁ ପିଟିବା ଫଳରେ ଦୁର୍ଘଟଣା ଘଟି ୨ ମୃତ

ଦେବଗଡରେ ଏକ ସଡକ ଦୁର୍ଘଟଣା ଘଟିଯାଇଛି । ଗତକାଲି ବିଳମ୍ବିତ ରାତ୍ରିରେ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ ଗତକାଲି ରାତିରେ ଆଗରେ ଯାଉଥିବା ଏକ ଟ୍ରକକୁ ପଛପଟୁ ଗୋଟେ ବାଇକ ପିଟିଦେବାରୁ ଦୁର୍ଘଟଣା ଘଟିଲା । ଘଟଣାସ୍ଥଳରେ ୨ ଜଣ ମୃତ୍ୟୁ ବରଣ କରିଛନ୍ତି । ଗତକାଲି ବିଳମ୍ବିତ ରାତ୍ରିରେ ଦେବଗଡ-କୁଚିଣ୍ଡା ଏନଏଚ-୫୩ କରଡାପାଳ ନିକଟରେ ଉକ୍ତ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ୨ଜଣଯାକ ମୃତକ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି। ପୋଲିସ […]

Continue Reading

ବାରିପଦାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା: ୨ ମୃତ ଓ ୬ ଗୁରୁତର

ବାରିପଦାରେ ଗୋଟିଏ ଚଳନ୍ତା ଅଟୋକୁ ଜୋରରେ ଏକ ଟ୍ରକ ଦୃତ ଗତିରେ ଆସି ଧକ୍କା ଦେବା ଫଳରେ ଏକ ବଡ ଧରଣର ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ୨ ଜଣଙ୍କର ଶୋଚନୀୟ ଭାବେ ମୃତ୍ୟୁ ଘଟିଥିବାବେଳେ ୬ ଜଣ ଭୀଷଣ ଭାବେ ଗୁରୁତର ହୋଇଛନ୍ତି । ସବିଶେଷ ତଥ୍ୟ ଅନୁଯାୟୀ, ଏନଏଚ-୪୯ର ବାଙ୍ଗିରିପୋଷି ଘାଟିରେ ଗୋଟିଏ ଟ୍ରକ, ଅଟୋକୁ ଧକ୍କା ଦେବାରୁ ଏପରି ଏକ ବଡ ଦୁର୍ଘଟଣା ଘଟିଥିବା ଜଣାପଡିଛି । ଘଟଣାସ୍ଥଳରେ ହିଁ ୨ ଜଣ […]

Continue Reading

ବେଙ୍ଗାଲୁରୁରେ ହିଂସା , ୨ ମୃତ

ବେଙ୍ଗାଲୁରୁ : ସୋସିଆଲ ମିଡିଆ ପୋଷ୍ଟକୁ ନେଇ ବେଙ୍ଗାଲୁରୁରେ ତୀବ୍ର ହିଂସା ଦେଖାଦେଇଛି ।  ଉପଦ୍ରବକାରୀମାନେ ବେଙ୍ଗାଲୁରୁ ଡିଜେ ହଲ୍ଲୀ ଏବଂ କେଜି ହଲ୍ଲୀ ପୋଲିସ ଥାନା ଅଂଚଳରେ ଉତ୍ତେଜନା ସୃଷ୍ଟି କରିଛନ୍ତି । ଉପଦ୍ରବକାରୀମାନେ ପୋଲିସ କର୍ମୀଙ୍କୁ ମଧ୍ୟ ଛାଡ଼ି ନାହାନ୍ତି । ବେଙ୍ଗାଲୁରୁ ପୋଲିସ କମିଶନର କମଲ ପନ୍ତ କହିଛନ୍ତି, ୬୦ ଜଣ ପୋଲିସ କର୍ମୀ ଆହତ ହୋଇଛନ୍ତି । ଏଥିରେ ଅତିରିକ୍ତ ପୋଲିସ କମିଶନର ମଧ୍ୟ ଅଛନ୍ତି । ହଂଗାମାକୁ ନିୟନ୍ତ୍ରଣ କରିବାକୁ […]

Continue Reading

ରାଜ୍ୟରେ କରୋନା ଭାଇରସର ବିସ୍ତାର , ୫ ହଜାର ୪୦୦ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା ୨ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଓଡ଼ିଶାରେ ଆଜି ଆଉ ୧୬୭ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୫ ହଜାର ୪୭୦ରେ ପହଞ୍ଚିଛି ଅରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏହାଛଡା ରାଜ୍ୟରେ ଆଜି ଦୁଇଜଣ କରୋନା ସଂକ୍ରମଣରେ ପ୍ରାଣ ହରାଇଛନ୍ତି । ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ମୃତକ ୨ଜଣ କଟକ ଜିଲ୍ଲାର । ଜଣେ ହେଉଛନ୍ତି ୭୧ […]

Continue Reading

ମହାନଦୀ ମୁହାଣରେ ବୁଡିଗଲା ଡଙ୍ଗା , ୨ଜଣଙ୍କ ମୃତ୍ୟୁ

ପାରାଦୀପ : ପାରାଦୀପ ନେହେରୁ ବଙ୍ଗଳା ନିକଟସ୍ଥ ମହାନଦୀ ମୁହାଣରେ ବୁଡିଲା ଗୋଟେ ମାଛଧରା ଡଙ୍ଗା  । ମାଛ ଧରା ଡଙ୍ଗା ବୁଡ଼ିଯିବା ଫଳରେ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୩ ଜଣଙ୍କୁ ଉଦ୍ଧାର କରାଯାଇଛି । ଉକ୍ତ ଡଙ୍ଗାରେ ମୋଟ ୧୫ ଜଣ ଥିଲେ ବୋଲି ଜଣାପଡିଛି । ସମୁଦ୍ରରୁ ମାଛ ଧରି ଫେରୁଥିବାବେଳେ ଲହଡ଼ି ମାଡ଼ରେ ଡଙ୍ଗାଟି ଓଲଟି ପଡ଼ିଥିଲା । ତେବେ ସେହି ସମୟରେ ପାଖରେ ଥିବା ଆଉ ଏକ ଡଙ୍ଗା ସମସ୍ତଙ୍କୁ […]

Continue Reading

ରାଜ୍ୟରେ ବଢିଲା କରୋନା ମୃତ୍ୟୁସଂଖ୍ୟା, ଆଜି ୨ ମୃଟ୍ୟୁ ତା’ସହ ଚିହ୍ନଟ ହେଲା ନୂଆ ୯୧ ପଜିଟିଭ

ଆଜି ଓଡିଶାରେ ୯୧ଟି ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ମୋଟ ୯୧ମଧ୍ୟରେ ବାଲେଶ୍ଵରରୁ ୧୭, ଭଦ୍ରକରୁ ୨୮, ବଲାଙ୍ଗିରରୁ ୨, କଟକରୁ ୧୨, ଗଞ୍ଜାମରୁ ୧୫, କେନ୍ଦ୍ରପଡାରୁ ୧, କେନ୍ଦୁଝରରୁ ୪, ଖୋର୍ଦ୍ଧାରୁ ୩, ପୁରୀରୁ ୭, ସମ୍ବଲପୁରରୁ ୧, ସୁନ୍ଦରଗଡରୁ ୧ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ ସଂକ୍ରମିତ ସଂଖ୍ୟା ୮୨୮ କୁ ବୃଦ୍ଧି ପାଇଛି । ୬୨୭ ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଥିବାବେଳେ ୧୯୬ ଜଣ ସୁସ୍ଥ […]

Continue Reading

ମେଘାଳୟ ହିଂସା; ୨ ଜଣଙ୍କ ମୃତ୍ୟୁ

ଶିଲଂ: ଦିଲ୍ଲୀ ହିଂସା ନିୟନ୍ତ୍ରଣକୁ ଆସିବା ପରେ ମେଘାଳୟରେ ଏହା ଆରମ୍ଭ ହୋଇଯାଇଛି । ନାଗରିକତା ସଂଶୋଧନ ଆଇନ ଏବଂ ଇନର ଲାଇନ ପରମିଟ (ଆଇଏଲପି)କୁ ନେଇ ଆୟୋଜିତ ବୈଠକରେ ଶୁକ୍ରବାର କେଏସୟୁ କର୍ମକର୍ତ୍ତା ଓ ଅଣଆଦିବାସୀମାନଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଛି । ଏହି ଘଟଣାରେ ୨ ଜଣଙ୍କ ମୃତ୍ୟୁ ଘଟିଛି । ପୋଲିସ କହିବା ଅନୁସାରେ ନାଗରିକତା ସଂଶୋଧନ ଆଇନ ବିରୋଧରେ ଏବଂ ଇନର ଲାଇନ ପରମିଟକୁ ଖୁବ ଶୀଘ୍ର ଲାଗୁ କରିବା ପାଇଁ ଇଚ୍ଛାମତି […]

Continue Reading

ବଲାଙ୍ଗୀରରେ ମର୍ମନ୍ତୁଦ ଦୁର୍ଘଟଣା; ୨ମୃତ

ବଲାଙ୍ଗୀର : ବଲାଙ୍ଗୀର -ସୋନପୁର ରାସ୍ତାର ବଇରାସ ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିବା ଫଳରେ ୨ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୭ଜଣ ଗୁରୁତର ହୋଇଥିବାର ଖବର ମିଳିଛି। ଏକ ଟ୍ରକକୁ ଏକ ବୋଲେରୋ ପଛପଟୁ ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟିଥିବା ଜଣାଯାଇଛି। ପ୍ରାପ୍ତ ସୂଚନା ଅନୁଯାୟୀ, ଗତକାଲି ବିଳମ୍ୱିତ ରାତିରେ ବଲାଙ୍ଗୀର ଜିଲ୍ଲାର ପାଟଣାଗଡ଼ ଥାନା ଅନ୍ତର୍ଗତ ଘୁମେର ଗାଁର ୧୫ ଜଣ ମହିଳା ଓ ପୁରୁଷ ବୋଲେରୋରେ ପୁରୀ ଅଭିମୁଖେ ବାହାରିଥିଲେ। ସେମାନେ […]

Continue Reading
odisha infocus

ନୂଆବର୍ଷରେ ଜଗନ୍ନାଥଙ୍କ ଦର୍ଶନ ସାରି ଘରକୁ ଫେରୁଥିବାବେଳେ ଅଘଟଣ, ଦୁର୍ଘଟଣା ଘଟି ୨ ମୃତ

କେନ୍ଦ୍ରାପଡ଼ା : ନୂଆବର୍ଷରେ ଶ୍ରୀଜଗନ୍ନାଥଙ୍କ ଦର୍ଶନ ସାରି ଘରକୁ ଫେରୁଥିବାବେଳେ ଦୁର୍ଘଟଣା ଘଟି ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ବୁଧବାର ବିଳମ୍ବିତ ରାତିରେ କେନ୍ଦ୍ରାପଡ଼ା ଜିଲା ସଦର ଥାନା ଅନ୍ତର୍ଗତ ଦୁହୁରିଆ ଛକରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବାବେଳେ ଏଥିରେ ଅନ୍ୟ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁସାରେ, କେନ୍ଦ୍ରାପଡ଼ାର ୨ଟି ପରିବାର ନୂଆବର୍ଷରେ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ଏକ କାରରେ ପୁରୀ ଯାଇଥିଲେ। ପୁରୀରେ ବୁଲାବୁଲି ସାରି ବୁଧବାର ରାତିରେ ଘରକୁ […]

Continue Reading

ମୁମ୍ବାଇରେ ଏକ କାରଖାନାରେ ଭୟାବହ ଅଗ୍ନିକାଣ୍ଡ, ୨ ମୃତ୍ୟୁ

ମୁମ୍ବାଇ : ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ଶୁକ୍ରବାର ରାତିରେ ଏକ କାରଖାନାରେ ଅଗ୍ନିକାଣ୍ଡ ଘଟଣା ଘଟିଛି । ଏଥିରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ମୃତକମାନଙ୍କ ମଧ୍ୟରେ ଜଣେ ମହିଳା ମଧ୍ୟ ସାମିଲ ଅଛନ୍ତି । ଗଣମାଧ୍ୟମର ରିପୋର୍ଟ ଅନୁସାରେ ଘାଟକୋପର ଅଞ୍ଚଳରେ ଥିବା ଏକ କାରଖାନାରେ ଶୁକ୍ରବାର ରାତି ପ୍ରାୟ ସାଢ଼େ ୯ଟାରେ ନିଆଁ ଲାଗିଥିଲା । ସ୍ଥାନୀୟ ଲୋକଙ୍କର ସୂଚନା କ୍ରମେ ଦମକଳ ବାହିନୀର କର୍ମୀମାନେ ୧୫ଟି ଗାଡ଼ି ନେଇ […]

Continue Reading