ଦେଶରେ ୮୫ ହଜାର ଡେଇଁଲା କରୋନା ମୃତ୍ୟୁ, ଦିନକରେ ୯୩,୩୩୭ ଆକ୍ରାନ୍ତ ଓ ୧୨୪୭ ମୃତ

ଦୈନିକ କରୋନା ସଂକ୍ରମଣରେ ଏବେ ପ୍ରଥମ ସ୍ଥାନରେ ଭାରତ । ଦୈନିକ ସଂକ୍ରମଣ ଧୀରେ ଧୀରେ ୧୦୦୦ ଡେଇଁବା ପରେ ଏବେ କିଛିଦିନ ୧୧୦୦ ଓ ତା ପରେ ୧୨୦୦ ଅତିକ୍ରମ କରୁଛି । ଗତ ୨୪ ଘଣ୍ଟାରେ ୧୨୪୭ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି । ଫଳରେ ମୋଟ କରୋନା ମୃତ୍ୟୁ ୮୫ ହଜାର ୬୧୯ରେ ପହଞ୍ଚିଛି । ସେପରି ଦିନକରେ ୯୩ ହଜାର ୩୩୭ ଆକ୍ରାନ୍ତ ହୋଇ ମୋଟ ଆକ୍ରାନ୍ତ ସଂଖ୍ୟା ୫୩ ଲକ୍ଷ […]

Continue Reading

କରୋନା ଜନିତ ଦୈନିକ ସଂକ୍ରମଣ ଓ ମୃତ୍ୟୁରେ ଭାରତ ସବୁ ଦେଶଠୁ ଏବେ ଆଗରେ

ଦିନକୁ ଦିନ କରୋନା ମହାମାରୀ କବଳରେ ଭାରତର ଅବସ୍ଥା ସାଂଘାତିକ ହେବାରେ ଲାଗିଛି । ଜଣାପଡିଛି ଯେ ଦୈନିକ ସଂକ୍ରମଣ ଓ ମୃତ୍ୟୁରେ ଭାରତ ଏବେ ବିଶ୍ବରେ ସବୁ ଦେଶଙ୍କ ମଧ୍ୟରେ ଆଗରେ ରହିଛି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ଯାଣ ମନ୍ତ୍ରାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଗତ ୨୪ ଘଣ୍ଟାରେ ୯୬ ହଜାର ୪୨୪ ଜଣ ଆକ୍ରାନ୍ତ ହୋଇଥିବାବେଳେ ୧୧୭୪ ଜଣ ମୃତ୍ୟୁବରଣ କରିଛନ୍ତି । ଯାହା ଫଳରେ ମୋଟ ସଂକ୍ରମିତ ସଂଖ୍ୟା […]

Continue Reading

ଦେଶରେ କରୋନା ସଂକ୍ରମଣରେ ୨୪ ଘଣ୍ଟାରେ ୯୭,୮୯୪ ଆକ୍ରାନ୍ତ ଚିହ୍ନଟ, ୧୧୩୨ ମୃତ୍ୟୁ

ଦେଶରେ ଆଜି ଗତ ୨୪ ଘଣ୍ଟା ମଧ୍ୟରେ ୯୭ ହଜାର ୮୯୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ସହିତ ୧୧୩୨ ଜଣ କରୋନାରେ ପ୍ରାଣ ହରାଇଛନ୍ତି । ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୧ ଲକ୍ଷ ୧୮ ହଜାର ୨୫୪କୁ ବୃଦ୍ଧି ପାଇଛି । ସେପରି ମୃତ୍ୟୁସଂଖ୍ୟା ୮୩ ହଜାର ୧୯୮ରେ ପହଞ୍ଚିଛି । ଏପର୍ଯ୍ୟନ୍ତ ମୋଟ ସକ୍ରିୟ ଆକ୍ରାନ୍ତ ଅଛନ୍ତି ୧୦ ଲକ୍ଷ ୯ ହଜାର ୯୭୬ ଜଣ । ସୁସ୍ଥ […]

Continue Reading

ଦେଶରେ କରୋନା ଆକ୍ରାନ୍ତ ସଂଖ୍ୟା ୫୦ ଲକ୍ଷ ଡେଇଁଲା, ମୃତ୍ୟୁ ସଂଖ୍ୟା ୮୨ ହଜାର ପାର

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ଯାଣ ମନ୍ତ୍ରାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଭାରତରେ ଗତ ୨୪ ଘଣ୍ଟାରେ ୯୦ ହଜାର ୧୨୩ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୧୨୯୦ ଜଣ କରୋନାରେ ପ୍ରାଣ ହରାଇଛନ୍ତି । ଫଳରେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୦ ଲକ୍ଷ ୨୦ ହଜାର ୩୬୦କୁ ବୃଦ୍ଧି ପାଇଥିବାବେଳେ କରୋନା ଜନିତ ମୃତ୍ୟୁସଂଖ୍ୟା ୮୨ ହଜାର ୬୬ରେ ପହଞ୍ଚିଛି । ଏ ପର୍ଯ୍ୟନ୍ତ ମୋଟ ସକ୍ରିୟ ସଂଖ୍ୟା ରହିଛି ୯ […]

Continue Reading

ଦେଶରେ କରୋନା ମୃତ୍ୟୁ ଡେଇଁଲା ୮୦ ହଜାର, ସଂକ୍ରମିତ ସଂଖ୍ୟା ୪୯,୩୦,୨୭୯ କୁ ବୃଦ୍ଧି

ଦେଶରେ ଆଜି ସକାଳ ସୁଦ୍ଧା କରୋନା ମୃତ୍ୟୁ ୮୦ ହଜାର ଡେଇଁଛି । ଦୈନିକ ସଂକ୍ରମଣରେ ଆଜି ଦିନକରେ ୮୩ ହଜାର ୮୦୯ ଜଣ ଆକ୍ରାନ୍ତ ହୋଇଥିବାବେଳେ ୨୪ ଘଣ୍ଟା ମଧ୍ୟରେ ୧୦୫୪ ଜଣ କରୋନାରେ ପ୍ରାଣ ହରାଇଛନ୍ତି । ସେପରି ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୯ ଲକ୍ଷ ୩୦ ହଜାର ୨୭୯କୁ ବୃଦ୍ଧି ପାଇଥିବାବେଳେ ମୋଟ ମୃତ୍ୟୁ ସଂଖ୍ୟା ୮୦ ହଜାର ୭୭୬ରେ ପହଞ୍ଚିଛି । ଏ ପର୍ଯ୍ୟନ୍ତ ସକ୍ରିୟ ଆକ୍ରାନ୍ତ ସଂଖ୍ୟା ରହିଛି ୯ […]

Continue Reading

ଭାରତରେ କରୋନା ସଂକ୍ରମଣ ଦୃତ ଗତିରେ ଆଗେଇଚାଲିଛି, ମୃତ୍ୟୁସଂଖ୍ୟା ୮୦ ହଜାର ନିକଟତର

ଦେଶରେ ଦୃତ ଗତିରେ କରୋନା ସଂକ୍ରମଣ ବଢି ବଢି ଚାଲିଛି । ସେପରି ମୃତ୍ୟୁସଂଖ୍ୟା ମଧ୍ୟ ବଢି ଚାଲିଛି । ଏ ପର୍ଯ୍ୟନ୍ତ ମୋଟ ସଂକ୍ରମିତ ହୋଇଛନ୍ତି ୪୮ କକ୍ଷ ୪୫ ହଜାର ୨୭୧ ଜଣ । ସୁସ୍ଥ ହୋଇଛନ୍ତି ୩୭ ଲକ୍ଷ ୭୭ ହଜାର ୪୪୮ ଜଣ । ତେବେ ୯ ଲକ୍ଷ ୮୭ ହଜାର ୩୯୦ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି । ଆଜି ଭିତରେ ମୋଟ ୭୯ ହଜାର ୭୬୦ […]

Continue Reading

ଆଜି ଦେଶରେ ୯୪, ୩୭୨ ନୂଆ ଆକ୍ରାନ୍ତ ଚିହ୍ନଟ, ୨୪ ଘଣ୍ଟାରେ ୧, ୧୧୪ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ : କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ଯାଣ ମନ୍ତ୍ରାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଆଜି ବି ଦେଶରେ ୯୪, ୩୭୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ଗତ ୨୪ ଘଣ୍ଟାରେ ୧, ୧୧୪ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୭, ୫୪, ୩୫୭ କୁ ବୃଦ୍ଧି ପାଇଥିବାବେଳେ ୯, ୭୩, ୧୭୫ ସକ୍ରିୟ ଆକ୍ରାନ୍ତ ଦେଶର ବିଭିନ୍ନ ହସ୍ପିଟାଲଗୁଡିକରେ ଚିକିତ୍ସିତ ହେଉଛନ୍ତି ।   ଏ ପର୍ଯ୍ୟନ୍ତ […]

Continue Reading

ଦେଶରେ ୨୪ ଘଣ୍ଟାରେ ୯୭ ହଜାର ୫୭୦ ଆକ୍ରାନ୍ତ ଚିହ୍ନଟ, ୧୨୦୧ ଜଣଙ୍କ କରୋନା ମୃତ୍ୟୁ

ଆଜି ଦେଶରେ ସର୍ବାଧିକ ୨୪ ଘଣ୍ଟା ମଧ୍ୟରେ ୯୭ ହଜାର ୫୭୦ ଜଣ କରୋନା ସଂକ୍ରମଣରେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେପରି ୧୨୦୧ ଜଣ ଗୋଟିଏ ଦିନରେ କରୋନାରେ ପ୍ରାଣ ହରାଇଛନ୍ତି । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ୪୬ ଲକ୍ଷ ୫୯ ହଜାର ୯୮୫ରେ ପହଞ୍ଚିଛି । ମୋଟ କରୋନା ମୃତ୍ୟୁସଂଖ୍ୟା ଦେଶରେ ୭୭ ହଜାର ୪୭୨କୁ ବୃଦ୍ଧି ପାଇଛି । ଏ ପର୍ଯ୍ୟନ୍ତ ସୁସ୍ଥ ହୋଇଛନ୍ତି ୩୬ ଲକ୍ଷ ୨୪ ହଜାର […]

Continue Reading

ଦେଶରେ ଆଜି ରେକର୍ଡ ସଂଖ୍ୟକ ୯୬,୫୫୧ ଟି ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ : ଆଜି ଦେଶରେ ୨୪ ଘଣ୍ଟାରେ ୯୬,୫୫୧ ଟି ନୂଆ ମାମଲା ଚିହ୍ନଟ ହୋଇଛି। ଏହି ନୂତନ ମାମଲା ସହିତ ଦେଶରେ କୋଭିଡ-୧୯ ରୋଗୀଙ୍କ ସଂଖ୍ୟା ୪୫ ଲକ୍ଷ ୬୨ ହଜାରରୁ ଅଧିକ ହୋଇଛି। କିନ୍ତୁ ଆଶ୍ବସ୍ତିର କଥା ହେଉଛି ଏହି ରୋଗରୁ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି। ତଥ୍ୟ ଅନୁଯାୟୀ, ଏପର୍ୟ୍ୟନ୍ତ ଦେଶରେ ୩୫ ଲକ୍ଷ ୪୨ ହଜାରରୁ ଅଧିକ ଲୋକ ଆରୋଗ୍ୟ ଲାଭ କରିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ଓ […]

Continue Reading

ଦେଶରେ କରୋନା ମୃତ୍ୟୁ ଡେଇଁଲା ୭୫ ହଜାର, ଦିନକରେ ୯୫,୭୩୫ ଆକ୍ରାନ୍ତ ଓ ୧୧୭୨ ମୃତ

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ଯାଣ ମନ୍ତ୍ରାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଦେଶରେ ଆଜି ସକାଳ ସୁଦ୍ଧା କରୋନା ଜନିତ ମୃତ୍ୟୁ ୭୫ ହଜାର ଡେଇଁ ଯାଇଛି । ଗତ ୨୪ ଘଣ୍ଟାରେ ୯୫ ହଜାର ୭୩୫ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେପରି ୨୪ ଘଣ୍ଟାରେ ୧୧୭୨ ଜଣ କରୋନାରେ ପ୍ରାଣ ହରାଇଛନ୍ତି । ଫଳରେ ମୋଟ ମୃତ୍ୟୁ ସଂଖ୍ୟା ୭୫ ହଜାର ୬୨କୁ ବୃଦ୍ଧି ଘଟିଥିବାବେଳେ ମୋଟ ସଂକ୍ରମିତ ସଂଖ୍ୟା […]

Continue Reading