୪୨୦୯ ଜଣ କରୋନା ଆକ୍ରାନ୍ତ ଆଜି ରାଜ୍ୟରେ ଚିହ୍ନଟ, କ୍ଵାରେଣ୍ଟିନରୁ ୨୪୪୧, ଲୋକାଲ ୧୭୬୮

ଆଜି ରାଜ୍ୟରେ ୪୦୦୦ ରୁ ଉର୍ଦ୍ଧ୍ଵ ଦୈନିକ ସଂକ୍ରମଣ ଅବ୍ଯାହତ ରହିଛି । ଆଜି ରାଜ୍ୟର ସମସ୍ତ ୩୦ ଜିଲ୍ଲା ଓ ଷ୍ଟେଟ ପୁଲରୁ ମୋଟ ୪୨୦୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨୪୪୧ ଜଣ କ୍ଵାରେଣ୍ଟିନ ସେଣ୍ଟରରୁ ଓ ବାକି ୧୭୬୮ ଜଣ ସ୍ଥାନୀୟ ସଂକ୍ରମଣରୁ ବୋଲି ଜଣାପଡିଛି । ଆଜିର ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୭୫ ହଜାର ୫୫୦କୁ ବୃଦ୍ଧି ପାଇଛି […]

Continue Reading

ରାଜ୍ୟରେ ୯ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ, ମୋଟ ମୃତ୍ୟୁସଂଖ୍ୟା ୬୯୧କୁ ବୃଦ୍ଧି

ଆଜି ରାଜ୍ୟରେ ୯ ଜଣ କରୋନା ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି । ମୋଟ ୮ଟି ଜିଲ୍ଲାରୁ ଆଜି ୯ ଜଣଙ୍କ ଜୀବନ ଯାଇଛି । ବରଗଡ ଜିଲ୍ଲାରୁ ସର୍ବାଧିକ ୨ ଜଣଙ୍କ ଜୀବନ ଯାଇଥିବାବେଳେ ଭଦ୍ରକ, ବଲାଙ୍ଗିର, କଟକ, ଗଜପତି, ପୁରୀ, ରାୟଗଡା ଓ ସମ୍ବଲପୁର ଜିଲ୍ଲାରୁ ଜଣେ ଲେଖାଏଁ କରୋନାରେ ପ୍ରାଣ ହରାଇଛନ୍ତି । ଆଜିର ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନା ମୃତ୍ୟୁ ୬୯୧କୁ ବୃଦ୍ଧି ପାଇଛି । ବରଗଡର ୨ ମୃତକଙ୍କ ମଧ୍ୟରୁ […]

Continue Reading

ରାଜ୍ୟରେ ବଢୁଛି ସୁସ୍ଥଙ୍କ ସଂଖ୍ୟା, ଆଜି ପୁଣି ୪୧୦୧ କରୋନା ଆକ୍ରାନ୍ତ ସୁସ୍ଥ

ଆଜି ରାଜ୍ୟରେ କରୋନା ସଂକ୍ରମଣରୁ ସୁସ୍ଥ ହୋଇଛନ୍ତି ୪୧୦୧ ଆକ୍ରାନ୍ତ । ରାଜ୍ୟରେ ପ୍ରତିଦିନ ୪୦୦ ଉପରେ ଆକ୍ରାନ୍ତ ହେଉଥିବା ବେଳେ ୪୦୦ ଉପରେ ଏବେ ସୁସ୍ଥ ହେଉଥିବା ନଜରକୁ ଆସୁଛି । ଆଜିର ସୁସ୍ଥଙ୍କୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୧ ଲକ୍ଷ ୩୭ ହଜାର ୫୬୭କୁ ବୃଦ୍ଧି ପାଇଛି । ତେବେ ଆଜି ଖୋର୍ଦ୍ଧାରୁ ସର୍ବାଧିକ ୭୮୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେପରି ଷ୍ଟେଟ ପୁଲରୁ ୩୨୦ ଜଣ […]

Continue Reading

ଆଜିର ରାଜ୍ୟରେ କରୋନା ସଂକ୍ରମଣରେ ୧୩ ଜଣଙ୍କ ମୃତ୍ୟୁ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ

ଆଜି ରାଜ୍ୟରେ କରୋନା ସଂକ୍ରମଣରେ ୧୩ ଜଣ ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି । ଆଜି ୯ ଟି ଜିଲ୍ଲାରୁ ୧୩ ଜଣଙ୍କ କରୋନାରେ ମୃତ୍ୟୁ ଘଟିଛି । ଉକ୍ତ ଜିଲ୍ଲାଗୁଡିକ ହେଲା ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡା, ବରଗଡ, ବଲାଙ୍ଗିର, କଟକ, ଗଜପତି, କନ୍ଧମାଳ ଓ ମୟୂରଭଞ୍ଜ ଜିଲ୍ଲା । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩ ଜଣ ମୃତ୍ୟୁବରଣ କରିଥିବାବେଳେ ପୁରୀ ଓ କେନ୍ଦ୍ରାପଡା ଜିଲ୍ଲାରୁ ୨ ଜଣ ଲେଖାଏଁ ଓ ବରଗଡ, ବଲାଙ୍ଗିର, କଟକ, ଗଜପତି, କନ୍ଧମାଳ […]

Continue Reading

ସମସ୍ତ ୩୦ଟି ଜିଲ୍ଲା ଓ ଷ୍ଟେଟ ପୁଲରୁ ଆଜି ୪୧୮୦ ପଜିଟିଭ ଚିହ୍ନଟ

ଆଜି ରାଜ୍ୟର ସମସ୍ତ ୩୦ଟି ଜିଲ୍ଲା ଓ ଷ୍ଟେଟ ପୁଲରୁ ମୋଟ ୪୧୮୦ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ଵାରେଣ୍ଟିନ ସେଣ୍ଟରରୁ ୨୪୬୬ ଜଣ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୧୭୧୪ ଜଣ ଚିହ୍ନଟ ହୋଇଛନ୍ତି । ଏହାଦ୍ବାରା ଆଜି ରାଜ୍ୟରେ ସର୍ବମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୭୧ ହଜାର ୩୪୧କୁ ବୃଦ୍ଧି ପାଇଛି । କରୋନାରୁ ଏଯାବତ ୧ ଲକ୍ଷ ୩୩ ହଜାର ୪୬୬ ଜଣ ସୁସ୍ଥ ହୋଇଥିବାବେଳେ […]

Continue Reading

କରୋନା କବଳରୁ ଆଜି ସୁସ୍ଥ ହେଲେ ୩୬୦୭ ଜଣ, ମୋଟ ସୁସ୍ଥ ସଂଖ୍ୟା ୧,୩୩,୪୬୬କୁ ବୃଦ୍ଧି

ଆଜି ରାଜ୍ୟରେ ୩୬୦୭ ଜଣ କରୋନା ଆକ୍ରାନ୍ତ କରୋନା କବଳରୁ ସୁସ୍ଥ ହୋଇଛନ୍ତି । ଆଜିର ସୁସ୍ଥଙ୍କୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୧ ଲକ୍ଷ ୩୩ ହଜାର ୪୬୬କୁ ବୃଦ୍ଧି ପାଇଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୦୩୭ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ପୁରୀରୁ ୪୧୫, କଟକରୁ ୨୯୯, ବଲାଙ୍ଗିରରୁ ୧୪୦, ମୟୂରଭଞ୍ଜରୁ ୧୨୮, ଯାଜପୁରରୁ ୧୨୭, ବାଲେଶ୍ଵରରୁ ୧୧୨, ସୁନ୍ଦରଗଡରୁ ୧୦୭, ଜଗତସିଂହପୁରରୁ ୧୦୫, ନବରଙ୍ଗପୁରରୁ ୧୦୪, ସୋନପୁରରୁ ୧୦୦, ବରଗଡ ଓ […]

Continue Reading

ରାଜ୍ୟରେ ୧୩ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ, ଖୋର୍ଦ୍ଧା ଓ ପୁରୀରେ ମୃତ୍ୟୁ ଅଧିକ

ଆଜି ରାଜ୍ୟରେ ୧୩ ଜଣ କରୋନା ଆକ୍ରାନ୍ତଙ୍କର କରୋନା ସଂକ୍ରମଣ ଯୋଗୁ ମୃତ୍ୟୁ ଘଟିଛି । ଆଜି ମୋଟ ୬ ଟି ଜିଲ୍ଲାରୁ ୧୩ ଜଣଙ୍କ ପ୍ରାଣ ଯାଇଥିବାବେଳେ ଖୋର୍ଦ୍ଧା ଓ ପୁରୀ ବେଶୀ ପ୍ରଭାବିତ ହୋଇଛି । କଟକ ଓ ପୁରୀରେ୪ଜଣ ଲେଖାଏଁ ମୃତ୍ୟୁବରଣ କରିଛନ୍ତି । ଏହାଛଡା ଗଜପତିରୁ ୨ ଏବଂ ବାଲେଶ୍ଵର, କଟକ ଓ ସୋନପୁରରୁ ଜଣେ ଲେଖାଏଁ କରୋନାରେ ପ୍ରାଣ ହରାଇଛନ୍ତି । ଆଜିର ମୃତ୍ୟୁକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁସଂଖ୍ୟା […]

Continue Reading

ରାଜ୍ୟର ସମସ୍ତ ୩୦ଜିଲ୍ଲାରୁ ଓ ଷ୍ଟେଟ ପୁଲରୁ ୪୨୪୧ କରୋନା ପଜିଟିଭ ଚିହ୍ନଟ

ଆଜି ରାଜ୍ୟର ସମସ୍ତ ୩୦ଟି ଜିଲ୍ଲା ଓ ଷ୍ଟେଟ ପୁଲରୁ ୪୨୪୧ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨୫୦୨ ଜଣ କ୍ଵାରେଣ୍ଟିନ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ ୧୭୩୯ ଜଣ ସ୍ଥାନିୟ ସଂସ୍ପର୍ଶରୁ ବୋଲି ସୂଚନା ମିଳିଛି । ଆଜିର ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା ୧ ଲକ୍ଷ ୬୭ ହଜାର ୧୬୧ରେ ପହଞ୍ଚିଛି । ଏପର୍ଯ୍ୟନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି ୧ ଲକ୍ଷ ୨୯ ହଜାର ୮୫୯ ଜଣ । […]

Continue Reading

୧୧ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ, ରାଜ୍ୟରେ ୬୫୬ରେ ପହଞ୍ଚିଲା ମୋଟ ମୃତ୍ୟୁସଂଖ୍ୟା

ଆଜି ରାଜ୍ୟରେ ୧୧ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି । ୬ଟି ଜିଲ୍ଲାରୁ ୧୧ ଜଣ କରୋନାରେ ପ୍ରାଣ ହରାଇଛନ୍ତି । ପୁରୀ ଓ ସମ୍ବଲପୁର ଜିଲ୍ଲାରୁ ୩ ଜଣ ଲେଖାଏଁ ପ୍ରାଣ ହରାଇଥିବାବେଳେ ଖୋର୍ଦ୍ଧାରୁ ୨ ଏବଂ ମୟୂରଭଞ୍ଜ, କଳାହାଣ୍ଡି ଓ ସୁନ୍ଦରଗଡ ଜିଲ୍ଲାରୁ ଜଣେ ଲେଖାଏଁ କରୋନାରେ ମୃତ୍ୟୁ ବରଣ କରିଛନ୍ତି । ଆଜିର ୧୧ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁସଂଖ୍ୟା ୬୫୬ରେ ପହଞ୍ଚିଛି । ପୁରୀର ୩ ମୃତକଙ୍କ ମଧ୍ୟରୁ […]

Continue Reading

ରାଜ୍ୟରେ ନୂଆ ରେକର୍ଡ କଲା ସଂକ୍ରମିତ ସଂଖ୍ୟା, ଗୋଟିଏ ଦିନରେ ସର୍ବାଧିକ ୪୨୭୦ କରୋନା ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ଆଜି ୪୨୭୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି, ଯାହାକି ଅଦ୍ୟାବଧି ଦୈନିକ ସଂକ୍ରମିତ ସଂଖ୍ଯାରେ ସର୍ବାଧିକ । ଏହା ପୂର୍ବରୁ ସର୍ବାଧିକ ୪୧୯୮ ପଜିଟିଭ ଚିହ୍ନଟ ହୋଇଥିଲା । ଆଜିର ୪୨୭୦ ଆକ୍ରାନ୍ତଙ୍କ ମଧ୍ୟରୁ ୨୪୭୮ ଜଣ କ୍ଵାରେଣ୍ଟିନ ସେଣ୍ଟରରୁ ହୋଇଥିବାବେଳେ ବାକି ୧୭୯୨ ଜଣ ସ୍ଥାନୀୟ ସଂକ୍ରମଣରୁ ବୋଲି ଜଣାପଡିଛି । ଆଜି ରାଜ୍ୟରେ ମୋଟ କରୋନା ସଂକ୍ରମିତ ସଂଖ୍ୟା ୧ ଲକ୍ଷ ୬୨ ହଜାର ୯୨୦କୁ ବୃଦ୍ଧି ଘଟିଛି । କରୋନାରୁ ଏପର୍ଯ୍ୟନ୍ତ […]

Continue Reading