ବିଶ୍ୱରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫ ଲକ୍ଷରୁ ଉର୍ଦ୍ଧ୍ଵ

ନୂଆଦିଲ୍ଲୀ : ମହାମାରୀ କରୋନା ଭାଇରସ ବିଶ୍ୱବାସୀଙ୍କୁ ଅଧିକ ଡରାଉଛି । ସମଗ୍ର ପୃଥିବୀରେ ସୋମବାର ସକାଳ ସାଢ଼େ ୬ଟା ପର୍ୟ୍ୟନ୍ତ ୧ କୋଟି ୧୫ ଲକ୍ଷ ୪୯ ହଜାର ୪୨୯ ଜଣ ସଂକ୍ରମିତ ହୋଇଥିବା ବେଳେ ୫ ଲକ୍ଷ ୩୬ ହଜାର ୪୪୧ ଜଣ ଜୀବନ ହରାଇଛନ୍ତି । କିନ୍ତୁ ଖୁସିର କଥା ଯେ, କରୋନା ଭାଇରସ ସଂକ୍ରମିତ ରୋଗୀଙ୍କ ମଧ୍ୟରୁ ଏଯାଏଁ ୬୫ ଲକ୍ଷ ୨୭ ହଜାର ୧୦୨ ଜଣ ସୁସ୍ଥ ହୋଇସାରିଛନ୍ତି । […]

Continue Reading

ବିଶ୍ୱରେ କରୋନା କବଳରେ ୧ କୋଟି ୧୧ ଲକ୍ଷ ପାର ସଂକ୍ରମିତଙ୍କ ସଂଖ୍ୟା

ନୂଆଦିଲ୍ଲୀ : ମହାମାରୀ କରୋନା ଭାଇରସ ଲାଗି ସମଗ୍ର ବିଶ୍ୱରେ ଏକ କୋଟି ୧୧ ଲକ୍ଷ ୮୨ ହଜାର ୫୬୭ ଜଣ ସଂକ୍ରମିତ ହୋଇସାରିଛନ୍ତି । ଶନିବାର ସକାଳ ସାଢ଼େ ୬ଟା ମଧ୍ୟରେ ସାରା ବିଶ୍ୱରେ ୫ ଲକ୍ଷ ୨୮ ହଜାର ୪୦୯ ଜଣଙ୍କର ମୃତ୍ୟୁ ହୋଇଛି । ଏପର୍ୟ୍ୟନ୍ତ ୬୨ ଲକ୍ଷ ୯୨ ହଜାର ୫୨୩ ଜଣ ସୁସ୍ଥ ହୋଇଥିବା ବେଳେ ୪୩ ଲକ୍ଷ ୬୧ ହଜାର ୬୪୪ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି […]

Continue Reading

ଜାଣନ୍ତୁ କରୋନା ଭାଇରସକୁ ନେଇ ବିଶ୍ୱର ସ୍ଥିତି କଣ

ନୂଆଦିଲ୍ଲୀ : ମହାମାରୀ କରୋନା ଭାଇରସ ଦିନକୁ ଦିନ ଆହୁରି ଭୟଙ୍କର ରୂପ ନେଉଛି । ସମଗ୍ର ବିଶ୍ୱବାସୀଙ୍କୁ ଆତଙ୍କିତ କରିଚାଲିଛି । ଗୁରୁବାର ସକାଳ ସାଢ଼େ ୬ଟା ମଧ୍ୟରେ ବିଶ୍ୱରେ ୧ କୋଟି ୭୯ ଲକ୍ଷ ୩ ହଜାର ୪୧୭ ଜଣ ଲୋକ ସଂକ୍ରମିତ ହୋଇସାରିଥିବା ବେଳେ ୫ ଲକ୍ଷ ୧୮ ହଜାର ୪୬ ଜଣଙ୍କର ମୃତ୍ୟୁ ହୋଇଛି । କରୋନା ଭାଇରସ କବଳରେ ପଡ଼ିଥିବା ୫୯ ଲକ୍ଷ ୩୦ ହଜାର ୨୩୩ ଜଣ ସୁସ୍ଥ […]

Continue Reading

ଜାଣନ୍ତୁ କରୋନା ଭାଇରସକୁ ନେଇ ବିଶ୍ୱରେ ବିଭିନ୍ନ ଦେଶର ସ୍ଥିତି

ନୂଆଦିଲ୍ଲୀ : ମାରାତ୍ମକ କରୋନା ଭାଇରସରେ ସଂକ୍ରମିତ ଓ ମୃତକଙ୍କ ସଂଖ୍ୟା ବଢ଼ି ଚାଲିଛି । ବୁଧବାର ସକାଳ ସାଢ଼େ ୬ଟା ଯାଏଁ ସମଗ୍ର ବିଶ୍ୱରେ ୧ କୋଟି ୫ ଲକ୍ଷ ୭୭ ହଜାର ୭୪୭ ଜଣ ସଂକ୍ରମିତ ହୋଇସାରିଥିବା ବେଳେ ୫ ଲକ୍ଷ ୧୩ ହଜାର ୧୮୬ ଜଣଙ୍କର ମୃତ୍ୟୁ ହୋଇଛି । ଅପରପକ୍ଷେ ୫୭ ଲକ୍ଷ ୯୦ ହଜାର ୭୬୧ ଜଣ ସୁସ୍ଥ ହୋଇଥିବା ବେଳେ ୪୨ ଲକ୍ଷ ୭୩ ହଜାର ୮୦୦ ଲୋକ […]

Continue Reading

ବିଶ୍ୱରେ କରୋନା ଭାଇରସରେ ୫ ଲକ୍ଷରୁ ଅଧିକ ମୃତ୍ୟୁ

ନୂଆଦିଲ୍ଲୀ :  ସମଗ୍ର ବିଶ୍ୱରେ ୧ କୋଟି ୪ ଲକ୍ଷ ୨ ହଜାର ୬୩୭ ଜଣ ସଂକ୍ରମିତ ହୋଇଥିବା ବେଳେ ୫ ଲକ୍ଷ ୭ ହଜାର ୫୧୮ ଜଣଙ୍କ ମୃତ୍ୟୁ ହୋଇସାରିଛି । ମଙ୍ଗଳବାର ସକାଳ ସାଢ଼େ ୬ଟା ପର୍ୟ୍ୟନ୍ତ ବିଶ୍ୱରେ କରୋନାରୁ ୫୬ ଲକ୍ଷ ୫୬ ହଜାର ୫୬୨ ଜଣ ସୁସ୍ଥ ହୋଇଥିବା ବେଳେ ୪୨ ଲକ୍ଷ ୩୮ ହଜାର ୫୫୭ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ଏଥିରୁ ୫୭ ହଜାର ୫୩୧ ଜଣ […]

Continue Reading

ବିଶ୍ୱରେ ତାଣ୍ଡବ ରଚଉଛି କରୋନା , ଏଥିରେ ବେଶୀ ଆମେରିକା ପ୍ରଭାବିତ

ନୂଆଦିଲ୍ଲୀ : ମହାମାରୀ କରୋନା ଭାଇରସ ଯୋଗୁଁ ବିଶ୍ୱରେ ୧ କୋଟି ୨ ଲକ୍ଷ ୪୨ ହଜାର ୮୮୮ ଜଣ ଲୋକ ସଂକ୍ରମିତ ହୋଇସାରିଛନ୍ତି । ସୋମବାର ସକାଳ ୭ଟା ସୁଦ୍ଧା ବିଶ୍ୱରେ ୫ ଲକ୍ଷ ୪ ହଜାର ୩୬୬ ଜଣ ଲୋକ ଜୀବନ ହାରିଛନ୍ତି । ଏହି ମାରାତ୍ମକ ଭାଇରସରୁ ୫୫ ଲକ୍ଷ ୫୩ ହଜାର ୪୨ ଜଣ ଜୀବନ ବଞ୍ଚାଇପାରିଥିବା ବେଳେ ୪୧ ଲକ୍ଷ ୮୫ ହଜାର ୪୮୦ ଜଣ ଲୋକ ସକ୍ରିୟ ଆକ୍ରାନ୍ତ […]

Continue Reading

ବିଶ୍ୱରେ ସକାଳ ସୁଦ୍ଧା କୋଟିଏ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ମୋଟ ମୃତ୍ୟୁ ସଂଖ୍ୟା ୫ ଲକ୍ଷ ୧ହଜାର ୩୯୩

ସାରା ବିଶ୍ୱରେ ୨୧୩ ଦେଶରେ ସାଂଘାତିକ ହେବାରେ ଲାଗିଛି କରୋନା ମହାମାରୀ । ଆଜି ସକାଳ ସୁଦ୍ଧା କୋଟିଏ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୮୬ ହଜାର ୯୨୫କୁ ବୃଦ୍ଧି ପାଇଛି । ଏହାସହ ସଂକ୍ରମଣରେ ୫ଲକ୍ଷରୁ ଉର୍ଦ୍ଧ୍ୱ ଲୋକଙ୍କ ଜୀବନ ଗଲାଣି । ମୋଟ ୫ ଲକ୍ଷ ୧ହଜାର ୩୯୩ ଜଣ ପ୍ରାଣ ହରାଇଛନ୍ତି । ତେବେ ସୁସ୍ଥ ହୋଇଛନ୍ତି ୫୪ ଲକ୍ଷ ୬୪ ହଜାର ୨୭୧ ଜଣ […]

Continue Reading

ବିଶ୍ୱରେ ୧ କୋଟି ନିକଟତର କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଜାଣନ୍ତୁ କେଉଁ ଦେଶରେ କରୋନାର ସ୍ଥିତି କେମିତି

ନୂଆଦିଲ୍ଲୀ : ଚୀନର ଉହାନ ସହରରୁ ବ୍ୟାପିଥିବା ମାରାତ୍ମକ କରୋନା ଭାଇରସ ଲାଗି ବିଶ୍ୱରେ ୯୮ ଲକ୍ଷ ୯୮ ହଜାର ଲୋକ ସଂକ୍ରମିତ ହୋଇସାରିଛନ୍ତି । ଶନିବାର ସକାଳ ସାଢ଼େ ୬ଟା ବେଳକୁ ବିଶ୍ୱରେ ୪ ଲକ୍ଷ ୯୬ ହଜାର ଲୋକ ଜୀବନ ହରାଇ ସାରିଛନ୍ତି । କିନ୍ତୁ ଖୁସିର କଥା ହେଲା ଯେ, ଏଯାଏଁ ଏହି ଭାଇରସରୁ ୫୩ ଲକ୍ଷ ୫୨ ହଜାର ଲୋକ ସୁସ୍ଥ ହୋଇଥିବା ବେଳେ ୪୦ ଲକ୍ଷ ୪୯ ହଜାର ୭୬୦ […]

Continue Reading

ବିଶ୍ୱରେ ଆତଙ୍କ ଖେଳାଉଛି କରୋନା , ପ୍ରତ୍ୟକ ଦିନ ବହୁଳ ମାତ୍ରାରେ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ : ସମଗ୍ର ବିଶ୍ୱର ଜନତା କରୋନା ଭାଇରସ ମୁକାବିଲା କରୁଥିଲେ ବି ଏହା ନିୟନ୍ତ୍ରଣକୁ ଆସୁନାହିଁ । ଚୀନର ଉହାନ ସହରରୁ ବିଶ୍ୱର ଚାରିଆଡେ ବ୍ୟାପିଥିବା ଏହି ମାରାତ୍ମକ ଭାଇରସରେ ଶୁକ୍ରବାର ସକାଳ ସାଢ଼େ ୬ଟା ପର୍ୟ୍ୟନ୍ତ ୯୬ ଲକ୍ଷ ୯୯ ହଜାର ୫୭୫ ଜଣ ଲୋକ ସଂକ୍ରମିତ ହୋଇଛନ୍ତି । ସେହିପରି ୪ ଲକ୍ଷ ୯୦ ହଜାର ୯୩୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୨ ଲକ୍ଷ ୫୨ ହଜାର ୯୯୨ ଜଣ ଲୋକ […]

Continue Reading

ବିଶ୍ୱରେ କରୋନା ନେଇ ଜଟିଳ ପରିସ୍ଥିତି , ୯୩ ଲକ୍ଷ ଟପିଲାଣି ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ : କରୋନା ଭାଇରସ ସଂକ୍ରମଣ ତୀବ୍ର ଗତିରେ ବ୍ୟାପିବାରେ ଲାଗିଛି । ସମଗ୍ର ବିଶ୍ୱରେ ବୁଧବାର ସକାଳ ସାଢ଼େ ୬ଟା ପର୍ୟ୍ୟନ୍ତ ୪ ଲକ୍ଷ ୭୯ ହଜାର ୭୭୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ସଂକ୍ରମିତ ହୋଇଛନ୍ତି ୯୩ ଲକ୍ଷ ୫୨ ହଜାର ୬୪୫ ଜଣ । ଏପର୍ୟ୍ୟନ୍ତ ୫୦ ଲକ୍ଷ ୪୧ ହଜାର ୧୩୭ ଜଣ ଲୋକ ସୁସ୍ଥ ହୋଇଥିବା ବେଳେ ୩୮ ଲକ୍ଷ ୩୧ ହଜାର ୭୩୧ ଜଣ ରୋଗୀ ସକ୍ରିୟ ଆକ୍ରାନ୍ତ […]

Continue Reading