ବାରିପଦାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା: ୨ ମୃତ ଓ ୬ ଗୁରୁତର

ବାରିପଦାରେ ଗୋଟିଏ ଚଳନ୍ତା ଅଟୋକୁ ଜୋରରେ ଏକ ଟ୍ରକ ଦୃତ ଗତିରେ ଆସି ଧକ୍କା ଦେବା ଫଳରେ ଏକ ବଡ ଧରଣର ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ୨ ଜଣଙ୍କର ଶୋଚନୀୟ ଭାବେ ମୃତ୍ୟୁ ଘଟିଥିବାବେଳେ ୬ ଜଣ ଭୀଷଣ ଭାବେ ଗୁରୁତର ହୋଇଛନ୍ତି । ସବିଶେଷ ତଥ୍ୟ ଅନୁଯାୟୀ, ଏନଏଚ-୪୯ର ବାଙ୍ଗିରିପୋଷି ଘାଟିରେ ଗୋଟିଏ ଟ୍ରକ, ଅଟୋକୁ ଧକ୍କା ଦେବାରୁ ଏପରି ଏକ ବଡ ଦୁର୍ଘଟଣା ଘଟିଥିବା ଜଣାପଡିଛି । ଘଟଣାସ୍ଥଳରେ ହିଁ ୨ ଜଣ […]

Continue Reading

ବାରିପଦା ଅଂଚଳରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ

ଭୁବନେଶ୍ୱର : ମୟୂରଭଂଜ ଜିଲ୍ଲାର ସଦର ମହକୁମା ବାରିପଦା ଅଂଚଳରେ ହାତୀମାନଙ୍କର ଦୌରାତ୍ମ ବଢ଼ିଛି । ସହର ଉପକଣ୍ଠରେ ୫ ଜଣିଆ ହାତୀ ପଲ ଜଣେ ବୃଦ୍ଧଙ୍କୁ ଦଳି ଦେଇଛନ୍ତି । ମୃତକ ହେଲେ ଚତୁର୍ଭୁଜ ନାୟକ (୬୦) । ସୂଚନା ଅନୁସାରେ ବାରିପଦା ବନଖଣ୍ଡ ଅନ୍ତର୍ଗତ କୁକୁଡାଯୋଡ଼ି ଜଙ୍ଗଲରେ ହାତୀ ପଲ ଅଛନ୍ତି । ଏଥିରେ ୫ଟି ହାତୀ ଥିବା କୁହାଯାଉଛି । ଗତକାଲି ସ୍ଥାନୀୟ ଅଂଚଳର ଜଣେ ବୃଦ୍ଧ ହାତୀମାନଙ୍କର ହାବୁଡ଼ରେ ପଡିଯାଇଥିଲେ । […]

Continue Reading

ତାଜୁବ ଘଟଣା, ଖାସ ଲକଡାଉନ ଯୋଗୁଁ ଆତ୍ମହତ୍ୟା କଲେ ଯୁବକ

ଲକଡାଉନ ଯୋଗୁଁ ମାନସିକ ଚାପଗ୍ରସ୍ତ ହୋଇପଡିଥିଲେ ଜଣେ ଯୁବକ । ଘରୁ ପଦାକୁ ଯାଇନପାରି ବଡ ଛଟପଟ ହେଉଥିଲେ । ଏଣେ ପଦାକୁ ବାହାରିବାକୁ ଇଚ୍ଛା, ତେଣେ ପୋଲିସ ଧରିନେଇ ଜବରଦସ୍ତି କ୍ଵାରେଣ୍ଟାଇନରେ ରଖିଦେବାର ଭୟ । ଆଉ ସମ୍ଭାଳି ପାରିଲେନି ନିଜକୁ । ଶେଷରେ ମାନସିକ ଚାପରୁ ମୁକ୍ତି ପାଇବାକୁ ଆତ୍ମହତ୍ୟାର ପଥ ବାଛିନେଲେ । ଏହିଭଳି ଏକ ଅଭାବନୀୟ ଘଟଣା ଘଟିଛି ବାରିପଦାରେ । ସେ ରହୁଥିଲେ ମଧୁବନ ବଗିଚା ସାହି ୱାର୍ଡ ନମ୍ବର […]

Continue Reading

ବାରିପଦାର ଏକ ଗୋଦାମରେ ନିଆଁ, ଲକ୍ଷାଧିକ ଟଙ୍କାର ସଂପତ୍ତି ନଷ୍ଟ

ବାରିପଦା : ମୟୂରଭଞ୍ଜ ଜିଲ୍ଲାର ବାରିପଦା ସଦର ଥାନା ଅଞ୍ଚଳରେ ଥିବା ଏକ ଗୋଦାମରେ ନିଆଁ ଲାଗିବା ଫଳରେ ଲକ୍ଷାଧିକ ଟଙ୍କାର ସଂପତ୍ତି ନଷ୍ଟ ହୋଇଥିବା ଜଣାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଜାତୀୟ ରାଜପଥ-୫୫ରେ ମଞ୍ଚାବନ୍ଧାରେ ଥିବା ଏକ ଗୋଦାମରେ ଗତକାଲି ବିଳମ୍ବିତ ରାତିରେ ନିଆଁ ଲାଗିଥିଲା। ଏହି ଗୋଦାମରୁ ଧୂଆଁ ବାହାରୁଥିବାର ଦେଖି କିଛି ଲୋକ ଏଥିରେ ନିଆଁ ଲାଗିଥିବାର ସନ୍ଦେହ କରିଥିଲେ। ଏହାପରେ ସେମାନେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ତାପରେ ୪ଟି ଦମକଳ […]

Continue Reading

ବାରିପଦାରେ ବିଳମ୍ବିତ ରାତିରେ ଅଜଣା ଗାଡ଼ି ଧକ୍କାରେ ୨ ଜଣଙ୍କର ମୃତ୍ୟୁ

ବାରିପଦା : ମୟୂରଭଞ୍ଜ ଜିଲ୍ଲା ଅନ୍ତର୍ଗତ ବାରିପଦା ସଦର ଥାନା ଅଞ୍ଚଳରେ ଗତକାଲି ବିଳମ୍ବିତ ରାତ୍ରିରେ ଅଜଣା ଗାଡ଼ି ଧକ୍କାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। ମିଳିଥିବା ସୂଚନା ଅନୁସାରେ ମୟୂରଭଞ୍ଜ ଜିଲ୍ଲାର ବାରିପଦା ସଦର ଥାନା ଅନ୍ତର୍ଗତ ଜ୍ୟୋତିପୁର ଜଙ୍ଗଲ ରାସ୍ତାରେ ବିଳମ୍ବିତ ରାତ୍ରିରେ ଏହି ଦୁର୍ଘଟଣା ଘଟିଛି। ଏଥିରେ ଯେଉଁ ଦୁଇ ଜଣଙ୍କର ଘଟିଛି ସେମାନେ ହେଲେ ଇଟାମୁଣ୍ଡିଆ ଗ୍ରାମର ଗୌତମ ମହାନ୍ତ ଓ ଅଜିତ ମହାନ୍ତ । […]

Continue Reading

ମୃତଦେହ ଉଦ୍ଧାର କରାଗଲା ଟ୍ରେନ ଲାଇନ କଡରୁ

ବାରିପଦାରେ ଏକ ରେଳ ଲାଇନ କଡରୁ ଉଦ୍ଧାର କରାଯାଇଛି ଜନୈକ ଛାତ୍ରଙ୍କ ମୃତଦେହ । ମୃତକଙ୍କ ପରିଚୟ ମିଳିଛି । ସେ ହେଉଛନ୍ତି ବଇଶିଙ୍ଗା ମଛପଦାସ୍ଥିତ ଗୋପବନ୍ଧୁ ଶିକ୍ଷା ନିକେତନର ୧୦ମ ଶ୍ରେଣୀ ଛାତ୍ର । ଅନୁମାନ କରାଯାଉଛି ଯେ ଶୌଚ ପାଇଁ ବାହାରକୁ ଯାଇଥିଲେ । ସେତିକିବେଳେ ହୁଏତ ଟ୍ରେନ ଆସୁଥିଲା ।  ଟ୍ରେନରେ ପିଟି ହୋଇଯାଇ ଏଭଳି ଦୁର୍ଘଟଣାର ସେ ଶିକାର ହୋଇଛନ୍ତି । Please follow and like us:

Continue Reading

ବାରିପଦାରେ ଗାଡି ଚେକିଂ ବେଳେ ଅଭାବନୀୟ ଘଟଣା, ଗାଡି ଚାଳକଙ୍କ ଧକ୍କାରେ ଏସଆଇ ମୃତ

ବାରିପଦା : ମୟୂରଭଞ୍ଜ ଜିଲ୍ଲା ବାରିପଦାରେ ଗାଡି ଚେକିଂ ବେଳେ ଏକ ଅଭାବନୀୟ ଘଟଣା ଘଟିଛି । ଚେକିଂରୁ ଖସି ପଲାଇବାକୁ ଉଦ୍ୟମ କରୁଥିବା ଜଣେ ଗାଡି ଚାଳକଙ୍କ ଧକ୍କାରେ ଜନୈକ ଏସଆଇ ପ୍ରାଣ ହରାଇଛନ୍ତି । ସୂଚନାନୁସାରେ, ଗତକାଲି ବିଳମ୍ବିତ ରାତ୍ରରେ ବାରିପଦା ୟୁନିଭର୍ସିଟି ରୋଡରେ ଗାଡି ଚେକିଂ ଚାଲିଥିଲା । ରାତ୍ରରେ ବିନା ହେଲମେଟ ଓ ମଦ ପିଇ ଗାଡି ଚାଳକଙ୍କୁ ଅଟକ ରଖାଯାଇ ଫାଇନ ଆଦାୟ କରାଯାଉଥିଲା । ସେହି ସମୟରେ ପୋଲିସ […]

Continue Reading
odisha infocus

ହାତୀ ଦଳିଦେବାରୁ ଜଣଙ୍କର ମୃତ୍ୟୁ

ବାରିପଦାର ବେତନଟୀ ରେଞ୍ଜ ମାଛୁଆ ଗାଁ ନିକଟ ବିଲରେ ଗୋଟିଏ ହାତୀ ଆକ୍ରମଣରେ ଜଣଙ୍କର ଅମୂଲ୍ୟ ଜୀବନ ଝଡିପଡିଛି । ହାତୀଟି ଏକୁଟିଆ ପାଇ ଜନୈକ ବ୍ୟକ୍ତିଙ୍କୁ ଆକ୍ରମଣ କରି ଗୋଡରେ ଦଳିଦେବାରୁ ବ୍ୟକ୍ତିଙ୍କ ପ୍ରାଣ ବାୟୁ ଉଡିଯାଇଥିବା ସୂଚନା ମିଳିଛି । ମୃତକ ହେଉଛନ୍ତି ଜଙ୍ଗଲ ସୁରକ୍ଷା କମିଟି ସଭାପତି ଗଜେନ୍ଦ୍ର ମହାନ୍ତ ବୋଲି ଜଣାପଡିଛି । ସେ ନିଜ ଧାନଜମି ଦେଖିବାକୁ ଯାଇଥିବାବେଳେ ଦୁର୍ଭାଗ୍ୟର ଶିକାର ପାଲଟି ଯାଇଥିଲେ । କିଛିଦିନ ହେବ ମାଛୁଆ […]

Continue Reading

ଟ୍ରକ ଦୁର୍ଘଟଣାରେ ଏକ ମୃତ, ଏକ ଆହତ

ବାରିପଦା ଏନଏଚ-୪୯ ବାଙ୍ଗିରିପୋଷି ଘାଟିରେ ଘଟିଛି ଏକ ଦୁର୍ଘଟଣା । ଦୁଇଟି ଟ୍ରକ ମୁହାଁମୁହିଁ ହୋଇ ଧକ୍କା ଲାଗିବାରୁ ଦୁର୍ଘଟଣା ଘଟିଛି । ଦୃତ ଗତିରେ ଦୁଇଟି ଯାକ ଟ୍ରକ ଦୁଇଟି ପରସ୍ପରର ବିପରୀତ ଦିଗରୁ ଆସୁଥିବାବେଳେ କେହି ଅନ୍ୟ ଟ୍ରକକୁ କଟାଇ ନପାରି ପରସ୍ପର ଧକ୍କା ଲାଗିଥିଲେ । ଘଟଣାସ୍ଥଳରେ ଜଣେ ଟ୍ରକ ଡ୍ରାଇଭର ପ୍ରାଣ ହରାଇଥିବାବେଳେ ଅନ୍ୟ ଜଣେ ଡ୍ରାଇଭର ଗୁରୁତର ହୋଇଛନ୍ତି । ଗୁରୁତର ଟ୍ରକ ଡ୍ରାଇଭରଙ୍କୁ ବାଙ୍ଗିରିପୋଷି ମେଡିକାଲରେ ଭର୍ତ୍ତି କରାଯାଇଛି […]

Continue Reading