ଚିନ୍ତା ବଢାଇଲା ରାଜଧାନୀ, ଆଜି ଭୁବନେଶ୍ଵରରେ ୯୦ ପଜିଟିଭ ଚିହ୍ନଟ

ଭୁବନେଶ୍ଵର ମହାନଗର ଅଞ୍ଚଳରେ ଆଜି ୯୦ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଭୁବନେଶ୍ଵରରେ ଆଜିର ୯୦ ଆକ୍ରାନ୍ତଙ୍କୁ ମିଶାଇ ମୋଟ କରୋନ ଆକ୍ରାନ୍ତଙ୍କ ସଂଖ୍ୟା ୮୫୯କୁ ବୃଦ୍ଧି ପାଇଛି । ଆଜି ପର୍ଯ୍ୟନ୍ତ କରୋନ କବଳରୁ ସୁସ୍ଥ ହୋଇଛନ୍ତି ୩୮୫ ଜଣ । କରୋନାରେ ପ୍ରାଣ ହରାଇଛନ୍ତି ୧୧ ଜଣ । ଏବେ ବି ୪୬୨ ଜଣ ସକ୍ରିୟ କରୋନ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି । ତେବେ ଆସନ୍ତୁ ଜାଣିବା, ଭୁବନେଶ୍ଵରର କେଉଁ ଅଞ୍ଚଳରୁ […]

Continue Reading

ଭୁବନେଶ୍ଵରରେ ୫୧ ଜଣ ପଜିଟିଭ ଚିହ୍ନଟ, ଚିନ୍ତା ବଢାଉଛି ଲୋକାଲ କେସ

ଭୁବନେଶ୍ଵର ମହାନଗର ଅଞ୍ଚଳରେ ଆଜି ଆଉ ୫୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩୫ ଜଣ କ୍ଵାରେଣ୍ଟିନ ସେଣ୍ଟରରୁ ହୋଇଥିବାବେଳେ ୧୬ ଜଣ ଲୋକାଲ କଣ୍ଟାକ୍ଟରୁ ବୋଲି ସୂଚନା ମିଳିଛି । ଲୋକାଲ କେସ ବାଢୁଥିବାରୁ ଏହା ବର୍ତ୍ତମାନ ଚିନ୍ତାର କାରଣ ପାଲଟିଛି । ଭୁବନେଶ୍ଵରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଏହି ୫୧ ଜଣଙ୍କୁ ମିଶାଇ ୭୬୯କୁ ବୃଦ୍ଧି ପାଇଛି । ୩୬୧ ଜଣ କରୋନା ସଂକ୍ରମଣରୁ ସୁସ୍ଥ ହୋଇଥିବାବେଳେ ୧୦ […]

Continue Reading

ରାଜଧାନୀ ଭୁବନେଶ୍ୱରରେ ଆରମ୍ଭ ହେଲା ସେରୋ ସର୍ଭିଲାନ୍ସ ସର୍ଭେ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ଦିନକୁ ଦିନ ବଢୁଥିବା କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ରାଜଧାନୀ ଭୁବନେଶ୍ୱରରେ ଆରମ୍ଭ ହୋଇଯାଇଛି ସେରୋ ସର୍ଭିଲାନ୍ସ ସର୍ଭେ । ରାଜଧାନୀର ବିଭିନ୍ନ ୱାର୍ଡ଼ରେ ବୁଲିବୁଲି ଲ୍ୟାବ ଅଧିକାରୀ ନମୁନା ସଂଗ୍ରହ କରୁଛନ୍ତି । ତେବେ ପ୍ରଥମ ପର୍ୟ୍ୟାୟରେ ୨୫୦୦ ଲୋକଙ୍କ ଟେଷ୍ଟ କରିବାକୁ ଲକ୍ଷ୍ୟ ରଖାଯାଇଛି । ପୁଣି ଆଉ ୪ ସପ୍ତାହ ପରେ ଆଉ ୨୫୦୦ ଲୋକଙ୍କ ଟେଷ୍ଟ କରାଯିବ । ଏବେ ୫ଟି କ୍ଲଷ୍ଟରରେ ସେରୋ […]

Continue Reading

ରାଜଧାନୀ ଭୁବନେଶ୍ୱରରେ ଆଜି ଆଉ ୩୮ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର : ଶନିବାର ରାଜଧାନୀ ଭୁବନେଶ୍ୱରରୁ ଆଉ ୩୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୨୬ଜଣ କ୍ୱାରେଣ୍ଟାଇନରେ ଥିବା ବେଳେ ୧୨ଜଣ ହେଉଛନ୍ତି ସ୍ଥାନୀୟ ସଂକ୍ରମିତ । ଆହୁରି ମଧ୍ୟ ୬ଜଣ ଆରୋଗ୍ୟ ଲାଭ କରିଥିବା ବିଏମସି ଟ୍ୱିଟ୍ କରି ସୂଚନା ଦେଇଛି । ଚିହ୍ନଟ ହୋଇଥିବା ସ୍ଥାନୀୟ ସଂକ୍ରମିତମାନେ ହେଲେ, କୋଳଥିଆର ଜଣେ ୫୮ ବର୍ଷର ବ୍ୟକ୍ତି, ପୋଖରୀପୁଟର କାର୍ଗିଲ ବସ୍ତିର ୪୦ ବର୍ଷର ବ୍ୟକ୍ତି, ଭିମଟାଙ୍ଗୀର ୫୭ ବର୍ଷର ବ୍ୟକ୍ତି, […]

Continue Reading

ଭୁବନେଶ୍ଵରରେ କେବଳ ୩୨ ପଜିଟିଭ ଚିହ୍ନଟ, ଜାଣନ୍ତୁ କେଉଁଠୁ କେତେ

ଆଜି ରାଜ୍ୟରେ ୫୭୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଭୁବନେଶ୍ଵରରେ ୩୨ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୪ ଜଣ କ୍ଵାରେଣ୍ଟିନ ସେଣ୍ଟରର ହୋଇଥିବାବେଳେ ୧୮ ଜଣ ହେଉଛନ୍ତି ସ୍ଥାନୀୟ ଅଞ୍ଚଳର । ଲୋକାଲ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ତାହା ରାଜ୍ୟ ସରକାରଙ୍କର ଚିନ୍ତାର କାରଣ ପାଲଟିଛି । ଜଣେ ନୟାପଲ୍ଲୀ ଆଇଆରସି ଭିଲେଜରୁ, ଅନ୍ୟ ଜଣେ ବ୍ରିଟ କଲୋନୀରୁ, ଜଣେ ଆକ୍ରାନ୍ତ ଭୀମଟାଙ୍ଗୀ ପିପୁଲ୍ସ ବସ୍ତିରୁ ଚିହ୍ନଟ ହୋଇଛନ୍ତି । ଜଣେ […]

Continue Reading
odisha infocus

ସ୍ଵେଚ୍ଛାସେବୀ ଆଦିତ୍ୟ ଦାସଙ୍କ ସନ୍ଦେହଜନକ ମୃତ୍ୟୁ

ଭୁବନେଶ୍ୱର : ରାଜଧାନୀରେ ସ୍ଵେଚ୍ଛାସେବୀ ଆଦିତ୍ୟ ଦାସଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି । ମଙ୍ଗଳବାର ଲିଙ୍ଗରାଜ ଷ୍ଟେସନ ରେଳ ଲାଇନ୍ କଡ଼ରୁ ଆଦିତ୍ୟଙ୍କ ମୃତଦେହ ଉଦ୍ଧାର ହୋଇଛି। ଘଟଣାସ୍ଥଳରେ ରେଲଓ୍ଵେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ଏହା ହତ୍ୟା ବା ଆତ୍ମହତ୍ୟା ତାହା ଜଣାପଡିନାହିଁ । ଆଦିତ୍ୟ ଗତ ମାସ ୯ ତାରିଖରେ ବିବାହ କରିଥିଲେ। ଗତକାଲି ସ୍ତ୍ରୀଙ୍କ ସହ ତାଙ୍କର ସାମାନ୍ୟ ବଚସା ହୋଇଥିଲା। ଆଦିତ୍ୟ ସନ୍ଧ୍ୟାରେ ରାଗି ପାଟିତୁଣ୍ଡ କରିଥିଲେ। ଏହାପରେ […]

Continue Reading

ରାଜଧାନୀରେ ବେକାବୁ କରୋନା , ଭୁବନେଶ୍ୱରରୁ ପୁଣି ୧୯ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ ବଢିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ରାଜ୍ୟରେ ୪୬୯ଜଣ କରୋନା ସଂକ୍ରମିତଙ୍କ ଚିହ୍ନଟ ହୋଇଛନ୍ତି । ସେହିପରି ରବିବାର ଦିନ ରାଜଧାନୀ ଭୁବନେଶ୍ୱରରୁ ଆଉ ୧୯ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୯ ଜଣ କ୍ୱାରେଣ୍ଟାଇନରେ ଥିବା ବେଳେ ୮ଜଣ ହେଉଛନ୍ତି ସ୍ଥାନୀୟ ସଂକ୍ରମିତ । ୨ଜଣ କରୋନା ଯୋଦ୍ଧା ସଂକ୍ରମିତ ହୋଇଛନ୍ତି । ସେହିପରି ୨୩ଜଣ ଆରୋଗ୍ୟ ଲାଭ କରିଛନ୍ତି । ଏହାକୁ […]

Continue Reading

ଭୁବନେଶ୍ଵର ଛାତିରେ ଜଳୁଛି କରୋନା ନିଆଁ, ଦିନକରେ ୪୫ ପଜିଟିଭ ଚିହ୍ନଟ

କରୋନା କବଳରେ ସାରା ଓଡିଶା ଛଟପତ ହେଉଥିବାବେଳେ ରାଜଧାନୀରେ ମଧ୍ୟ ତାର କରାଳ ରୂପ ଦେଖିବାକୁ ମିଳିଛି । ଓଡିଶାରେ ଆଜି ୪୯୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଭୁବନେଶ୍ଵରରେ ଆଜି ୪୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ୪୫ ଜଣ ମଧ୍ୟରୁ ୩୭ କ୍ଵାରେଣ୍ଟିନ ସେଣ୍ଟରର ହୋଇଥିବାବେଳେ ୮ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି । ଆଜି ମଞ୍ଚେଶ୍ଵର ପ୍ରତିଦିନ ଅଫିସ ନିକଟରୁ ଆଉ ୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି […]

Continue Reading

ରହସ୍ୟ ଘେରରେ ରାଜଧାନୀ ଭୁବନେଶ୍ଵରରେ ଉଦ୍ଧାର ନବ ଦମ୍ପତିଙ୍କ ମୃତଦେହ

ଭୁବନେଶ୍ଵର : ଘର ସଂସାର ଆରମ୍ଭ ନହେଉଣୁ ସବୁ କିଛି ହୋଇଗଲା ଛାରଖାର। ରାଜଧାନୀର ଏକ ଘର ଭିତରୁ ମିଳିଲା ନବ ଦମ୍ପତ୍ତିଙ୍କ ମୃତଦେହ। ଭୁବନେଶ୍ଵର ଲିଙ୍ଗରାଜ ଥାନା କେଉଟ ସାହିରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ସ୍ଥାନୀୟ ଲୋକେ ଏନେଇ ଖବର ପାଇବା ପରେ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଵାମୀର ଫ୍ୟାନରେ ଝୁଲନ୍ତା ମୃତଦେହ ଉଦ୍ଧାର କରିଥିବା ବେଳେ ବେଡ୍ ତଳେ […]

Continue Reading

ଭୁବନେଶ୍ଵରରେ ଖୋଲିଲା ପାର୍କ ତେବେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତ୍ଵକୁ ଗୁରୁତ୍ଵ

ଭୁବନେଶ୍ଵର : ୨ ମାସ ପରେ ପାର୍କଗୁଡ଼ିକୁ ସର୍ବସାଧାରଣଙ୍କ ପାଇଁ ଖୋଲା ଯାଇଛି । ପାର୍କ ଖୋଲାଯିବା ପରେ ଲୋକମାନେ ଜଗିଂ, ବ୍ୟାୟାମ କରୁଥିବା ଦେଖାଯାଇଛି । ତେବେ ବିଭିନ୍ନ ପାର୍କ ସମ୍ମୁଖରେ ଏଥିପାଇଁ ଆବଶ୍ୟକୀୟ ସୂଚନା ଓ ସତର୍କତା ଜାରି କରାଯାଇଥିବା ନୋଟିସ ଲାଗିଛି । ପାର୍କରେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତ୍ବକୁ ବାଧ୍ୟତାମୂଳକ କରାଯାଇଛି । ପାର୍କ ଖୋଲିବା ପରେ ସାଧାରଣ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ଉଲ୍ଲେଖଯୋଗ୍ୟ ଯେ […]

Continue Reading