ଆଜି ପଣ୍ଡିତ ଗୋପବନ୍ଧୁ ଦାସ ଙ୍କ ଜୟନ୍ତୀ

ପୁରୀ : ଆଜି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ । ୧୮୭୭ ମସିହା ଅକ୍ଟୋବର ୯ ତାରିଖରେ ପୁରୀ ଜିଲ୍ଲା ସୁଆଣ୍ଡ ଗ୍ରାମରେ ଜନ୍ମ ନେଇଥିଲେ ଦେଶର ବରପୁତ୍ର । ସାରା ଜୀବନ ସମାଜ ପାଇଁ ଉତ୍ସଗ୍ରୀକୃତ କରିଦେଇଥିଲେ । ଓଡିଆ ଜାତିର ଉନ୍ନତି ପାଇଁ ତାଙ୍କର ଅବଦାନ ଅତୁଳନୀୟ ଥିଲା । ଜନ୍ମ ଦିନରେ ତାଙ୍କ ଜନ୍ମମାଟି ସୁଆଣ୍ଡ ଗ୍ରାମରେ ପହଁଞ୍ଚି ଗୋପବନ୍ଧୁଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବାକୁ ଭିଡ଼ ଜମିଛି । ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି […]

Continue Reading