ରାଜ୍ୟର ବନ୍ୟା ସ୍ଥିତି ଆକଳନ ପାଇଁ ଆଜି ଆସି ପହଞ୍ଚିଛନ୍ତି କେନ୍ଦ୍ରୀୟ ଟିମ୍

ଭୁବନେଶ୍ୱର : ବନ୍ୟା ସ୍ଥିତି ତଦାରଖ ପାଇଁ ଆଜି ଭୁବନେଶ୍ବରରେ ଆସି ପହଞ୍ଚିଛନ୍ତି ୬ ଜଣିଆ କେନ୍ଦ୍ରୀୟ ଟିମ୍ । ୨ ଦିନିଆ ଓଡିଶା ଗସ୍ତରେ ଆସି କ୍ଷେତ୍ର ପରିଦର୍ଶନ କରିବ ଟିମ୍ । ଗୃହ ବିଭାଗ ଯୁଗ୍ମ ସଚିବଙ୍କ ନେତୃତ୍ଵରେ ୬ ଜଣିଆ କେନ୍ଦ୍ରୀୟ ପ୍ରତିନିଧି ଦଳ ରାଜ୍ୟରେ ବନ୍ୟା କ୍ଷୟକ୍ଷତି ଆକଳନ କରିବ । ଏହି ଦଳରେ କୃଷି, ଜଳସଂପଦ ଓ ସଡକ ପରିବହନ ବିଭାଗ ସଦସ୍ୟ ସାମିଲ ଅଛନ୍ତି । ବନ୍ୟା କ୍ଷତିଗ୍ରସ୍ତ […]

Continue Reading