୧୭୦୦ ଟପିଲା କରୋନା ଭାଇରସରେ ମୃତକଙ୍କ ସଂଖ୍ୟା

ନୂଆଦିଲ୍ଲୀ : ଚୀନରୁ ବ୍ୟାପିଥିବା କରୋନା ଭାଇରସରେ ମୃତକଙ୍କ ସଂଖ୍ୟା ୧୭୬୫ରେ ପହଞ୍ଚିଛି । ସ୍ଥିତି ଦିନକୁ ଦିନ ଆହୁରି ବିପଦ ଆଡ଼କୁ ଗତି କରୁଛି । କରୋନା ଭାଇରସର କେନ୍ଦ୍ରସ୍ଥଳ ପାଲଟିଥିବା ହୁବେଇ ରାଜ୍ୟରେ ଏହି ସଂକ୍ରମଣରେ ୧୬୯୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏଥିରୁ ରବିବାର କେବଳ ୧୦୦ ଜଣ ଜୀବନ ହରାଇଛନ୍ତି । ସେହିଭଳି ୧୯୩୩ ଜଣଙ୍କ ଠାରେ ନୂତନ ଭାବେ କରୋନା ଭାଇସର ଦେଖିବାକୁ ମିଳିଛି । ଚୀନର ନ୍ୟାସନାଲ ହେଲଥ […]

Continue Reading

କରୋନା ଭାଇରସ ଜନିତ ମୃତ୍ୟୁ ସଂଖ୍ୟା ୧୬୦୦କୁ ବୃଦ୍ଧି

ବେଜିଂ : ଚୀନରେ ଆତଙ୍କ ଖେଳାଇଥିବା କରୋନା ଭୂତାଣୁ ସଂକ୍ରମଣ ଜନିତ ବ୍ୟାଧିରେ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ସରକାରୀ ଭାବେ ୧୬୬୫ ହୋଇଛି। ଏହି ରୋଗର ଉତ୍ପତ୍ତିସ୍ଥଳ କୁହାଯାଉଥିବା ହୁବେଇ ପ୍ରଦେଶରେ ଶନିବାର ଗୋଟିଏ ଦିନରେ ୧୩୯ ଜଣଙ୍କର ମୃତ୍ୟୁ ଘଟିଛି। ଏହି ରାଜ୍ୟର ଜଣେ ପ୍ରାଦେଶିକ ଅଧିକାରୀ କହିଛନ୍ତି, ୧୮୪୩ ଜଣ ନୂଆ ରୋଗୀଙ୍କୁ ଚିହ୍ନଟ କରାଯାଇଛି ଏବଂ ସମଗ୍ର ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୬୮,୫୦୦ ଟପିଛି। ଏପର୍ୟ୍ୟନ୍ତ ହୁବେଇ ପ୍ରଦେଶରେ ସର୍ବାଧିକ ଲୋକଙ୍କର […]

Continue Reading

କରୋନା ଭୂତାଣୁ ଜନିତ ମୃତ୍ୟୁ ସଂଖ୍ୟା ୧୪୦୦ ପାର, ଉହାନ ସହର ବେଶୀ ପ୍ରଭାବିତ

ବେଜିଂ : ଚୀନରେ କରୋନା ଭୂତାଣୁ ଜନିତ ମୃତ୍ୟୁ ସଂଖ୍ୟା ୧୪୮୩ରେ ପହଞ୍ଚିଛି। ଗତ ଗୁରୁବାର ଏହି ଭୂତାଣୁ ଯୋଗୁ ୧୧୬ ଜଣଙ୍କ ମୃତ୍ୟୁ ଘଟିଛି। ବୁଧବାର ସର୍ବାଧିକ ୨୪୨ ଜଣଙ୍କ ମୃତ୍ୟୁ ହୋଇଥିଲା। ଅନ୍ୟପଟେ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ଦ୍ରୁତଗତିରେ ବଢ଼ିବାରେ ଲାଗି। ଗୁରୁବାର ସୁଦ୍ଧା ଏହି ଭୂତାଣୁ ଦ୍ବାରା ଦେଶରେ ୬୫ ହଜାରରୁ ଅଧିକ ଆକ୍ରାନ୍ତ ହୋଇଥିବା ଚୀନ ଜାତୀୟ ସ୍ବାସ୍ଥ୍ୟ କମିଶନଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଚୀନର ହୁୱେଇ ପ୍ରଦେଶର ରାଜଧାନୀ ଉହାନ […]

Continue Reading

କରୋନା ଭାଇରସରେ ମୃତ୍ୟୁ ସଂଖ୍ୟା ୧୩୦୦ ରୁ ଉର୍ଦ୍ଧ୍ଵ

ନୂଆଦିଲ୍ଲୀ : ସାରା ବିଶ୍ୱରେ ଆତଙ୍କ ଖେଳାଇଛି କରୋନା ଭାଇରସ । ଚୀନରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ଲଗାତାର ବଢିବାରେ ଲାଗିଛି । ଏବେ ଏହି କରୋନା ଭାଇରସ ମୃତ୍ୟୁ ସଂଖ୍ୟା ୧୩୫୦ ପାର କରିଯାଇଛି ବୋଲି ଜଣାପଡ଼ିଛି । ଗତକାଲି ଚୀନର ହୁବେଇ ପ୍ରାନ୍ତରେ ଗୋଟିଏ ଦିନରେ ୨୪୨ ଜଣ କରୋନା ଆକ୍ରାନ୍ତ ରୋଗୀଙ୍କ ଜୀବନ ଯାଇଥିବାବେଳେ ୧୫୦୦୦ ନୂଆ ରୋଗୀ ଚିହ୍ନଟ ହୋଇଥିବା ଜଣାପଡିଛି । ଗୋଟିଏ ଦିନରେ ଏତେ ସଂଖ୍ୟକ […]

Continue Reading

କରୋନା ଭାଇରସ ; ମୃତ୍ୟୁ ସଂଖ୍ୟା ୧୧୦୦ ପାର, ବିଶ୍ୱରେ ଆତଙ୍କ

ଚୀନ : ସାରା ବିଶ୍ୱରେ ଆତଙ୍କ ଖେଳାଇଛି କରୋନା ଭାଇରସ । ଚୀନରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ଲଗାତାର ବଢିବାରେ ଲାଗିଛି । ଏବେ ଏହି କରୋନା ଭାଇରସ ମୃତ୍ୟୁ ସଂଖ୍ୟା ୧୧୦୦ ପାର କରିଯାଇଛି ବୋଲି ଜଣାପଡ଼ିଛି । କରୋନା ଭାଇରସରେ ଏପର୍ୟ୍ୟନ୍ତ ୪୪,୨୦୦ରୁ ଅଧିକ ଲୋକ ଆକ୍ରାନ୍ତ ଥିବା ଜଣାପଡ଼ିଛି । ମଙ୍ଗଳବାର ଦିନ ଚୀନରେ ଗୋଟିଏ ଦିନରେ ହିଁ ୯୦ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ସେହିପରି ମଙ୍ଗଳବାର ଦିନ […]

Continue Reading

ଚୀନରେ କରୋନା ମୃତ୍ୟୁ ସଂଖ୍ୟା ୧୦୦୦ କୁ ବୃଦ୍ଧି

ବେଜିଂ : ସାରା ବିଶ୍ୱରେ ଆତଙ୍କ ଖେଳାଇଛି କରୋନା ଭାଇରସ । ଚୀନରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ଲଗାତାର ବଢିବାରେ ଲାଗିଛି । ଏବେ ଏହି କରୋନା ଭାଇରସରେ ମୃତ୍ୟୁ ସଂଖ୍ୟା ୧୦୧୬ରେ ପହଞ୍ଚିଛି । କରୋନା ଭାଇରସରେ ଏପର୍ୟ୍ୟନ୍ତ ୪୨,୬୦୦ରୁ ଅଧିକ ଲୋକ ଆକ୍ରାନ୍ତ ଥିବା ଜଣାପଡ଼ିଛି । ରବହିବାର ଦିନ ଚୀନରେ ଗୋଟିଏ ଦିନରେ ହିଁ ୯୭ଜଣଙ୍କ ମୃତ୍ୟୁ ଘଟିଛି । ସେହିପରି ରବିବାର ଦିନ ୪୦୦୮ଟି ନୂଆ କେସ ସାମନାକୁ […]

Continue Reading

କରୋନା ମୃତ୍ୟୁ ସଂଖ୍ୟା ୯୦୨ରେ ପହଞ୍ଚିଲା

ବେଜିଂ : ଚୀନରେ ସୃଷ୍ଟି ହୋଇଥିବା କରୋନା ଭାଇସର ସଂସ୍ପର୍ଶରେ ଆସି ଏଯାଏଁ ୯୦୨ ଜଣ ଲୋକଙ୍କର ମୃତ୍ୟୁ ହୋଇଥିବା ଗଣମାଧ୍ୟମର ରିପୋର୍ଟରୁ ଜଣାପଡ଼ିଛି । ମୃତକମାନଙ୍କ ମଧ୍ୟରୁ ୯୦୧ ଜଣ ଚୀନର ନାଗରିକ ହୋଇଥିଲା ବେଳେ ୨ ଜଣ ହଙ୍ଗକଙ୍ଗ ଓ ଫିଲିପାଇନ୍ସ ନାଗରିକ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତରଫରୁ ଗଣମାଧ୍ୟମକୁ ମିଳିଥିବା ତଥ୍ୟ ଅନୁସାରେ ୨୦୦୨ ଓ ୨୦୦୩ରେ ସାର୍ସ ସଂକ୍ରମଣ ଯୋଗୁଁ ୭୭୪ ଜଣ ଲୋକଙ୍କର ମୃତ୍ୟୁ ହୋଇଥିଲା ଏବଂ ୮୦୯୬ […]

Continue Reading

କରୋନା ଭାଇରସ; ଚୀନରେ ୭୧୭ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା

ବେଜିଂ: ଚୀନରେ ସୃଷ୍ଟି ହୋଇଥିବା କରୋନା ଭାଇରସର ମୃତ୍ୟୁ ସଂଖ୍ୟା ୭୧୭ରେ ପହଞ୍ଚିଥିବା ଗଣମାଧ୍ୟମର ରିପୋର୍ଟରୁ ଜଣାପଡ଼ିଛି । ହୁବେଇ ରାଜ୍ୟରେ ପୁଣି ୮୧ ଜଣ ଲୋକଙ୍କ ମୃତ୍ୟୁ ହୋଇଛି । ଏମାନଙ୍କ ମଧ୍ୟରୁ ଉହାନ ସହରରେ ଅଧିକାଂଶ କରୋନା ଭାଇରସର ଶିକାର ହୋଇଛନ୍ତି । ଚୀନର ସ୍ୱାସ୍ଥ୍ୟ କମିଶନର ଗଣମାଧ୍ୟମକୁ ଏହି ତଥ୍ୟ ପ୍ରଦାନ କରିଛନ୍ତି । ହୁବେଇରେ କରୋନା ଭାଇରସ ଯୋଗୁଁ ୨୮୪୧ ଜଣ ଲୋକ ନୂତତ ଭାବେ ସଂକ୍ରମିତ ଥିଲା ବେଳେ ପୂରା […]

Continue Reading

‘କରୋନା’ ଭାଇରସ ଦ୍ୱାରା ୪୦୦ ଟପିଲା ମୃତ ସଂଖ୍ୟା

ବେଜିଂ : ଚୀନରେ ‘କରୋନା’ ଭୂତାଣୁ ଯୋଗୁ ମଙ୍ଗଳବାର ସୁଦ୍ଧା ମୃତ୍ୟୁ ସଂଖ୍ୟା ୪୨୫ରେ ପହଞ୍ଚିଛି। ସୋମବାର ସୁଦ୍ଧା ୩୬୩ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଗତ ୨୪ ଘଣ୍ଟାରେ ଆଉ ୬୨ ଜଣ ଏହି ଭୂତାଣୁ କବଳରେ ଆସି ପ୍ରାଣ ହରାଇଛନ୍ତି। ସେହିପରି ଆକ୍ରାନ୍ତଙ୍କ ସଂଖ୍ୟା ୨୦ ହଜାର ୪୦୦ରେ ପହଞ୍ଚିଛି। ଗୋଟିଏ ପଟେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ି ଚାଲିଥିବାବେଳେ ଏଥିରୁ ବର୍ତ୍ତିବା ଲାଗି ଆବଶ୍ୟକ ଥିବା ସର୍ଜିକାଲ ମାସ୍କ ଏବଂ […]

Continue Reading

ଚୀନରେ କରୋନା ଭାଇରସ ପାଇଁ ଗଡୁଛି ଗୋଟେ ପରେ ଗୋଟେ ମୁଣ୍ଡ , ମୃତ୍ୟୁ ସଂଖ୍ୟା ୩୬୧କୁ ବୃଦ୍ଧି

ବେଜିଂ : କରୋନା ଭାଇରସ ଯୋଗୁ ଚୀନରେ ମୃତ୍ୟୁ ସଂଖ୍ୟା ୩୬୧କୁ ବୃଦ୍ଧି ପାଇଛି। କେବଳ ଗତ ୨୪ ଘଣ୍ଟା ମଧ୍ୟରେ ୫୭ ଜଣ ପ୍ରାଣ ହରାଇଛନ୍ତି। ଏହା ସହିତ ୨୮୨୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଏମାନଙ୍କ ସଂଖ୍ୟା ବଢ଼ି ୧୭ ହଜାର ୨୦୫ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୯ ହଜାର ୨୫୦ ଜଣଙ୍କର ହସ୍ପିଟାଲରେ ଚିକିତ୍ସା ଚାଲିଛି। ୪୭୮ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ଚୀନର ଜାତୀୟ ସ୍ବାସ୍ଥ୍ୟ ଆୟୋଗ ପକ୍ଷରୁ ସୂଚନା ଦିଆଯାଇଛି। […]

Continue Reading