ରାଜ୍ୟରେ କମୁଛି ସୁସ୍ଥ ହାର, ସକାଳେ ୪୫୬ ଜଣ ଆକ୍ରାନ୍ତ ହୋଇଥିବାବେଳେ ସୁସ୍ଥ ହେଲେ ଆଜି ମାତ୍ର ୨୬୨ ଜଣ

ରାଜ୍ୟ ପାଇଁ ପୁଣି ଚିନ୍ତାରେ ପକାଇଦେଇଛି ଦୈନିକ ସଂକ୍ରମିତ ତୁଳନାରେ ସୁସ୍ଥ ହାର । ସକାଳେ ଆଜି ୪୫୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଏବେ ଖବର ଆସିଛି ମାତ୍ର ୨୬୨ ଜଣ ସୁସ୍ଥ ହୋଇଛନ୍ତି । ଅର୍ଥାତ ପ୍ରାୟ ୫୫% ଆରୋଗ୍ୟ ଲାଭ କରିଛନ୍ତି, ଯାହା କି ରାଜ୍ୟ ପାଇଁ ବଡ ଚିନ୍ତାର ବିଷୟ । ତେବେ ଆଜିର ୨୬୨ ସୁସ୍ଥଙ୍କୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୬୪୮୬କୁ ବୃଦ୍ଧି ପାଇଛି । ଗଞ୍ଜାମରୁ […]

Continue Reading

ଦେଶରେ ଅଣାୟତ ସ୍ଥିତିରେ କରୋନା , ବଢୁଛି ସଂକ୍ରମିତଙ୍କ ସଂଖ୍ୟା ଆଉ ମୃତ୍ୟୁସଂଖ୍ୟା ୧୯୨୬୮କୁ ବୃଦ୍ଧି

ନୂଆଦିଲ୍ଲୀ : ଭାରତରେ ହୁ ହୁ ହୋଇ ବଢ଼ି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ପୁଣି ଦେଶରେ ରେକର୍ଡ ଭାଙ୍ଗିଛି ମହାମାରୀ କରୋନା ସଂକ୍ରମିତ ଚିହ୍ନଟ ସଂଖ୍ୟା। ଆଜି ପ୍ରାୟ ୨୫ ହଜାର ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୬ ଲକ୍ଷ ୭୩ ହଜାର ଟପିଥିବା ବେଳେ ମୃତ୍ୟୁ ସଂଖ୍ୟା ୧୯ ହଜାର ୨୬୮ ଛୁଇଁଲାଣି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା […]

Continue Reading

ରାଜ୍ୟରେ ଆଜି କରୋନା ନେଲା ପୁଣି ୨ ମୁଣ୍ଡ, ସଂକ୍ରମିତ ହେଲେ ଆଜି ଆଉ ୪୬୯ ଜଣ

ଆଜି ପୁଣି ରାଜ୍ୟରେ କରୋନା ନେଇଛି ୨ଟି ମୁଣ୍ଡ । ମୃତକ ଦୁଇଜଣରୁ ଜଣେ ଗଜପତି ଜିଲ୍ଲାର ହୋଇଥିବାବେଳେ ଅନ୍ୟ ଜଣଙ୍କ ସୁନ୍ଦଗଡ ଜିଲ୍ଲାର ବୋଲି ରାଜ୍ୟ ସ୍ଵସ୍ଥ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନାରୁ ଜଣାପଡିଛି । ସେପରି ରାଜ୍ୟ ସୂଚନା ଓ ଲୋକସମପର ବିଭାଗ ସୂଚନା ଅନୁସାରେ ଆଜି ରାଜ୍ୟରେ ପୁଣି ୪୬୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତନ୍ମଧ୍ୟରେ କ୍ଵାରେଣ୍ଟିନ ସେଣ୍ଟରରୁ ୩୧୭ଜଣ ଚିହ୍ନଟ ହୋଇଥିବାବେଳେ ବାକି […]

Continue Reading

ରାଜ୍ୟରେ ଆଜି କାରୋନା ନେଲା ୫ଟି ଅମୂଲ୍ୟ ଜୀବନ, ମୃତ୍ୟୁସଂଖ୍ୟା ୩୪କୁ ବୃଦ୍ଧି

ଆଜି ରାଜ୍ୟରେ କାରୋନା ନେଇଯାଇଛି ୫ଟି ଅମୂଲ୍ୟ ଜୀବନ ।  ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଆଜିର ଏହି ୫ ମୃତକଙ୍କୁ ମିଶାଇ ରାଜ୍ୟରେ ଏ ଯାବତ କେବଳ କରୋନରେ ୩୪ ଜଣ ପ୍ରାଣ ହରାଇଛନ୍ତି । ତେବେ ଆଉ ୮ ଜଣ କାରୋନା ଆକ୍ରାନ୍ତ ବ୍ୟକ୍ତି ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବା ଜଣାପଡିଛି । ଆଜିର ୫ ମୃତକଙ୍କ ମଧ୍ୟରୁ ୩ ଜଣ ଗଞ୍ଜାମ ଜିଲ୍ଲାର ହୋଇଥିବାବେଳେ […]

Continue Reading

ରାଜ୍ୟର ୧୪ଟି ଜିଲ୍ଲାରୁ ଆଜି ୪୯୫ କରୋନା ପଜିଟିଭ ଚିହ୍ନଟ, ମୋଟ ଆକ୍ରାନ୍ତ ସଂଖ୍ୟା ୮୬୦୧କୁ ବୃଦ୍ଧି

ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଆଜି ରାଜ୍ୟରେ ୧୪ଟି ଜିଲ୍ଲାରୁ ୪୯୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୪୯୫ ଜଣଙ୍କ ମଧ୍ୟରୁ ୩୫୫ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ୧୪୦ ଜଣ ସ୍ଥାନୀୟ ସଂସ୍ପର୍ଶରେ ଚିହ୍ନଟ ହୋଇଥିବା ଜଣାପଡିଛି । ଏହାଫଳରେ ରାଜ୍ୟରେ ମୋଟ ସଂକ୍ରମିତ ସଂଖ୍ୟା ୮୬୦୧କୁ ବୃଦ୍ଧି ପାଇଛି । ଏ ଯାବତ ସୁସ୍ଥ ହୋଇଛନ୍ତି ୫୭୦୫ ଜଣ ଆଉ ସକ୍ରିୟ ଆକ୍ରାନ୍ତ […]

Continue Reading

ବିଶ୍ୱରେ କରୋନା କବଳରେ ୧ କୋଟି ୧୧ ଲକ୍ଷ ପାର ସଂକ୍ରମିତଙ୍କ ସଂଖ୍ୟା

ନୂଆଦିଲ୍ଲୀ : ମହାମାରୀ କରୋନା ଭାଇରସ ଲାଗି ସମଗ୍ର ବିଶ୍ୱରେ ଏକ କୋଟି ୧୧ ଲକ୍ଷ ୮୨ ହଜାର ୫୬୭ ଜଣ ସଂକ୍ରମିତ ହୋଇସାରିଛନ୍ତି । ଶନିବାର ସକାଳ ସାଢ଼େ ୬ଟା ମଧ୍ୟରେ ସାରା ବିଶ୍ୱରେ ୫ ଲକ୍ଷ ୨୮ ହଜାର ୪୦୯ ଜଣଙ୍କର ମୃତ୍ୟୁ ହୋଇଛି । ଏପର୍ୟ୍ୟନ୍ତ ୬୨ ଲକ୍ଷ ୯୨ ହଜାର ୫୨୩ ଜଣ ସୁସ୍ଥ ହୋଇଥିବା ବେଳେ ୪୩ ଲକ୍ଷ ୬୧ ହଜାର ୬୪୪ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି […]

Continue Reading

ଦେଶରେ କରୋନା ନେଇ ଉଦ୍ୱେଗଜନକ ସ୍ଥିତି , ୨୪ ଘଣ୍ଟାରେ ଦେଶରେ ୧୯ ହଜାର ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ : ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୬ ଲକ୍ଷ ଅତିକ୍ରମ କରିଛି। ଗତ ୨୪ ଘଣ୍ଟାରେ ଦେଶରେ ୧୯ ହଜାର ୧୪୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୬ ଲକ୍ଷ ୪ ହଜାର ୬୪୧କୁ ବୃଦ୍ଧି ପାଇଛି। ସେହିପରି ଦିନକରେ ୪୩୪ ରୋଗୀଙ୍କ ମୃତ୍ୟୁ ଘଟିଛି। ଏହା ସହିତ ମୃତ୍ୟୁ ସଂଖ୍ୟା ୧୭ ହଜାର ୮୩୪ରେ ପହଞ୍ଚିଛି। ବର୍ତ୍ତମାନ ୨ ଲକ୍ଷ ୨୬ ଜହାର ୯୪୭ ଜଣ ସକ୍ରିୟ ରୋଗୀ ଥିବାବେଳେ […]

Continue Reading

ରାଜ୍ୟରେ ୨୨୯ ଆକ୍ରାନ୍ତ ଚିହ୍ନଟ, ତେବେ ଚିନ୍ତା ବଢାଇଲାଣି ସ୍ଥାନୀୟ ମାମଲା

ଆଜି ରାଜ୍ୟର ୧୯ଟି ଜିଲ୍ଲାରୁ ୨୨୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ନେଇ ସୂଚନା ଦେଇଛି ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ । ସବୁଠୁ ଚିନ୍ତାଜନକ କଥା ହେଉଛି ଆଜି ଚିହ୍ନଟ ୨୨୯ରୁ ୧୯୩ ଜଣ ସଙ୍ଗରୋଧ କେନ୍ଦ୍ରର ହୋଇଥିବାବେଳେ ୩୬ ଜଣ ହେଉଛନ୍ତି ସ୍ଥାନୀୟ ଅଞ୍ଚଳର । ସ୍ଥାନୀୟ ଲୋକଙ୍କ ସଂକ୍ରମିତ ସଂଖ୍ୟା ଏବେ ଧୀରେ ଧୀରେ ବଢିବା ରାଜ୍ୟ ପାଇଁ ବଡ ଉଦ୍ବେଗଜଣକ ସ୍ଥିତି ସୃଷ୍ଟି କରିଛି । ପୂର୍ବରୁ ଏତେ […]

Continue Reading

ରାଜ୍ୟରେ ସୁସ୍ଥ ହେଲେ ୧୬୪ ଜଣ, ମୋଟ ସୁସ୍ଥ ସଂଖ୍ୟା ୫୩୫୩କୁ ବୃଦ୍ଧି

ଆଜି ରାଜ୍ୟରେ ୧୧ଟି ଜିଲ୍ଲାରୁ ପୁଣି ୧୬୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ଯାଣ ବିଭାଗ ସୂଚନା ଦେଇଛି । ଫଳରେ ମୋଟ ସୁସ୍ଥ ସଂଖ୍ୟା ୫୩୫୩କୁ ବୃଦ୍ଧି ପାଇଛି । ସେହିପରି ସକ୍ରିୟ ଆକ୍ରାନ୍ତ ସଂଖ୍ୟା ୧୯୩୦କୁ ହ୍ରାସ ପାଇଛି । ଆଜି ସକାଳେ ୨୫୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ ସଂକ୍ରମିତ ସଂଖ୍ୟା ୭୩୧୬କୁ ବୃଦ୍ଧି ପାଇଥିଲା । ସୁସ୍ଥ ୧୬୪ ଜଣଙ୍କ […]

Continue Reading

କରୋନା ସଂକ୍ରମଣରେ ରାଜ୍ୟରେ ଆଜି ଗଡିଲା ଆଉ ଗୋଟେ ମୁଣ୍ଡ

ଭୁବନେଶ୍ୱର : ରାଜ୍ୟରେ ଆଉ ଏକ ଜୀବନ ନେଲା ମହାମାରୀ କରୋନା ଭାଇରସ । ତେବେ ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୨୬ ଛୁଇଁଲା । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆଜି କରୋନାରେ ମୃତ୍ୟୁ ଘଟିଥିବା ମୃତକ ଜଣକ ଗଞ୍ଜାମ ଜିଲ୍ଲାର ବୋଲି ସ୍ପଷ୍ଟ ହୋଇଛି । ତେବେ ମୃତକ ଜଣକ ଗଞ୍ଜାମ ଜିଲ୍ଲାର ୫୨ ବର୍ଷୀୟ ବ୍ୟକ୍ତି । କିଛି […]

Continue Reading