ପୁଣି ଚିନ୍ତା ବଢାଇଲା କରୋନା, ସଦ୍ୟପ୍ରାପ୍ତ ସୂଚନାନୁସାରେ ଆରୋଗ୍ୟ ପରେ ବି ସଂକ୍ରମଣ ହୋଇପାରେ

କରୋନା ଲକ୍ଷଣ ନେଇ ଏକ ଚିନ୍ତାଜନକ ସୂଚନା ଦେଇଛନ୍ତି ଡାକ୍ତର ପ୍ରଜ୍ଞାନ ରାଉତରାୟ । ସେ କହିଛନ୍ତି, ଯାହା ଦେହରେ ରୋଗ ପ୍ରତିରୋଧ ଶକ୍ତି ବେଶୀ ଥିବ, ଲକ୍ଷଣ ପ୍ରକାଶ ପାଇବନି । ଯାହାର ଅନ୍ୟ କିଛି ରୋଗ ଥିବ, ସେମାନଙ୍କଠାରେ ଲକ୍ଷଣ ଦେଖାଯିବ । ରୋଗାକ୍ରାନ୍ତ ଓ ସ୍ୱାସ୍ଥ୍ୟକର୍ମୀଙ୍କ ସାମାନ୍ୟ ଲକ୍ଷଣ ଦେଖାଗଲେ ଟେଷ୍ଟ ଜରୁରୀ । ଅନ୍ୟମାନଙ୍କର ଯଦି ସାମାନ୍ୟ ଲକ୍ଷଣ ଥିବା, କ୍ଵାରେଣ୍ଟିନରେ ରହି ଚିକିତ୍ସା କରିହେବ । ହୋମ ଆଇସୋଲେସନରେ ରହୂଥିବା […]

Continue Reading

ଭାରତରେ କରୋନା ସଂକ୍ରମଣ ଦୃତ ଗତିରେ ଆଗେଇଚାଲିଛି, ମୃତ୍ୟୁସଂଖ୍ୟା ୮୦ ହଜାର ନିକଟତର

ଦେଶରେ ଦୃତ ଗତିରେ କରୋନା ସଂକ୍ରମଣ ବଢି ବଢି ଚାଲିଛି । ସେପରି ମୃତ୍ୟୁସଂଖ୍ୟା ମଧ୍ୟ ବଢି ଚାଲିଛି । ଏ ପର୍ଯ୍ୟନ୍ତ ମୋଟ ସଂକ୍ରମିତ ହୋଇଛନ୍ତି ୪୮ କକ୍ଷ ୪୫ ହଜାର ୨୭୧ ଜଣ । ସୁସ୍ଥ ହୋଇଛନ୍ତି ୩୭ ଲକ୍ଷ ୭୭ ହଜାର ୪୪୮ ଜଣ । ତେବେ ୯ ଲକ୍ଷ ୮୭ ହଜାର ୩୯୦ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି । ଆଜି ଭିତରେ ମୋଟ ୭୯ ହଜାର ୭୬୦ […]

Continue Reading

ରାଜଧାନୀ ଭୁବନେଶ୍ବରରେ ବଢୁଛି ପଜିଟିଭ ସଂଖ୍ୟା, ଆଜି ୩୯୫ ଚିହ୍ନଟ

ଓଡିଶାର ରାଜଧାନୀ ଭୁବନେଶ୍ବରରେ ଦୃତ ଗତିରେ ବଢିଚାଲିଛି କରୋନ ସଂକ୍ରମିତଙ୍କ ସଂଖ୍ୟା । ଆଜି ୩୯୫ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ଵାରେଣ୍ଟିନ ସେଣ୍ଟରରୁ ୧୧୬ଚିହ୍ନଟ ହୋଇଥିବାବେଳେ ଲୋକାଲ କଣ୍ଟାକ୍ଟରୁ ୨୭୯ ଜଣ ଚିହ୍ନଟ ହୋଇଛନ୍ତି । ଲୋକାଲ ସଂଖ୍ୟା ବଢୁଥିବାରୁ ଏହା ବଡ ଚିନ୍ତାର ବିଷୟ ପାଲଟିଛି । ୩୯୫ ମଧ୍ୟରୁ ୟୁନିଟ-୯ ଅଞ୍ଚଳରୁ ୧୩, ନୟାପଲ୍ଲୀରୁ ୧୨, ଖଣ୍ଡଗିରୀ ଅଞ୍ଚଳରୁ ୧୧, ସାମନ୍ତରାପୁର ଅଞ୍ଚଳରୁ ୯, ୟୁନିଟ-୬ ଓ ନୟାପଲ୍ଲୀରୁ ୯ […]

Continue Reading

କରୋନା ନେଇ ବିଶ୍ୱବାସୀ ଚିନ୍ତାଗ୍ରସ୍ତ ,ଏପଟେ ସୁସ୍ଥ ହେଲେଣି ୨ କୋଟିରୁ ଉର୍ଦ୍ଧ୍ଵ

ନୂଆଦିଲ୍ଲୀ : ଭାଇରସ ଯୋଗୁଁ ବିଶ୍ୱରେ ଆଜି ପର୍ୟ୍ୟନ୍ତ ୨ କୋଟି ୮୯ ଲକ୍ଷ ୩୦ ହଜାର ୧୭୭ ଜଣ ଲୋକ ସଂକ୍ରମିତ ହୋଇସାରିଥିବା ବେଳେ ୯ ଲକ୍ଷ ୨୪ ହଜାର ୫୮ ଜଣଙ୍କର ମୃତ୍ୟୁ ହୋଇଛି । କରୋନା ଭାଇରସ କବଳରେ ପଡ଼ିଥିବା ୨ କୋଟି ୭୯ ଲକ୍ଷ ୯୯ ହଜାର ୭୧୧ ଜଣ ସୁସ୍ଥ ହୋଇଥିବା ବେଳେ ୭୨ ଲକ୍ଷ ୬ ହଜାର ୪୦୮ ଜଣ ଲୋକ ସକ୍ରିୟ ଅଛନ୍ତି । ଏବେ ବିଶ୍ୱବ୍ୟାପୀ […]

Continue Reading

କରୋନା ନେଇ ଆଗାମୀ ୧୪ଦିନ ଅତ୍ୟନ୍ତ ଗରୁତ୍ୱପୂର୍ଣ୍ଣ- ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡ଼ା

ଭୁବନେଶ୍ୱର : ଜୁଲାଇ ମାସଟି ସମ୍ବେଦନଶୀଳ ହୋଇଥିଲେ ମଧ୍ୟ ମାସର ପ୍ରଥମରୁ ହିଁ କ୍ରମାଗତ ଭାବେ ବହୁ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ତେଣୁ କରୋନା ମୁକାବିଲା ପାଇଁ ଆଗାମୀ ୧୪ଦିନ ଅତ୍ୟନ୍ତ ଗରୁତ୍ୱପୂର୍ଣ୍ଣ । ମୁକାବିଲା ନେଇ ଟେଷ୍ଟିଂ, ଟ୍ରେସିଂ ଓ ଟ୍ୱିଟମେଣ୍ଟକୁ ଗୁରୁତ୍ୱ ଦିଆଯିବ । ଏନେଇ ଓଡ଼ିଶାକୁ ଆଉ ୨ଲକ୍ଷ ଆଣ୍ଟିଜେନ ଟେଷ୍ଟିଂ କିଟ୍ ଆସିବ । ଏହାସହ ଦିନକୁ ୧୦ହଜାର ନମୁନା ପରୀକ୍ଷା କରାଯିବ । ଆଣ୍ଟିଜେନ ୩ହଜାର […]

Continue Reading

ରାଜ୍ୟରେ କରୋନାରେ ଜଣେ ସାମ୍ବାଦିକଙ୍କର ମୃତ୍ୟୁ

ଭୁବନେଶ୍ୱର : ସାରା ରାଜ୍ୟରେ କରୋନା ମହାମାରୀ ହୁ ହୁ ହୋଇ ବଢିଚାଲିଛି । ଏହାର କବଜାରେ ଆସି ସାଧାରଣ ଜନତାଙ୍କ ସମେତ ବହୁ କରୋନା ଯୋଦ୍ଧା ମଧ୍ୟ ସଂକ୍ରମିତ ହେଉଛନ୍ତି । ସେହିପରି କରୋନାରେ ଆକ୍ରାନ୍ତ ଥିବା ଗଞ୍ଜାମ ଜିଲ୍ଲା ହିଞ୍ଜିଳିର ଜଣେ ସାମ୍ବାଦିକଙ୍କର ମୃତ୍ୟୁ ଘଟିଛି । ମୃତକ ସାମ୍ବାଦିକଙ୍କ ନାଁ ପ୍ରିୟଦର୍ଶୀ ପଟ୍ଟନାୟକ ହୋଇଥିବା ବେଳେ ସେ ଏକ ଦୈନିକ ଖବରକାଗଜର ସାମ୍ବାଦିକ ଭାବେ କାର୍ୟ୍ୟ କରୁଥିଲେ । ତେବେ ସେ ଗତକିଛି […]

Continue Reading

କିଛି ବୈଜ୍ଞାନିକଙ୍କ ଦାବି, ବାୟୂରେ ବ୍ୟାପୁଛି କରୋନା

ନୂଆଦିଲ୍ଲୀ : କରୋନା ବାୟୁବାହିତ ହୋଇ ଲୋକମାନଙ୍କ ଦେହକୁ ବ୍ୟାପୁଛି ବୋଲି କିଛି ବୈଜ୍ଞାନିକ ପ୍ରମାଣ କରିବା ସହ କୋଭିଡ୍-୧୯ ସଂକ୍ରମଣ ଗାଇଡାନ୍ସ୍ ନୂଆ କରି କରିବାକୁ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ନିକଟରେ ଦାବି କରିଥିଲେ। ତେବେ ସାମ୍ବାଦିକ ସମ୍ମିଳନୀରେ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର କୋଭିଡ୍-୧୯ ମହାମାରୀର ବୈଷୟିକ ନେତୃତ୍ବ ନେଉଥିବା ମାରିଆ ଭ୍ୟାନ୍ କେର୍ଖୋଭ୍ କହିଛନ୍ତି, କୋଭିଡ୍-୧୯ ବିସ୍ତାରର ଅନ୍ୟତମ ମାଧ୍ୟମ ଭାବେ ଆମ ର ବାୟୁବାହିତ ଓ ବାୟୁମିଶ୍ରିତ ସଂକ୍ରମଣ ପ୍ରସଙ୍ଗରେ ଆଲୋଚନା ହୋଇଛି […]

Continue Reading

କରୋନାକୁ ଦେଖି କଡା ହେଲା ରାଉରକେଲା ପ୍ରଶାସନ

ଭୁବନେଶ୍ୱର : ରାଉରକେଲାରେ କ୍ୱାରେଣ୍ଟିନ ନିୟମ କଡାକଡି ନେଇ ସ୍ପଷ୍ଟ କରିଛି ପ୍ରଶାସନ । କଟକଣା ଲାଗିଥିବା ୧୪ ଜିଲ୍ଲାକୁ ୫ ଘଣ୍ଟା ପାଇଁ ଯାଇ ଫେରିଲେ ରହିବେ କ୍ୱାରେଣ୍ଟାଇନରେ । ରେଜିଷ୍ଟ୍ରେସନ ପରେ ୧୪ ଦିନ ପାଇଁ କ୍ୱାରେଣ୍ଟନ ବାଧ୍ୟତାମୂଳକ ବୋଲି କୁହାଯାଇଛି । ୧୪ ଜିଲ୍ଲାରୁ ୭୨ ଘଣ୍ଟା ପାଇଁ ଆସିଲେ କ୍ୱାରେଣ୍ଟିନ ଅନାବଶ୍ୟକ । କାହା ସହ ନମିଶି ନିଜ କାମ ସାରି ଫେରିପାରିବେ ବାହାର ଜିଲ୍ଲାର ଲୋକେ । ବାହା ହେବାକୁ […]

Continue Reading

ଭୁବନେଶ୍ଵର ଛାତିରେ ଜଳୁଛି କରୋନା ନିଆଁ, ଦିନକରେ ୪୫ ପଜିଟିଭ ଚିହ୍ନଟ

କରୋନା କବଳରେ ସାରା ଓଡିଶା ଛଟପତ ହେଉଥିବାବେଳେ ରାଜଧାନୀରେ ମଧ୍ୟ ତାର କରାଳ ରୂପ ଦେଖିବାକୁ ମିଳିଛି । ଓଡିଶାରେ ଆଜି ୪୯୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଭୁବନେଶ୍ଵରରେ ଆଜି ୪୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ୪୫ ଜଣ ମଧ୍ୟରୁ ୩୭ କ୍ଵାରେଣ୍ଟିନ ସେଣ୍ଟରର ହୋଇଥିବାବେଳେ ୮ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି । ଆଜି ମଞ୍ଚେଶ୍ଵର ପ୍ରତିଦିନ ଅଫିସ ନିକଟରୁ ଆଉ ୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି […]

Continue Reading

କରୋନା ; ବିଶ୍ୱରେ ୪୪ ଲକ୍ଷରୁ ଅଧିକ ଲୋକ ସୁସ୍ଥ, ୪ ଲକ୍ଷ ୫୦ ହଜାର ୪୫୨ ଲୋକଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ଚୀନର ଉହାନ ସହରରୁ ବ୍ୟାପିଥିବା କରୋନା ଭାଇରସ ଲାଗି ବିଶ୍ୱରେ ୪ ଲକ୍ଷ ୫୦ ହଜାର ୪୫୨ ଜଣ ଲୋକଙ୍କର ମୃତ୍ୟୁ ହୋଇସାରିଛି । ଏହି ମାରାତ୍ମକ ଭାଇରସରେ ଗୁରୁବାର ସକାଳ ସାଢ଼େ ୬ଟା ଯାଏଁ ୮୩ ଲକ୍ଷ ୯୩ ହଜାର ୯୪ ଜଣ ସଂକ୍ରମିତ ହୋଇଥିବା ବେଳେ ଏଥିରୁ ୪୪ ଲକ୍ଷ ୯ ହଜାର ୨୦୬ ଜଣ ସୁସ୍ଥ ହୋଇଛନ୍ତି । ଆହୁରି ୩୫ ଲକ୍ଷ ୩୩ ହଜାର ୪୩୮ ଜଣ ସକ୍ରିୟ […]

Continue Reading